କରଣଙ୍କ ରୋମାଣ୍ଟିକ୍‌ ଫିଲ୍ମରେ ନଜର ଆସିବେ ଆୟୁଷ୍ମାନ

ମୁମ୍ବାଇ: ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେବା ପରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଚାହିଦା ବଢ଼ିଗଲାଣି। ନାମୀଦାମୀ ନିର୍ଦ୍ଦେଶକ ଆୟୁଷ୍ମାନଙ୍କୁ ତାଙ୍କ ଫିଲ୍ମରେ ନେବା ପାଇଁ ଚାହୁଁଛନ୍ତି। ଖୁବ୍‌ଶୀଘ୍ର ସେ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମରେ ନଜର ଆସିବେ। ଧର୍ମା ପ୍ରଡକ୍ସନ ସଂସ୍ଥାରେ ନିର୍ମାଣ ହେବାକୁ ଯାଉଥିବା ଏକ ରୋମାଣ୍ଟିକ୍‌, କମେଡି ଫିଲ୍ମରେ ଆୟୁଷ୍ମାନ କାମ କରିବେ ବୋଲି ଶୁଣିବାକୁ ମିଳୁଛି। ଫିଲ୍ମର ଟାଇଟଲ୍‌ କ’ଣ ରହିଛି ତାହା ଜଣା ପଡ଼ି ନ ଥିଲେ ହେଁ ଆୟୁଷ୍ମାନ ଫିଲ୍ମଟିରେ ସାଇନ୍‌ କରିଥିବା ସ୍ପଷ୍ଟ ହୋଇଛି।

‘ଗୁଡ୍‌ନ୍ୟୁଜ୍‌’, ‘ସୂର୍ଯ୍ୟବଂଶୀ’ ଏବଂ ‘ବ୍ରହ୍ମାସ୍ତ୍ର’ପରେ ଧର୍ମା ପ୍ରଡକ୍ସନ ଆଉ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଯେଉଁଥିରେ ଆୟୁଷ୍ମାନ ଅଭିନୟ କରିବେ। ଯଦିଓ ଆୟୁଷ୍ମାନ ଏବଂ କରଣ ଜୋହର ଏନେଇ କିଛି କହି ନାହାନ୍ତି ତଥାପି ଆୟୁଷ୍ମାନ କହିଛନ୍ତି କରଣଙ୍କୁ କିଛି ଦିନ ପୂର୍ବରୁ ସେ ପଚାରିଥିଲେ ତାଙ୍କ ଫିଲ୍ମରେ ଅଭିନୟ କରିପାରିବେ କି। କିନ୍ତୁ ଏହି ଅଫରକୁ ସେତେବେଳେ ସେ ରିଜେକ୍ଟ କରିଦେଇଥିଲେ। ବର୍ତ୍ତମାନ କରଣ ତାଙ୍କୁ ଫିଲ୍ମରେ ନେବା ପାଇଁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ଅକ୍ଷୟଙ୍କ ଫିଲ୍ମର ନାଁ ବଦଳିଲା

ବମ୍ବେ: ରିଲିଜ ପୂର୍ବରୁ ବଦଳିଲା ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ବୀରାଜ’ର ନାମ। ଗୋଟିଏ ପଟେ ଅଧିନାୟକ ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ନିର୍ମାତାମାନେ ଏଭଳି...

ମେଡ୍‌ ଇନ୍‌ ଓଡ଼ିଶା

‘ମେଡ୍‌ ଇନ୍‌ ଚାଇନା’ ନୁହେଁ କି ‘ମେଡ୍‌ ଇନ୍‌ ୟୁଏସ୍‌ଏ’ ନୁହେଁ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହା ସମ୍ପୂର୍ଣ୍ଣଭାବେ ‘ମେଡ୍‌ ଇନ୍‌ ଓଡ଼ିଶା’ ପ୍ରଡକ୍ଟ। କୌଣସି...

ଛୁଟି କଟାଇବା ପାଇଁ ଲଣ୍ଡନରେ ପହଞ୍ଚିଲେ ଆଲିଆ-ରଣବୀର

ବଲିଉଡରେ ଆଜିକାଲି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସର୍ମ୍ପକଙ୍କୁ ନେଇ ବେଶ ଚର୍ଚ୍ଚା। ଦୁହିଁଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ମଧ୍ୟ ନାହିଁ। ଏବେ...

କପିଲଙ୍କ ଶୋ’ ଛାଡ଼ିବେ କି ନାହିଁ ସ୍ପଷ୍ଟ କଲେ ସୁମୋନା

ମୁମ୍ବାଇ: ଛୋଟପରଦାରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ‘କପିଲ ଶର୍ମା ଶୋ’କୁ ନେଇ ଏବେ ଚର୍ଚ୍ଚା ଜୋର୍‌ରେ। ଶୋ’ର ପ୍ରତ୍ୟେକ ଅଭିନେତ୍ରୀ/ଅଭିନେତା ଜଣେ ଜଣେ ପାର୍ଟ।...

ଅକ୍ଷୟଙ୍କ ପାଖରେ ଅଛି କି ୨୬୦ କୋଟିର ପ୍ରାଇଭେଟ୍‌ ଜେଟ୍‌, ନିଜେ କଲେ ଖୁଲାସା

ବଲିଉଡ ଅଭିନେତା ଅକ୍ଷୟ କୁମାର ଫିଲ୍ମ ଦୁନିଆରେ ନିଜର କୁଲ୍‌ ଅନ୍ଦାଜ୍‌ ପାଇଁ ଜଣାଶୁଣା। ତାଙ୍କୁ ନେଇ ଅନେକ ଖବର ପ୍ରସାରିତ ହୁଏ। ନିକଟରେ ଏକ...

ପ୍ରଯୋଜକ ବୀରକିଶୋର ମହାପାତ୍ରଙ୍କ ପରଲୋକ

କଟକ ଅଫିସ,୨୧।୯: ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ତଥା ନାଟ୍ୟକାର ବୀରକିଶୋର ମହାପାତ୍ର(୯୨)ଙ୍କର ଶନିବାର ରାତିରେ ମଧୁସୂଦନ ନଗରସ୍ଥ ବାସଭବନରେ ପରଲୋକ...

ଘୁଞ୍ଚିଲା ‘ଜେଲର’ ରିଲିଜ୍‌ ଡେଟ୍‌

ଦକ୍ଷିଣ ସିନେମା ସୁପରଷ୍ଟାର ରଜନୀକାନ୍ତ ତାଙ୍କର ଆଗାମୀ ଫିଲ୍ମ ‘ଜେଲର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ତେବେ...

ବାପାଙ୍କ ଫଟୋକୁ ଘରେ ଲଗାଇବାକୁ ଅନୁମତି ଦିଅନ୍ତି ନାହିଁ କମେଡି କୁଇନ୍‌: ଜାଣନ୍ତୁ କାହିଁକି

ଟିଭିରେ ସମସ୍ତଙ୍କୁ ହସାଉଥିବା ଭାରତୀ ସିଂଙ୍କ ବ୍ୟକ୍ତିଗତ ଜୀବନ ବେଶ୍‌ ସଂଘର୍ଷମୟ। ନିକଟରେ ସେ ପିଲାଦିନର ଯନ୍ତ୍ରଣା ବିଷୟରେ ବର୍ଣ୍ଣନା କରିଥିଲେ। କୁହାଯାଏ ଯେ ବାପ-ଝିଅଙ୍କ...

Advertisement
Archives

Model This Week