କପିଲ ଶର୍ମାଙ୍କ ନୂଆ ଅବତାର

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ନୂଆ ଅବତାର ଦେକତ୍ବାକୁ ମିଳିଛି। କମେଡି ଛାଡି ସେ ଏବେ ସଙ୍ଗୀତ ଆଡକୁ ମୁହାଁଇଛନ୍ତି। ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ପଞ୍ଜାବର ପ୍ରସିଦ୍ଧ ସଙ୍ଗର ହର୍ଷଦୀପ କୌର ଏକ ଭିଡିଓ ଗୀତ ରିଲିଜ୍‌ କରିଛନ୍ତି। ଏଥିରେ କପିଲ ଶର୍ମା ନଜର ଆସିଛନ୍ତି। ମୁଣ୍ଡରେ ପଗଡି ଭିଡି କପିଲ ପୂରା ପଞ୍ଜାବୀ ଲୁକ୍ସରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି। କେବଳ କପିଲ ଶର୍ମା ନୁହେଁ, ଶାନ୍‌, ଶଙ୍କରଙ୍କ ଭଳି ବଲିଉଡର ବହୁ ଲୋକପ୍ରିୟ ଗାୟକ ମଧ୍ୟ ଏହି ଭିଡିଓ ସଙ୍ଗ୍‌ରେ ଅଭିନୟ କରୁଛନ୍ତି। ଏହି ଭିଡିଓର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହର୍ଷଦୀପ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବିକ୍କିଙ୍କ ପ୍ରେମରେ ପଡ଼ିଲେଣି କଟ୍ରିନା !

ମୁମ୍ବାଇ: ପ୍ରଥମେ ଭାଇଜାନ୍‌ ସଲମାନ୍‌ ଖାନ୍‌ ଏବଂ ପରେ ରଣବିର କପୁରଙ୍କ ସହ ଦୀର୍ଘଦିନ ଧରି ସମ୍ପର୍କରେ ରହିଥିବା କଟ୍ରିନା କୈଫ୍‌ ଏବେ ପୁଣି ଜଣେ...

ବନାରସରେ ଅଛନ୍ତି ଓଡ଼ିଆ ଫ୍ୟାନ୍‌

ଡିଆଇଡି ଲିଟିଲ ମାଷ୍ଟର ରିଅଲିଟି ଶୋ’ରେ ଚମତ୍କାର ଡ୍ୟାନ୍ସ କରି ନିଜ ପ୍ରତିଭା ଦେଖାଇଥିଲେ କଟକର ଶୈଳେନ୍ଦ୍ର ସାମନ୍ତରାୟ। ସଞ୍ଜୟ ଓ ମନୋରମା ସାମନ୍ତରାୟଙ୍କ ସାନପୁଅ...

ସ୍ମିତାଙ୍କ ଲୁକ୍‌କୁ କପି କଲେ ରିଚା

ମୁମ୍ବାଇ: ବଲିଉଡ୍‌ ନାୟିକା ସ୍ମିତା ପାଟିଲଙ୍କ ଦମଦାର ଅଭିନୟ ଆଜିବି ଦର୍ଶକଙ୍କ ମନରେ ଘର କରିଛି। ଖୁବ୍‌ କମ୍‌ ଦିନର ଅତିଥି ସ୍ମିତା ବଲିଉଡ୍‌ରେ ଯେତିକି...

ଘରେ ବସି କପିଲ ଶର୍ମାଙ୍କ କମେଡି ଶୋ’ରେ ନେଇପାରିବେ ଭାଗ, ଜାଣନ୍ତୁ କେମିତି

ଲକ୍‌ଡାଉନ୍‌ ଯୋଗୁ ଗତ ମାର୍ଚ୍ଚ ମାସରୁ ସମସ୍ତ ଟିଭି ସିରିଏଲ ଶୁଟିଂ ବନ୍ଦ ରହିଛି। ପାଖାପାଖି ୪ ମାସ ପରେ ଏବେ ଧୀରେ ଧୀରେ ଶୁଟିଂ...

ରାଧେ ପାଇଁ ଝାଳ ବୁହାଉଛନ୍ତି ଦିଶା: ସୋସିଆଲ ମିଡିଆରେ ଶେୟାର କଲେ ଭିଡିଓ

ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ମଲଙ୍ଗ’ର ସଫଳତା ନେଇ ଏହାର ଅଭିନେତ୍ରୀ ଦିଶା ପଟାନୀ ବହୁତ ଖୁସି ଅଛନ୍ତି। ଆଦିତ୍ୟ ରୟ କପୁର, ଅନିଲ କପୁର,...

‘ତେରି ଗଲି’ରେ ଏହି ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ଆସିମ୍‌

ବମ୍ବେ: ରିଆଲିଟି ଶୋ’ ବିଗ୍‌ବସ୍‌ ଜରିଆରେ ଜଣେ ମଡେଲରୁ ରାତାରାତି ଷ୍ଟାର ପାଲଟିଥିବା ଆସିମ ରିଆଜ ପୁଣି ଚର୍ଚ୍ଚାରେ। କାରଣଟି ହେଲା ତାଙ୍କର ଅପ୍‌କମିଂ ପ୍ରୋଜେକ୍ଟ।...

ପ୍ରଥମ ଥର ଲାଗି ଏକାଠି ହେବେ ପ୍ରିୟଙ୍କା-ରାଜ କୁମାର ରାଓ

ମୁମ୍ବାଇ: ପ୍ରଥମ ଥର ପାଇଁ ଏକାଠି କାମ କରିବେ ପ୍ରିୟଙ୍କା ଚୋପ୍ରା ଜୋନାସ ଏବଂ ରାଜକୁମାର ରାଓ। ତେବେ ଫିଲ୍ମଟି କେବଳ ନେଟ୍‌ଫିଲ୍ସ ଚ୍ୟାନେଲ୍‌ରେ ରିଲିଜ...

ଧୂମଧାମରେ ଜନ୍ମଦିନ ପାଳିଲେ ତୈମୁର

ବଲିଉଡ ଅଭିନେତା ସୈଫ ଅଲୀ ଖାନ ଏବଂ ଅଭିନେତ୍ରୀ କରୀନା କପୁରଙ୍କ ପୁଅ ତୈମୁର ୩ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପଟ୍ଟୌଦୀ ପ୍ୟାଲେସରେ...

Coronavirus Update


Archives

Model This Week

Why Dharitri