Posted inଜାତୀୟ

କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଆରମ୍ଭ: ପୋଷ୍ଟାଲ ବ୍ୟାଲେଟ୍‌ ସହିତ ଇଭିଏମ୍‌

ନୂଆଦିଲ୍ଲୀ, ୨୩।୫: କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୧୭ତମ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବ୍ୟାଲେଟ୍‌ ଗଣତି ଆରମ୍ଭ ହୋଇଛି। ଏହା ସହିତ ଏକାସଙ୍ଗେ ଇଭିଏମ୍‌ ଗଣତି ମଧ୍ୟ ଆରମ୍ଭ ହୋଇଛି। ଭୋଟ ଗଣତି ସହିତ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଗଢିବାକୁ ଭାଜପାକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ : ଶିବସେନାକୁ ମିଳିପାରେ ଏନ୍‌ସିପିର ସହଯୋଗ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ। ଏହାକୁ ନେଇ ଏବେବି ସ୍ପଷ୍ଟ ତଥ୍ୟ ମିଳି ପାରୁ ନାହିଁ। ଶିବସେନା କଥାରେ ରାଜି ନ ହୋଇ ନିଜ...

ଜେଲ୍‌ ଯିବା ପୂର୍ବରୁ ଚିଦାମ୍ବରମ୍‌ଙ୍କୁ ଘାରିଲା ଭାରତର ଅର୍ଥନୀତି ଚିନ୍ତା

ନୂଆଦିଲ୍ଲୀ,୬।୯: ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ଚିଦାମ୍ବରମଙ୍କୁ ଶେଷରେ କୋର୍ଟ ତିହାର ଜେଲକୁ ପଠାଇ ଦେଇଛନ୍ତି। ସେ ଦୀର୍ଘ ୧୪ ଦିନ କାଳ ଅର୍ଥାତ ସେପ୍ଟେମ୍ବର...

ମନି ଲଣ୍ଡରିଂ ମାମଲାରେ ନୀରବଙ୍କ ପତ୍ନୀଙ୍କ ନାଁରେ ରେଡ କର୍ନର ନୋଟିସ୍‌ ଜାରି

ନୂଆଦିଲ୍ଲୀ,୨୫।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ମନି ଲଣ୍ଡରିଂ ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପରିବାର ଉପରେ ସମସ୍ୟା ବଢ଼ିବାରେ ଲାଗିଛି। ଭାରତରେ ମନି...

ମୁଣ୍ଡରୁ ହେଲା ସୁନା, ଟଙ୍କା ବର୍ଷା: ଜାଣନ୍ତୁ ପୁରା ଘଟଣା…

ନୂଆ ଦିଲ୍ଲୀ, ୨୨।୩: ବିଦେଶରୁ ସୁନା ଚୋରା ଚାଲାଣ ଘଟଣା ପ୍ରାୟ ପ୍ରତିଦିନ ସାମ୍ନାକୁ ଆସୁଛି। ବିମାନ ବନ୍ଦରରେ କଡ଼ା ଯାଞ୍ଚ ଯୋଗୁ ଚୋରା ଚାଲାଣକାରୀମାନେ...

୭୦ ବର୍ଷରେ ହୋଇ ନ ଥିବା କାମ ୮ ମାସରେ କରିଛନ୍ତି ମୋଦି: ନଡ୍ଡା

ଆଗ୍ରା, ୨୩।୧: ଦେଶରେ ଗତ ୭୦ ବର୍ଷ ମଧ୍ୟରେ ହୋଇପାରି ନ ଥିବା କାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାତ୍ର ୮ ମାସରେ କରି ଦେଖାଇଛନ୍ତି।...

୮ରୁ ବ୍ରିଟେନକୁ ବିମାନ

ନୂଆଦିଲ୍ଲୀ,୧।୧: ଜାନୁଆରୀ ୮ରୁ ଭାରତରୁ ବ୍ରିଟେନକୁ ବିମାନସେବା ଆଂଶିକ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଶୁକ୍ରବାର କହିଛନ୍ତି।...

ନିସ୍ତବ୍ଧ ରାତିରେ ଏହି ମନ୍ଦିରରେ କଥାବାର୍ତ୍ତା ହୁଅନ୍ତି ମୂର୍ତ୍ତି…

ବିଜ୍ଞାନ ଯୁଗରେ କୌଣସି କଥା ଅସମ୍ଭବ ନୁହେଁ। ତେବେ ମନ୍ଦିରରେ ମୂର୍ତ୍ତିଗୁଡିକ ମଣିଷ ପରି କଥା କହୁଥିବା ଶୁଣିଲେ ବିଶ୍ୱାସ ହୋଇ ନ ଥାଏ। ବିହାର...

ଫେସ୍‌ବୁକ୍‌ ବନ୍ଧୁତା ମହଙ୍ଗା ପଡ଼ିଲା: ଯବାନଙ୍କଠାରୁ ଦେଶର ଗୁପ୍ତ ତଥ୍ୟ ସଂଗ୍ରହ କରିନେଲେ ମହିଳା

ପାଟନା,୨୩।୧୦: ବିହାର ଦାନାପୁରରେ ଜଣେ ଯବାନଙ୍କଠାରୁ ଦେଶର ବହୁ ଗୁପ୍ତ ତଥ୍ୟ ଜଣେ ମହିଳା ସଂଗ୍ରହ କରିନେଇଛନ୍ତି। ଦାନାପୁରରେ ମୁତୟନ ଥିବା ଯବାନ୍‌ ସୁରଜିତ୍‌ ସିଂ...

Advertisement

BGU

Archives

Model This Week

Why Dharitri