ଓଡ଼ିଶା: ଆଜିର ଫଟୋ

ସାବିତ୍ରୀ ଅମାବାସ୍ୟାରେ ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁ

ପୁରୀଘାଟ ଦେବୀଗଡ଼ା କାଠଯୋଡି ନଦୀତଟ ପାର୍ଶ୍ୱରେ ଥିବା ବରଗଛ ମୂଳରେ ସାବିତ୍ରୀ ବ୍ରତପୂଜା କରୁଥିବା ବିହାରୀ ସମ୍ପ୍ରଦାୟର ମହିଳାମାନେ

ଲକ୍‌ଡାଉନ ୪.୦ ନିୟମରେ କୋହଳ ହେବା ପରେ ଶୁକ୍ରବାର ପ୍ରଥମ କରି ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନର ଟିକେଟ କାଉଣ୍ଟର ଖୋଲିଛି

ନିମଖଣ୍ଡି ପ୍ରାଥମିକ ବିଦ୍ୟାଳୟରେ ପ୍ରବାସୀ ଓଡିଆମାନେ ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷଣ ଉପକରଣ ପ୍ରସ୍ତୁତ କରିଛନ୍ତି

ଆଳୁ ବୋଝେଇ ଟ୍ରକ ଉପରେ ବହୁ ଲୋକ ବସି ଯାଉଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୧, ୨୦୨୦)

ଭୁବନେଶ୍ୱର ୟୁନିଟ-୯ ଏକାମ୍ର ସତ୍ୟସେବା ଆଶ୍ରମ ବୈକୁଣ୍ଠ ସରଣୀରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ଭୁବନେଶ୍ୱର ରାମ ମନ୍ଦିର ବାହାରେ ଶ୍ରଦ୍ଧାଳୁ   ଭୁବନେଶ୍ୱର ଇସ୍କନ ମନ୍ଦିର...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୩, ୨୦୨୧)

ରାଜଧାନୀରେ ବର୍ଷା     ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରୁଛନ୍ତି ଶ୍ରୀବଳଭଦ୍ର   ମହାନଦୀର କଟକ ଯୋବ୍ରା ଆନିକଟରେ ହୀରାକୁଦ ଡ୍ୟାମରୁ ନିଷ୍କାସିତ ବନ୍ୟାଜଳ

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୫, ୨୦୨୧)

କଟକସ୍ଥିତ ଜେ.ଏନ୍. ଇନଡୋର ହଲରେ ଆୟୋଜିତ ୨୬ ତମ ରାଜ୍ୟ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ ରେ ଦୁଇ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଥିବାର ଦୃଶ୍ୟ ସାଧାରଣତନ୍ତ୍ର...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୩୧ , ୨୦୨୨)

ବନ ବିଭାଗର ଅଧିକାରୀମାନେ ସୋମବାର କଟକର ମଧୁସୂଦନ ସେତୁ ନିକଟରେ ଏକ କୁମ୍ଭୀରକୁ ଉଦ୍ଧାରକରି ମୁହଁରୁ ଜାଲବାହାର କରି ପୁଣି ମହାନଦୀରେ ଛାଡିଦେଉଛନ୍ତି ଭୁବନେଶ୍ୱରର ଏକ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୫, ୨୦୨୧)

କଟକର ପୂଜାମଣ୍ଡପରେ ମା’କାଳୀଙ୍କ ମୂର୍ତ୍ତି   କଟକରେ ଦୀପାବଳି ପାଳନ   ଭୁବନେଶ୍ୱରର ପୂଜାମଣ୍ଡପରେ ମା’କାଳୀଙ୍କ ମୂର୍ତ୍ତି

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୨୯, ୨୦୨୧)

କଟକ ଚାନ୍ଦିନିଚୌକ୍ ରାସ୍ତା ପାର୍ଶ୍ୱରେ ବିକ୍ରି ପାଇଁ ଛତା ଗୁଡିକୁ  ସଜାଇ ରଖୁଛନ୍ତି ବ୍ୟବସାୟୀ   ଭୁବନେଶ୍ୱର ରେଲୱେ ଷ୍ଟେସନରେ ସାମାଜିକ ଦୂରତ୍ୱ କୁ ଫୁ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨୩, ୨୦୨୦)

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ରୋଡ୍‌ରେ ପ୍ଲାଷ୍ଟିକ ଫୁଲ କିଣୁଛନ୍ତି ଜଣେ ମହିଳା ଦୀର୍ଘ ନଅମାସ ପରେ ପୁରୀ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ନିମନ୍ତେ ଖୋଲିବା ପରେ ଦର୍ଶନାର୍ଥେ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୨, ୨୦୨୦)

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଗଣେଶ ପୂଜା   ଭୁବନେଶ୍ୱରରେ ସପ୍ତାହାନ୍ତ ଶଟଡାଉନ ଯୋଗୁଁ ରାସ୍ତାଘାଟ ଶୂନଶାନ   ଭୁବନେଶ୍ୱର ଝାରପଡାରେ ଅଗ୍ନିଶମ ବିଭାଗ ତରଫରୁ ବିଶୋଧକ...

Advertisement
Archives

Model This Week