ଓଡ଼ିଶା: ଆଜିର ଫଟୋ

ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ରକ୍ଷା ହେଉ ନଥିବାରୁ ୟୁନିଟ-୧ ରାସ୍ତାପାର୍ଶ୍ଵରେ ଥିବା ଦୋକାନଗୁଡିକୁ ବିଏମସି ପକ୍ଷରୁ ଉଛେଦ କରାଯାଉଛି

 

ଯାନବାହନ ଚଳାଚଳ କଟକଣା କୋହଳ ହେବାପରେ ଭୁବନେଶ୍ୱରରେ ଅଟୋ ଯାତାୟାତ ହେଉଛି

 

କଟକ ଶିଶୁଭବନ ସମ୍ମୁଖ ରାସ୍ତାରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ରାସ୍ତା ପାର୍ଶ୍ଵ ଦୋକାନୀଙ୍କୁ ତାଗିଦ କରୁଛନ୍ତି ପୋଲିସ କର୍ମଚାରୀ

 

ଜଣେ ବ୍ୟକ୍ତି ହାତରେ ଏକ ବଡ ଛତାନେଇ ଭୁବନେଶ୍ୱରର ମାର୍କେଟ ବିଲଡିଂ ପାର୍ଶ୍ୱ ରାସ୍ତାରେ ଯାଉଛନ୍ତି

 

ବାତ୍ୟା ‘ଅମ୍ଫନ୍’ ପ୍ରଭାବରେ ପୁରୀରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି

 

କଟକ କାଠଯୋଡ଼ି ନଦୀ ପାର୍ଶ୍ୱ ରିଙ୍ଗ ବନ୍ଧ ରାସ୍ତାରେ ଦୃଶ୍ୟମାନ ମେଘାଚ୍ଛନ୍ନ ଆକାଶ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୧, ୨୦୨୦)

ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ନିକଟରେ କୃତ୍ରିମ ଫୁଲ ବିକୁଛନ୍ତି ଜଣେ ବିକ୍ରେତା   କଟକ ଯୋବ୍ରା ଆନିକଟ ମହାନଦୀ ଜଳରାଶି ମଧ୍ୟରେ ପଥରଖଣ୍ଡରେ ବସିଥିବା ପକ୍ଷୀ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୩୦, ୨୦୨୩ )

କଟକ ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳନ     କଟକ ସିଏମସି କାର୍ଯ୍ୟାଳୟ ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ...

ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୨୮, ୨୦୨୩ )

ଭୁବନେଶ୍ୱର ଖଣ୍ଡଗିରିମେଳାରେ ଯାତ୍ରା ପେଣ୍ଡାଲ     ଆରମ୍ଭ ହେଲା ପ୍ରସିଦ୍ଧ ଖଣ୍ଡଗିରି ମେଳା   ସ୍ଵର୍ଗଦ୍ଵାର ଓ ଶ୍ରୀମନ୍ଦିର ପ୍ରକଳ୍ପ ବୁଲି ଦେଖିଲେ ମୁଖ୍ୟ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୦, ୨୦୨୧)

ମେଘୁଆ ସକାଳରେ କଟକ ଯୋବ୍ରା ଆନିକଟ କଟକ ବାରବାଟୀ ଷ୍ଟାଡିଅମରେ ୨୨ତମ ରାଜ୍ୟ ଆର୍ଚେରୀ ଚାମ୍ପିଅନସିପ ଅନୁଷ୍ଠିତ କଟକ ଯୋବ୍ରା ତଳଦଣ୍ଡା କେନାଲ ବନ୍ଧରେ ଚାଲିଛି...

ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧୨, ୨୦୨୩ )

ପ୍ରଦର୍ଶନୀ ପଡିଆ ରାସ୍ତାରେ ହକି ବିଶ୍ୱକପ୍ ପୂର୍ବରୁ ରାସ୍ତାରେ ରଙ୍ଗ କରାଯାଉଛି   କଳିଙ୍ଗ ଷ୍ଟାଡିୟମରେ ଓଲି ଗ୍ରାଉଣ୍ଡ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୪, ୨୦୨୩ )

ଆସନ୍ତା ଗଣେଶ ପୂଜା ନିମନ୍ତେ ମୂର୍ତି ପ୍ରସ୍ତୁତି ଚାଲିଛି

ଓଡ଼ିଶା: ଆଜିର ଫଟୋ ( ମେ ୭, ୨୦୨୩ )

ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ୧୫ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଚତୁର୍ଥ ରଜନୀରେ ଭୁବନେଶ୍ୱରର କଳାକାରଙ୍କ ପକ୍ଷରୁ ପରିବେଷିତ ନାଟକ, ‘ଅପେକ୍ଷାରେ ରାମଚନ୍ଦ୍ର’...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୧, ୨୦୨୧ )

ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ପୂର୍ବରୁ କଳାକାରମାନେ ଆଦିବାସୀ ପଡ଼ିଆରେ କାନ୍ଥରେ ରଙ୍ଗ ଦେଉଛନ୍ତି ସୁଭାସ ବୋଷଙ୍କ ଜନ୍ମ ବାର୍ଷିକ ପୂର୍ବରୁ କଟକସ୍ଥିତ ଓଡିଆ...

Advertisement
Archives

Model This Week