ଓ୍ବିଣ୍ଟର ଫ୍ୟାଶନ୍‌

ଶୀତଋତୁ ଆରମ୍ଭ ହୋଇଗଲାଣି । ଯଦି ଆପଣ ଏହି ଋତୁରେ କପଡ଼ା କିଣିବାକୁ ଭାବୁଥାନ୍ତି ତେବେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…

ଉଲେନ୍‌ କୁର୍ତ୍ତି: ଆଗରୁ ଝିଅମାନେ କଟନ୍‌ ଶୁଟ୍‌ ସହିତ କାଡିଗର୍ନ,ସ୍ବେଟର କିମ୍ବା ଜ୍ୟାକେଟ୍‌ ପିନ୍ଧିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଇ କିଛିଦିନ ହେବ କଲେଜ୍‌ ଯାଉଥିବା ଯୁବତୀ ଓ ଅଫିସ୍‌ ଯାଉଥିବା ମହିଳା ଉଲେନ୍‌ ସୁଟ୍‌ ପସନ୍ଦ କରୁଛନ୍ତି। ଏହା ପିନ୍ଧିବାକୁ ଆରାମ ଓ ଉଷୁମ ଲାଗିଥାଏ ଓ ଏଥିସହ ସବୁ ଅକେଜନ୍‌ରେ ପରଫେକ୍ଟ ହେବାରେ ସାହାଯ୍ୟ କରିଥାଏ ।
ବ୍ଲାକ୍‌ ଓ୍ବାର୍ମ ଟି ଶାର୍ଟ: ଶୀତଦିନରେ କଳାରଙ୍ଗର ଗୋଟିଏ ଓ୍ବାର୍ମ ଟି ଶର୍ଟ ରହିବା ଆବଶ୍ୟକ। ଏହା ଶରୀରକୁ ଉଷୁମ ରଖିବାରେ ସାହାଯ୍ୟ କରେ। ଏହା ବ୍ଲାକ୍‌ କଲର ହେବା କାରଣରୁ ଜିନ୍ସ କିମ୍ବା ସବୁ କଲର ଜିନ୍ସ ସହିତ ଏହାକୁ ଟିମ୍‌ଅପ୍‌ କରି ପିନ୍ଧିପାରିବେ। ଆପଣ ଚାହିଁଲେ ଏଲିଗେଣ୍ଟ ଲୁକ୍‌ ଲାଗି କୌଣସି ସ୍କାର୍ଫ କିମ୍ବା ଡେନିମ୍‌ ଜ୍ୟାକେଟ୍‌ କ୍ୟାରି କରିପାରିବେ। ଆପଣଙ୍କ ଏହି ସିମ୍ପଲ ଲୁକ୍‌ କଲେଜ୍‌,ଅଫିସ୍‌, ଫ୍ରେଣ୍ଡଙ୍କ ସହ ଆଉଟିଂ ହେଉ କି ପାର୍ଟିରେ ପିନ୍ଧି ଯାଇପାରିବେ।
ଡେନିମ୍‌ ଜ୍ୟାକେଟ୍‌: ଡେନିମ୍‌ ଜ୍ୟାକେଟ୍‌କୁ ଆପଣ ସବୁ ଋତୁରେ ପିନ୍ଧି ପାରିବେ। ଏହା ଆପଣଙ୍କୁ ଥଣ୍ଡାରୁ ରକ୍ଷା କରିବା ସହ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ। ଏହାର ଏକ ଭଲଗୁଣ ହେଲା-ଏହାକୁ ଆପଣ ଇଣ୍ଡିଆନ୍‌,ଓ୍ବେଷ୍ଟର୍ନ ଓ ଫ୍ୟୁଜନ୍‌ରେ ମଧ୍ୟ ପିନ୍ଧି ପାରିବେ।
ପ୍ରିଣ୍ଟେଡ୍‌ ଜ୍ୟାକେଟ୍‌: ଝିଅମାନଙ୍କ ପାଖରେ ଶୀତଦିନେ ଏକ ପ୍ରିଣ୍ଟେଡ୍‌ ଜ୍ୟାକେଟ୍‌ ରହିବା ଜରୁରୀ। ଯାହାକୁ ଆପଣ ହାଲ୍‌କା ଶୀତରେ ପିନ୍ଧିପାରିବେ। ଏହାକୁ ଆପଣ ଗାଉନ୍‌,ଇଣ୍ଡିଆନ୍‌ ସୁଟ୍‌, ଟି ଶାର୍ଟ ସହିତ ଖୁବ୍‌ ସହଜରେ ଟିମ୍‌ଅପ୍‌ କରି ପିନ୍ଧିପାରିବେ।
ଲଙ୍ଗ ଜ୍ୟାକେଟ୍‌: ଶୀତଦିନରେ କୋର୍ଟ ଓ ଲଙ୍ଗ କୋର୍ଟ ବିନା ଭଲ ଲାଗେନା। ଆପଣ ଏହାକୁ ଡେଲି ଅଫିସ୍‌ ଓ୍ବିୟର,ପାର୍ଟି ଓ୍ବେର ଦୁଇପ୍ରକାର କ୍ୟାରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri