ଓରାଲ ଆଣ୍ଟିବାୟୋଟିକ ଓ ପାର୍କିନସନସ

କେତେକ ଓରାଲ ଆଣ୍ଟିବାୟୋଟିକ ଦୀର୍ଘ ବର୍ଷ ଧରି ଖାଇଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ଓ୍ବାଶିଂଟନ୍‌ ୟୁନିଭର୍ସିଟିର ସ୍ନାୟୂୁଶଲ୍ୟ ବିଶେଷଜ୍ଞମାନେ ଏପରି ସତର୍କ ସୂଚନା ଦେଇଛନ୍ତି। ଦୀର୍ଘ ବର୍ଷ ଧରି ଓରାଲ ଆଣ୍ଟିବାୟୋଟିକ ଖାଇବା ଦ୍ୱାରା ଆମ ଶରୀର ଉପରେ ତାହାର କି ପ୍ରକାର ଖରାପ ପ୍ରଭାବ ପଡୁଛି ସେ ସମ୍ପର୍କରେ ସେମାନେ ଏକ ଗବେଷଣା କରିଥିଲେ। ଏହି ସମୟରେ ସେମାନେ ଏପରି କେତୋଟି ଓରାଲ ଆଣ୍ଟିବାୟୋଟିକର ସନ୍ଧାନ ପାଇଥିଲେ ଯାହାକୁ ଦୀର୍ଘ ବର୍ଷ ଧରି ଖାଇଲେ ସ୍ନାୟୁଗୁଡିକ ଦୁର୍ବଳ ହେବା ସହ ପାର୍କିନସନ ରୋଗଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ତେବେ କୌଣସି ଓରାଲ ଆଣ୍ଟିବାୟୋଟିକ ଖାଇବା ସମୟରେ ନିୟମିତ ସମୟ ଅନ୍ତରାଳରେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିକନ୍‌କାରୀ ଆଉଟ୍‌ଫିଟ୍‌

ଚିକନ୍‌କାରୀ କୁର୍ତ୍ତା: ଖରାଦିନେ କୁଲ୍‌, କମ୍ଫର୍ଟେବଲ ଲୁକ୍‌ ଦେଇଥାଏ ଚିକନ୍‌କାରୀ କୁର୍ତ୍ତା। ଯଦି ଆପଣ ଦିନବେଳା ଏହାକୁ କ୍ୟାରି କରିବାକୁ ଚାହୁଁଥାନ୍ତି, ତା’ହେଲେ ପ୍ଲାଜୋ ସହିତ...

ବିବାହ ପରେ ଆଦୌ କରନ୍ତୁନି ଏପରି ଭୁଲ, ନଚେତ୍‌…

ବିବାହ ପରେ ଝିଅମାନେ ଶାଶୁଘରକୁ ଯିବା ପରେ ଜୀବନରେ କିଛି ପରିବର୍ତ୍ତନ ଆସିଥାଏ। ଅଜଣା, ଅଚିହ୍ନା ଲୋକଙ୍କୁ ନିଜର କରି ଚଳିବାକୁ ପଡ଼ିଥାଏ। ବ୍ୟବହାର, ଚାଲିଚଳନ,...

ଏମିତି ବ୍ଲଡ୍‌ ଗ୍ରୁପ୍‌, ବିଶ୍ୱରେ ମାତ୍ର ୪୩ ଜଣଙ୍କଠାରେ ଦେଖିବାକୁ ମିଳିଥାଏ

ସାଧାରଣତଃ A , B, AB, 0+ ଏବଂ ନେଗେଟିଭ୍‌ ପରି ମଣିଷମାନଙ୍କଠାରେ ଅନେକ ବ୍ଲଡ୍‌ ଗ୍ରୁପ୍‌ ମିଳିଥାଏ। କିନ୍ତୁ ଗୋଟିଏ ବ୍ଲଡ୍‌ ଗ୍ରୁପ୍‌ ଅଛି,...

ସବୁବେଳେ ପ୍ରେମରେ ଧୋକା ଖାଇଥାନ୍ତି ଏହି ୪ ରାଶିର ବ୍ୟକ୍ତି, ବିଳମ୍ବରେ ମିଳେ ସଚ୍ଚା ପ୍ରେମ…

ଜୀବନର ସବୁଠାରୁ ସୁନ୍ଦର ଅନୁଭୂତି ପ୍ରେମ। ଏପରି କେହି ନାହାନ୍ତି ଯିଏ ଜୀବନରେ ପ୍ରେମରେ ପଡ଼ି ନାହାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ କିଛି ରାଶି ଏପରି ଅଛନ୍ତି,...

ଗ୍ୟାଷ୍ଟ୍ରିକ୍‌ ସମସ୍ୟା

ବର୍ତ୍ତମାନ ପରିବର୍ତ୍ତିତ ଜୀବନଶୈଳୀ ସାଙ୍ଗକୁ ଫାଷ୍ଟଫୁଡ୍‌, ଜଙ୍କଫୁଡ୍‌ ଜାତୀୟ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଅଧିକାଂଶଙ୍କଠାରେ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ସୃଷ୍ଟି କରୁଛି। ଏହାକୁ ଏକ ସାଧାରଣ ସମସ୍ୟା ଭାବି...

ମୁହଁ ଖୋଲି କହି ନ ପାରିଲେ ବି ଝିଅଙ୍କ ଏହି ଗୁଣକୁ ଅଧିକ ପସନ୍ଦ କରନ୍ତି ପୁଅ

ପୁରୁଷମାନେ ମନଖୋଲି ସବୁକଥା କୁହନ୍ତି ନାହିଁ। ମାତ୍ର ମହିଳାମାନେ ସେମାନଙ୍କ କଥା ସହଜରେ କହି ଦେଇଥାନ୍ତି। ସେମାନେ ସହଜରେ କୁହନ୍ତି ଯେ, ସେମାନଙ୍କର ମନରେ କ’ଣ...

ଦାନ୍ତ ବିନ୍ଧୁଥିଲେ…

ଖାଇବା ପରେ ଆମେ ଭଲ ଭାବରେ କୁଳି କରି ପାଟିକୁ ଧୋଇବା ଦରକାର। ନ ହେଲେ ଦାନ୍ତ ମୂଳରେ ଖାଦ୍ୟପଦାର୍ଥର ଅବଶିଷ୍ଟାଂଶ ଲାଗି ରହି ଦାନ୍ତଜନିତ...

ସନ୍ତୁଳିତ ସୁଗାର ଦୂର କରେ ଷ୍ଟ୍ରୋକ୍‌ ଆଶଙ୍କା

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି। ହେଲେ ଏହାଦ୍ୱାରା ଆକ୍ରାନ୍ତ ବ୍ୟକ୍ତି ନିଜର ଖାଦ୍ୟପେୟ ପ୍ରତି ସତର୍କତା ଅବଲମ୍ବନ କରିବା ସହ...

Advertisement
Archives

Model This Week