ଓଡ଼ିଶା ଫେରାଇ ଆଣିବାକୁ ତାମିଲନାଡୁରୁ ପ୍ରବାସୀଙ୍କ ନିବେଦନ

ବାମରା,୯।୫,(ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ ଲରିଆପାଲି ପଞ୍ଚାୟତ ନୂଆଡ଼ିହି ଗ୍ରାମର ଲିଲିମା କୁଜୁର ଓ ଜମନକିରା ବ୍ଲକ ଟିକଲିପଡା ପଞ୍ଚାୟତ ବରହାମୁଣ୍ଡି ଗ୍ରାମର ଶୁକ୍ରା ଓରାମଙ୍କ ସମେତ କେତେକ ଯୁବକ ଯୁବତୀ ତାମିଲନାଡୁ ରାଜ୍ୟ ଇରୋଡ଼ ଜିଲା ପଲଭାକାଲିପଲାୟମସ୍ଥିତ ଅରୁଣ ଟେକ୍ସଟାଇଲ ସୂତା କଳରେ କାମ କରୁଛନ୍ତି। ଏହି ସୂତା କଳ ଏବେ ବନ୍ଦ ହୋଇଯାଇଥିବାରୁ ଏମାନେ ଫସି ଯାଇଛନ୍ତି। ତେବେ ଓଡିଶା ସରକାର ବାହ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ଘୋଷଣା କରିବା ପରେ ଏମାନେ ମଧ୍ୟ ନିଜ ନିଜ ପଞ୍ଚାୟତରେ ନାମ ପଞ୍ଜୀକରଣ କରଛନ୍ତି। ହେଲେ ଏବେ ପର୍ଯ୍ୟନ୍ତ ତାଙ୍କ ଫେରିବା ନେଇ ତାଙ୍କୁ କୌଣସି ସୂଚନା ଦିଆଯାଇ ନ ଥିବା ସେମାନେ କହିଛନ୍ତି। ଓଡିଶା ଫେରାଇ ଆଣିବା ପାଇଁ ସେମାନେ ଭିଡିଓ ଜାରି କରି ସରକାରଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୟରେ ନୀତି ପାଳନ, ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ପୁରୀ ଅଫିସ,୧୪।୬(ଅଜିତ ମହାନ୍ତି): ୬ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସ୍ଥାନୀୟ ପୌରସଦନ ପରିସରରେ ତୃତୀୟ ତଥା ଶେଷ ରଥ ସମନ୍ବୟ...

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌ : ୨ଗୁରୁତର

ପାଣିକୋଇଲି,୩୧ା୧୦(ଡି.ଏନ.ଏ.): ପାଣିକୋଇଲି ଥାନା ଅଧୀନ ୧୬ନଂ. ଜାତୀୟ ରାଜପଥର କାଜିପାଟଣା ନିକଟରେ ରବିବାର ବିଳମ୍ବିତ ରାତିରେ ଟ୍ରକ୍‌ ପଛରୁ ଟ୍ରକ୍‌ ଧକ୍କା ଦେବା ଫଳରେ ଚାଳକ...

ଛାତ୍ରୀଙ୍କୁ ବଳାତ୍କାର କରି ଜେଲଗଲେ ଟିଉସନ ସାର୍‌

ଠାକୁରମୁଣ୍ଡା,୧ା୭: ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ଅଞ୍ଚଳର ଜନୈକା ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଜଣେ ଯୁବକଙ୍କୁ...

୫ ବର୍ଷ ହେଲା ୩ ମିନି ଷ୍ଟାଡିୟମ ନିର୍ମାଣ କାମ ସରୁନି

ଜଗତ୍‌ସିଂହପୁର ଅଫିସ, ୧୧।୯: ପ୍ରତି ବ୍ଲକ ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ପ୍ରଚାର ହେଉଛି। ରାଜ୍ୟ...

ଗାଁକୁ ବାହାର ଲୋକଙ୍କ ପ୍ରବେଶ ନିଷେଧ

ଧମା, ୨୮।୩ (ଡି.ଏନ.ଏ.):କରୋନା ମୁକାବିଲା ପାଇଁ ଦେଶ ଓ ରାଜ୍ୟରେ ଲକ୍‌ ଡାଉନ ସାଙ୍ଗକୁ ସଚେତନତା ଆରମ୍ଭ କରାଯାଇଛି। ଏହିକ୍ରମରେ ମାନେଶ୍ୱର ବ୍ଲକ୍‌ ଡକରା ପଞ୍ଚାୟତର...

୨୪ ଘଣ୍ଟା ପରେ ଧରାପଡ଼ିଲେ ଜେଲରୁ ଚମ୍ପଟ ବଳାତ୍କାର ଅଭିଯୁକ୍ତ, କର୍ତ୍ତବ୍ୟରେ ଅବହେଳା ମୁଖ୍ୟ ଜେଲ ଓ୍ବାଡର ନିଲମ୍ବିତ

ଛତ୍ରପୁର,୭।୧(ଡି.ଏନ.ଏ)-ଗଞ୍ଜାମ ଜିଲା ଛତ୍ରପୁର ସବ୍‌ଜେଲ ପାଚେରି ଡେଇଁ ସୋମବାର ସନ୍ଧ୍ୟାରେ ଚମ୍ପଟ ମାରିଥିବା ବଳାତ୍କାର ଅଭିଯୁକ୍ତ ୨୪ ଘଣ୍ଟା ପରେ ମଙ୍ଗଳବାର ସନ୍ଧ୍ୟାରେ ଧରାପଡ଼ିଛନ୍ତି। ସେ...

ନର୍ଲା ପୋଲିସର ବଡ଼ ସଫଳତା: ଶାନ୍ତପୁର କେନାଲ ନିକଟରୁ ଗଞ୍ଜେଇ ମାଫିଆ ଗିରଫ

ରୁପ୍ରାରୋଡ,୮।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏକ ବଡ଼ ସଫଳତା ହାସଲ କରିଛି। ଇତିମଧ୍ୟରେ କୌଣସି ସୂତ୍ରରୁ ଖବରପାଇ ପୋଲିସ...

କରୋନାରୁ ସୁସ୍ଥ ହେଲେ ରାଜ୍ୟର ପ୍ରଥମ ପ୍ଲାଜମା ନେଇଥିବା ମହିଳା

କଟକ ଅଫିସ,୨୪।୭: ପ୍ଲାଜମା ଦେଲା ନୂଆ ଜୀବନ। ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତଥା ପ୍ରଥମ ପ୍ଲାଜମା ନେଇଥିବା ୪୮ ବର୍ଷୀୟ ମହିଳା ସୁସ୍ଥ...

Advertisement
Archives

Model This Week