ଓଜନିଆ ଗାଉନ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଉର୍ବଶୀ: ବସିବା ପାଇଁ ଲୋଡ଼ା ପଡ଼ିଲା ଚାରି ଜଣଙ୍କ ଜାଗା

ଚଳିତ ବର୍ଷ ଆସାମର ଗୌହାଟୀରେ ଫିଲ୍ମ ଫେୟାର ଆଓ୍ବାର୍ଡର ଆୟୋଜନ ହୋଇଛି। ବହୁ କଳାକାରଙ୍କୁ ଏଠାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ଅଭିନେତ୍ରୀ ଉର୍ବଶୀ ରୌତେଲା ବୋଲ୍ଡ ଲାଲ ରଙ୍ଗର ଏକ ଗାଉନ ପିନ୍ଧିଥିଲେ। ଏହା ଗାଉନ୍‌ ଏବେ ଚର୍ଚ୍ଚାରେ। କାରଣ ଉର୍ବଶୀଙ୍କୁ ସମାରୋହରେ ବସିବା ପାଇଁ ଚାରି ଜଣ ବସିବା ଭଳି ଜାଗାର ଆବଶ୍ୟକତା ପଡ଼ିଥିଲା। ଏହାର ଏକ ଭିଡିଓ ନିଜେ ଉର୍ବଶୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଉକ୍ତ ଭିଡିଓରେ ସେ ଏକ ଶୋଫା ଉପରେ ବସିଛନ୍ତି। ତାଙ୍କ ଗାଉନକୁ ସମ୍ଭାଳିବା ପାଇଁ ୨/୩ ଜଣ ଫ୍ୟାଶନ ଡିଜାଇନର ଲାଗିପଡ଼ିଥିବା ଦେଖିବାକୁ ମିଳୁଛି। ଏହି ଗାଉନରେ ଉର୍ବଶୀ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଭିଡିଓଟିକୁ ଶେୟାର କରିବା ସହ ସେ ଏକ କ୍ୟାପ୍‌ସନ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି, ‘ମୋର ଟିମ୍‌ ବିନା ଏହି ଗାଉନକୁ ସମ୍ଭାଳିବା କଷ୍ଟକର। ରେଡ୍‌ କାର୍ପେଟରେ ଆଜି ପର୍ଯ୍ୟନ୍ତ ଏହା ସବୁଠାରୁ ଓଜନିଆ ଗାଉନ୍‌। ବସିବା ପାଇଁ ୪ଟି ଚେୟାର ନେବାକୁ ପଡିଛି’।
ଅପରପକ୍ଷେ ଉର୍ବଶୀଙ୍କୁ ଏହି ଗାଉନ ପାଇଁ ଟ୍ରୋଲ ହେବାକୁ ମଧ୍ୟ ପଡ଼ିଛି। ଜଣେ ୟୁଜର ଲେଖିଛନ୍ତି, ଆମର କମ୍ବଳ ମଧ୍ୟ ଛୋଟ ପଡ଼ିବ। କମ୍ବଳ ନେଇ କ’ଣ ପାଇଁ ଆସିଛ ବୋଲି ଅନ୍ୟ ଜଣେ ୟୁଜର ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଞ୍ଚା ଆମ୍ବ ଖାଇଲେ ଦୀପିକା: କ’ଣ ଖୁସି ଖବର ବୋଲି ପଚାରିଲେ ପ୍ରଶଂସକ

ବଲିଉଡ୍‌ର ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ ହେଉଛନ୍ତି ଦୀପିକା ପାଦୁକୋନ ଓ ରଣବୀର ସିଂହ। ପ୍ରଶଂସକମାନେ ଏହି ଯୋଡିକୁ ବେସ୍‌ ପସନ୍ଦ କରୁଛନ୍ତି। ଏହି ଯୋଡିଙ୍କ...

ପ୍ରଥମ ଥର ଏକାଠି ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି ବଲିଉଡ୍‌ର ଏହି ସେଲିବ୍ରିଟି

ମୁମ୍ବାଇ: ବଲିଉଡ୍‌ ଷ୍ଟାରଙ୍କ ଭଳି ଅନେକ ଏଭଳି ଯୋଡ଼ି ଅଛନ୍ତି ଯେଉଁମାନେ ପରଦାରେ ଏକାଠି ସ୍କ୍ରିନ୍‌ ଶେୟାର କରିସାରିଛନ୍ତି। ଏହି ଯୋଡ଼ିଙ୍କୁ ମଧ୍ୟ ଦର୍ଶକ ପସନ୍ଦ...

ବାଜି ମାରିଲା ‘ମିଶନ ମଙ୍ଗଳ’

ମୁମ୍ବାଇ: ବଲିଉଡ୍‌ ଦୁନିଆ ପାଇଁ ଚଳିତ ବର୍ଷର ସ୍ବାଧୀନତା ଦିବସ ଭଲ ଦିନ ଭାବେ ପରିଗଣିତ ହୋଇଛି। କାହିଁକିନା ଅଗଷ୍ଟ ୧୫ରେ ବଲିଉଡ୍‌ର ୨ଟି ବଡ...

ଆର୍ୟନଙ୍କୁ ଜାମିନ ମିଳିଲା ପରେ ଏମିିତି ଫଟୋ ଶେୟାର କଲେ ଭଉଣୀ

ମୁମ୍ବାଇ : କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ୟନ ଖାନଙ୍କୁ ଗୁରୁବାର ବମ୍ବେ ହାଇକୋର୍ଟରୁ ଜାମିନ୍‌ ମିଳିଛି । ତେବେ ଆର୍ୟନଙ୍କୁ ଜାମିନ ମିଳିବା...

ଅନୁଷ୍କାଙ୍କ ଡେଲିଭରୀ ଡେଟ୍‌ ଜଣାଇଲେ ବିରାଟ!

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ସେ ଏହି ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। ଗର୍ଭାବସ୍ଥାର ଅନୁଭବକୁ ନିଜ ପ୍ରଶଂସକଙ୍କ ସହ ବେଳେବେଳେ...

ବର୍ଷ ଶେଷରେ ବିବାଦରେ କପିଲ ଶର୍ମା ଶୋ’

ମୁମ୍ବାଇ: ଟେଲିଭିଜନ ରିୟଲିଟି ଶୋ’ ‘ଦ କପିଲ ଶର୍ମା ଶୋ’ ହାଇଏଷ୍ଟ ଟିଆର୍‌ ପିକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ପୁଣି ଥରେ ବିବାଦକୁ...

ଏଥିପାଇଁ ଇସ୍‌ଲାମ ଧର୍ମ ଗ୍ରହଣ କରିଥିଲେ ସରୋଜ ଖାନ୍‌

ବମ୍ବେ: ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର ସରୋଜ ଖାନ୍‌ଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ୨୦୦ରୁ ଅଧିକ ଫିଲ୍ମରେ ସେ...

ନୂଆ ଫିଲ୍ମର ଶୁଟିଂ କରି ଫଟୋ ଶେୟାର କଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଫିଲ୍ମ ‘ଧମାକା’ରେ ଜବରଦସ୍ତ ଅଭିନୟ କରିବା ପରେ ଏବେ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟକୁ ନେଇ ଖୁବ୍‌ ବ୍ୟସ୍ତ...

Advertisement
Archives

Model This Week