ଏୟାର ପୋର୍ଟରେ ମେକ୍‌ଅପ୍‌ ନେଲେ କରିନା: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ବେବୋ କରିନା କପୁର ଖାଁଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖାଯାଇଛି ସେ ଏକ ବିମାନ ବନ୍ଦରରେ ମେକ୍‌ଅପ୍‌ ନେଉଛନ୍ତି। ଯଦିଓ ଏହା ସେମାନଙ୍କ ପାଇଁ ସାଧାରଣ ଘଟଣା ତଥାପି ଏଥିରେ କିଛି ବିଶେଷତ୍ୱ ନିହାତି ରହିଛି। ତେବେ କଳାକାରମାନେ ଶୁଟିଂ ସେଟ୍‌ରେ ବା ଅନ୍ୟ କୌଣସି ସ୍ଥାନରେ ମେକ୍‌ଅପ୍‌ ନେବା ଦେଖାଯାଇଥାଏ। ଅବଶ୍ୟ ଅନେକ ସମୟରେ ସେମାନଙ୍କ ପାଇଁ ଭ୍ୟାନିଟି ଭ୍ୟାନର ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ହେଲେ କରିନା ବିମାନ ବନ୍ଦରରେ ଯେଉଁ ମେକ୍‌ଅପ୍‌ ନେଉଛନ୍ତି ତାହା କୌଣସି ଫିଲ୍ମ ଶୁଟିଂ ପାଇଁ ନୁହେଁ ବୋଲି ଜଣାପଡିଛି। କରିନା ତାଙ୍କ ସମ୍ପର୍କୀୟ ଭାଇଙ୍କ ରୋକା ସେରିମନିରେ ଯୋଗ ଦେବାକୁ ବେଙ୍ଗାଲୁରୁ ଏୟାରପୋର୍ଟରେ ମେକ୍‌ଅପ୍‌ ନେଉଥିବା ତାଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟ ହେଲ୍ପ କରୁଥିବା ନଜର ଆସିଛି। ସମୟ ଅଭାବରୁ ହେଉ ବା ତାଙ୍କ ସାର୍ପ ପ୍ଲାନିଂ ପାଇଁ ହେଉ ଇନଷ୍ଟାଗ୍ରାମରେ ତାଙ୍କର ଏହି ଭିଡିଓକୁ ବହୁ ଲୋକ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ କୋଟିରୁ ଅଧିକ ଓପନିଂ କରିପାରେ ‘ବ୍ରହ୍ମାସ୍ତ୍ର’

ବମ୍ବେ: ଶୁକ୍ରବାର ପରଦାକୁ ଆସିବ ବିଗ୍‌ ବଜେଟ୍‌ରେ ନିର୍ମାଣ ହୋଇଥିବା ‘ବ୍ରହ୍ମାସ୍ତ୍ର’। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି।...

ମେଟ୍ରୋରେ ଯାତ୍ରା କଲେ ଅକ୍ଷୟ: ଚିହ୍ନି ପାରିଲେନି ଯାତ୍ରୀ

ମୁମ୍ବାଇ: ବଲିଉଡ୍‌ ନାୟକ ଅକ୍ଷୟ କୁମାର ଗୋଟିଏ ଦିନ ପୂର୍ବରୁ ମେଟ୍ରୋ ଟ୍ରେନରେ ଯାତ୍ରା କରିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଏଥିରେ...

‘ଦବଙ୍ଗ-୩’ର ପ୍ରମୋ ରିଲିଜ୍‌

ନୂଆଦିଲ୍ଲୀ: ପୁଣି ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି ବଲିଉଡ୍‌ ଦବଙ୍ଗ ପୋଲିସ୍‌ ଅଫିସର ଚୁଲ୍‌ବୁଲ୍‌ ପାଣ୍ଡେ। ସଲମାନଙ୍କ ମୋଷ୍ଟ ଅଓ୍ବେଟେଡ୍‌ ଫିଲ୍ମ ‘ଦବଙ୍ଗ-୩’ର ପ୍ରମୋ ରିଲିଜ୍‌...

ବକ୍ସ ଅଫିସରେ ଧମାଲ କରୁଛି ‘ପୁଷ୍ପା’

ମୁମ୍ବାଇ,୧୯।୧୨: ବକ୍ସ ଅଫିସରେ ଧମାଲ ମଚାଉଛି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’। ଶୁକ୍ରବାର ୫ଟି ଭାଷାରେ ରିଲିଜ ହୋଇଥିବା ଫିଲ୍ମ ‘ପୁଷ୍ପା: ଦ...

ଶାହିଦଙ୍କ ଘରେ ଭଡ଼ାରେ ରହିବେ କାର୍ତ୍ତିକ, ମାସକୁ ଦେବେ ଏତିକି ଟଙ୍କା…

ମୁମ୍ବାଇ: ଆଜିକାଲି ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ବେଶ୍‌ ନାଁ କରିଛନ୍ତି। ଗତ ବର୍ଷ ଏହି ଅଭିନେତା ‘ଭୁଲ୍‌ ଭୁଲେୟା -୨ ’ ଭଳି ସୁପରହିଟ୍‌...

ଯଦି ରାଜି ହୋଇଥାଆନ୍ତେ…

ବେଳେବେଳେ ପ୍ରଯୋଜକ ଯାହାଙ୍କୁ ଲିଡ୍‌ ରୋଲ୍‌ରେ ନେବାକୁ ଚାହିଁଥାଆନ୍ତି, ତାହା କେତେକ କାରଣରୁ ସମ୍ଭବ ହୋଇ ନ ଥାଏ। କିନ୍ତୁ ଏହା ବଦଳରେ ସେ ଯାହାକୁ...

ଧଳା ଶର୍ଟ ପିନ୍ଧନ୍ତୁ ବୋଲି ଚାହୁଁ ନ ଥିଲେ ଶାହାରୁଖ; ବ୍ୟବହାର ଯୋଗୁ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ଗୌରୀ

ବମ୍ବେ: ଦୀର୍ଘ ଛଅ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଗୌରୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଶାହରୁଖ ଖାନ୍‌। ଇତିମଧ୍ୟରେ ସେମାନଙ୍କ ବିବାହକୁ...

କୋଟିରେ ପାଉଣା, ହେଲେ ଟଙ୍କାଟିଏ ବି ନେଇ ନ ଥିଲେ

ବମ୍ବେ: କିଙ୍ଗ ଖାନ୍‌ ଶାହାରୁଖଙ୍କ ସହ ଡେବ୍ୟୁ କରିବାକୁ ଭାଗ୍ୟ ବୋଲି ମନେ କରନ୍ତି ନବାଗତା। ସେପରି କିଛି ଘଟିଥିଲା ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ଙ୍କ କ୍ଷେତ୍ରରେ।...

Advertisement
Archives

Model This Week