ଏରିକାଙ୍କୁ ଛାଡ଼ି ଏବେ ଆରିୟାଙ୍କ ପ୍ରେମରେ ପାର୍ଥ

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘କସୌଟି ଜିନ୍ଦେଗୀ କି’ରେ ନାଏକ ସାଜିଥିବା ପାର୍ଥ ସମନ୍ଥାନ ଗୋଟିଏ ପରେ ଗୋଟିଏ ପ୍ରେମିକା ବଦଳାଉଛନ୍ତି। ନିକଟରେ ସେ ଏରିକାଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଥିବା ବେଳେ ଏବେ କୁଆଡେ ସେ ଆରିୟା ଅଗ୍ରଓ୍ବାଲଙ୍କ ପ୍ରେମରେ ପଡ଼ିଛନ୍ତି। ଆରିଆ ଉକ୍ତ ଶୋ’ରେ ମିସ୍କା ଭୂମିକାରେ ଅଭିନୟ କରୁଥିଲେ।

ଏରିକା ପାର୍ଥଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି। ଏପରିକି ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହେଉଥିବାକୁ ନେଇ ଚର୍ଚ୍ଚା ହେଉଥିଲା। ମାତ୍ର ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପାର୍ଥ ଏରିକାଙ୍କୁ ଛାଡ଼ି ଏବେ ଆରିୟାଙ୍କ ସହ ସମୟ କଟାଇବାକୁ ସେ ଭଲ ପାଉଛନ୍ତି। ହେଲେ ଏହି କଥାଟି କେତେ ସତ କେତେ ମିଛ ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ନାମ ‘ବାୟୁ’ ରଖିଲେ ସୋନମ୍‌

ବମ୍ବେ: ପୁଅର ନାମକରଣ କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ସୁନ୍ଦର ଫଟୋ ପୋଷ୍ଟ କରି ପୁଅର ପ୍ରଥମ...

ସେହି ତିନି ବର୍ଷ

ବିଦ୍ୟା ବାଲାନ ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ। ‘ଡାର୍ଟି ପିକ୍ଚର୍ସ’ ଏବଂ ‘କାହାନୀ’ ପରି ଚଳଚ୍ଚିତ୍ର ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥିଲା। ବିଦ୍ୟାଙ୍କ ଅଭିନୟ ଜୀବନର...

ବଲିଉଡ୍‌ ପୂର୍ବରୁ ଏହି ଅଭିନେତ୍ରୀମାନେ ସାଉଥ୍‌ ପିଲ୍ମରୁ ଆରମ୍ଭ କରିଥିଲେ ନିଜର କ୍ୟାରିୟର

ମୁମ୍ବାଇ: ବଲିଉଡର ଏକ ନମ୍ବର ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଓ ଐଶ୍ୱର୍ଯ୍ୟା ରାୟଙ୍କୁ ଗଣାଯାଏ। ସେମାନେ ବଲିଉଡ୍‌ରେ ଏକାଧିକ ହିଟ୍‌ ଫିଲ୍ମରେ...

ଜୋତାକୁ ନେଇ ଚର୍ଚ୍ଚାରେ ଏହି ଲୋକପ୍ରିୟ ଅଭିନେତ୍ରୀ

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ନିୟା ଶର୍ମା ଅନେକ ସମୟରେ ନିଜ ବୋଲ୍ଡ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏହାକୁ ନେଇ...

ପୂରଣ ହେଲା ଆଲିଆଙ୍କ ସ୍ବପ୍ନ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କାମ କରିବାର ୭ ବର୍ଷ ପରେ ମହେଶ ତନୟା ଆଲିୟା ଭଟ୍ଟଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଭଂସାଲି ପ୍ରଡକ୍ସନ ସହ...

୧୦୦ କୋଟି କ୍ଲବରେ ସାମିଲ ହେଲା ‘ଭୋଲା’

ମୁମ୍ବାଇ: ଅଜୟ ଦେବଗନ ଓ ତବ୍ବୁ ଷ୍ଟାରର ମୁଭି ‘ଭୋଲା’ ଫାଇନାଲି ଗ୍ଲୋବାଲି ବକ୍ସ ଅଫିସରେ ୧୦୦ କୋଟି ବ୍ୟବସାୟ କରିବାର ସଂଖ୍ୟାକୁ ପାର କରିଯାଇଛି।...

ତିନିଜଣଙ୍କୁ ବିବାହ ସତ୍ତ୍ୱେ ଏକାକୀ ଜୀବନ ବିତାଉଛନ୍ତି ଏହି ପ୍ରସିଦ୍ଧ ଗାୟକ

ଲେଖକ, ଗାୟକ ତଥା ସଙ୍ଗୀତକାର ଲକି ଅଲ୍ଲୀ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହି ଆସୁଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ...

ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ହଲିଉଡର ପ୍ରସିଦ୍ଧ ଅଭିନେତା କେଭିନ କ୍ଲାର୍କଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ କେଭିନଙ୍କ ମାତ୍ର ୩୨ ବର୍ଷ ହୋଇଥିଲା। ପୋଲିସ ଅଧିକାରୀ କହିଛନ୍ତି...

Advertisement
Archives

Model This Week