Posted inଫୁରସତ

ଏମିତି ଗର୍ତ୍ତ, ଯାହା କେବେ ପୂରଣ ହେଉନି

ବିଶ୍ୱରେ ଏମିତି କିଛି ରହସ୍ୟ ଲୁଚି ରହିଛି, ଯାହା ସମ୍ପର୍କରେ ଜାଣିବା କଷ୍ଟକର। ସେହିପରି ଏକ ରହସ୍ୟ ସ୍ଥାନ ରହିଛି ସାଉଦି ଆରବରେ। ଏଠାରେ ଏମିତି ଏକ ଗର୍ତ୍ତ ଅଛି, ଯାହା କେବେ ପୂରଣ ହେଉନାହିଁ। ଆଜି ମଧ୍ୟ କେହି ତାହାର କାରଣ ଖୋଜି ପାଉନାହାନ୍ତି। ସାଉଦି ଆରବର ଉତ୍ତରରେ ଅଲ୍‌ ଜଫ୍‌ ପ୍ରାନ୍ତରେ ଏକ ମରୁଭୂମିରେ ବିରାଟ ଗର୍ତ୍ତଟିଏ ରହିଛି। ଯାହା ଆଜି ପର୍ଯ୍ୟନ୍ତ ପୂରଣ ହେଉନାହିଁ। କିଛି ବର୍ଷ ପୂର୍ବେ ଏହାର ଭିଡିଓ ଭାଇରାଲ ହୋଇଥିଲା। ଏହି ଗର୍ତ୍ତରେ କିଛି ଜିନିଷ ପକାଇଲେ ତାହା ପୁଣି ଫେରିଆସେ।

ଏପରିକି ଭିଡିଓରେ ଦେଖିବାକୁ ମିଳିଥିଲା ଲୋକେ ବୁଲ୍‌ଡୋଜର ସହାୟତାରେ ମାଟି ପକାଇ ଗର୍ତ୍ତକୁ ପୂରଣ କରିବା ପାଇଁ ଚେଷ୍ଟା କରୁଥାନ୍ତି କିନ୍ତୁ ମାଟି ବାହାରକୁ ଉଠି ଆସୁଥିଲା। ଏହି ଗର୍ତ୍ତରୁ ପ୍ରାୟ ୧୦୦ ଫୁଟ ଉଚ୍ଚକୁ ବାଲି ଉଠୁଥିବା ଦେଖିବାକୁ ମିଳିଥିଲା। କିଛି ଲୋକ କୁହନ୍ତି, ମରୁଭୂମି ଅଞ୍ଚଳରେ ସ୍ଥାନେ ସ୍ଥାନେ ବ୍ଲୁ ହୁଇଲ୍‌ସ ସୃଷ୍ଟି ହୋଇଥାଏ। ଯାହାକୁ ପୂରଣ କରିବା କଷ୍ଟସାଧ୍ୟ। ସେ ଯାହା ବି ହେଉନା କାହିଁକି ଆଜିପର୍ଯ୍ୟନ୍ତ ଏ ସମ୍ପର୍କରେ ସଠିକ୍‌ କାରଣ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍ ୧୩ରୁ ଏହି ରାଶିର ବଦଳିବ ଭାଗ୍ୟ, ମିଳିବ ପ୍ରଚୁର ଟଙ୍କା!

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତି ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ସଂଯୋଜନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ପ୍ରକୃତିର ଏକ ବିଶେଷ ଗ୍ରହ ସଂଯୋଜନ ୧୩…

ଜୁନ ୩୦ରୁ ବନ୍ଦ ହୋଇଯିବ କାଗଜ ନୋଟ୍‌! RBI ଆଣିବ ପ୍ଲାଷ୍ଟିକ୍‌ ନୋଟ୍‌… ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍‌ଲୀ,୧୧।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ବିଷୟରେ ବିଭିନ୍ନ ଖବର ପ୍ରସାରିତ ହେଉଛି। RBI ଖୁବ ଶୀଘ୍ର ଭାରତରେ କାଗଜ ନୋଟ ଉପରେ…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

ବଡ ଭୁଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶୀ: ଅଳ୍ପକେ…

ନୂଆଦିଲ୍ଲୀ,୧୧।୬: ଆଫଗାନିସ୍ତାନ ଏ ବିପକ୍ଷ ମ୍ୟାଚ୍‌ରେ ଇତିହାସ ରଚିବାରୁ ବୈଭବ ସୂର୍ଯ୍ୟବଂଶୀ ବଞ୍ଚିତ ହୋଇଥିଲେ। ଗୁରୁବାର ଭାରତ ଏ ଏବଂ ଆଫଗାନିସ୍ତାନ ଏ ମଧ୍ୟରେ ଟ୍ରାଏ-ସିରିଜ ମୁକାବିଲାରେ,…

ସାଙ୍ଗଙ୍କୁ ଘରୁ ଡାକିନେଇ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ରାଜନଗର,୧୧ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ବ୍ଲକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କଜଳବନ୍ଧ ଗ୍ରାମରେ ବୁଧବାର ରାତିରେ ଏକ ଦୁଖଃଦ ତଥା ଅଭାବନୀୟ ଘଟଣା ଘଟିଯାଇଛି। ରାତି…

ରବି ଧାନ ଉଠାଣରେ ବିଳମ୍ବ: ବର୍ଷାରେ ଭିଜି ଧାନ ଗଜା, ଜାତୀୟ ରାଜପଥରେ ବସିଲେ ଚାଷୀ

ଭବାନୀପାଟଣା, କେସିଙ୍ଗା, ୧୧।୬(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଏମ.ରାମପୁର ବ୍ଲକର ଅଁଳାପାଲି ଓ ବମକ ମଣ୍ଡିରେ ରବିଧାନ ଉଠାଣ ବିଳମ୍ବକୁ ନେଇ ସ୍ଥାନୀୟ ଚାଷୀଙ୍କ…

ଭଗବାନ ରାମଙ୍କ ବିଷୟରେ ମନ୍ତବ୍ୟ ମାମଲାରେ ବଢ଼ିଲା ରାହୁଲଙ୍କ ଅଡୁଆ, FIR….

ନୂଆଦିଲ୍ଲୀ,୧୧।୬: ରାହୁଲ ଗାନ୍ଧୀଙ୍କୁ ପୁଣି ଏକ ଝଟକା । ପ୍ରଭୁ ରାମଙ୍କ ବିଷୟରେ ମନ୍ତବ୍ୟ ଦେବା ନେଇ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ହାଇ-ଏଥାନଲ ପେଟ୍ରୋଲରୁ ଏକ୍ସସାଇଜ ଡ୍ୟୁଟି ସମ୍ପୂର୍ଣ୍ଣ ଛାଡ଼

ନୂଆଦିଲ୍ଲୀ,୧୧।୬: ପଶ୍ଚିମ ଏସିଆ (West Asia)ରେ ଜାରି ରହିଥିବା ଯୁଦ୍ଧ ଏବଂ ଉତ୍ତେଜନା କାରଣରୁ ବିଶ୍ୱ ଶକ୍ତି ବଜାର (Global Energy Market)ରେ ସୃଷ୍ଟି ହୋଇଥିବା ହାହାକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri