Posted inଫୁରସତ

ଏମିତି ଅଫିସ ଯେଉଁଠି ହେଲ୍‌ମେଟ୍‌ ପିନ୍ଧି କାମ କରନ୍ତି କର୍ମଚାରୀ

ଚଷମା ଏବଂ ଟୋପି ପିନ୍ଧି ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ଆମେ ଦେଖିଛୁ। ମାତ୍ର ହେଲମେଟ ପିନ୍ଧି କାମ କରିବା କଥା କେହି କେବେହେଲେ କଳ୍ପନା ମଧ୍ୟ କରି ନ ଥିବେ। ଏହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ।
ଉତ୍ତରପ୍ରଦେଶର ବାନ୍ଦ୍ରାରେ ଥିବା ବିଦ୍ୟୁତ୍‌ ବିଭାଗ ଅଫିସରେ ଏହା ଦେଖିବାକୁ ମିଳିଛି। ଏଠାର କର୍ମଚାରୀମାନେ ଅଫିସ ଭିତରେ କାମ କରିବା ସମୟରେ ହେଲ୍‌ମେଟ ଲଗାଇଥାନ୍ତି। ପ୍ରକୃତ କଥାଟା ହେଲା ଏହି ଅଫିସ ଛାତରୁ ସବୁ ସମୟରେ ପ୍ଲାଷ୍ଟର ଖସିଥାଏ। ବିଗତ ୨ ବର୍ଷ ହେବ ଏପରି ଘଟି ଚାଲିଛି। ଏହି କାରଣରୁ ଏଠାର କର୍ମଚାରୀମାନେ ସୁରକ୍ଷା ଦୃଷ୍ଟିରୁ ହେଲମେଟ ପିନ୍ଧି କାମ କରିଥାନ୍ତି। ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ, ଏହି ବିଲ୍ଡଂର ଅବସ୍ଥା ଅତି ଶୋଚନୀୟ। କେତେବେଳେ ଏହା ଭୁଶୁଡ଼ିବ ତାହା କହିହେବ ନାହିଁ। ଏ ନେଇ ବହୁବାର ସମ୍ପୃକ୍ତ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବନ୍ଦୀ ହୋଇ ରହୁଛନ୍ତି କରୋନା ଯୋଦ୍ଧାଙ୍କ ୭ ବର୍ଷର ଶିଶୁ

ଭିଲଓ୍ବାରା,୧୪।୪: ରାଜସ୍ଥାନର ସରୋଜ କୁମାର କନଷ୍ଟେବଳ ଭାବେ କାମ କରନ୍ତି। ଏବେ ସେ କରୋନା ଯୋଦ୍ଧା ଭାବେ ନିଜର କାର୍ଯ୍ୟରେ ଯୋଗ ଦେଉଥିବା ବେଳେ ନିଜର...

ରାମଚରଣଙ୍କ ଗେମ୍‌ ଚେଞ୍ଜର

ମୁମ୍ବାଇ: ସାଉଥ୍‌ ଅଭିନେତା ରାମଚରଣଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଗୀତ ‘ନାଟୁ ନାଟୁ’କୁ ଓସ୍କାର ମିଳିବା ପରେ ତାହା ଏବେ ଟ୍ରେଣ୍ଡିଂରେ ରହିଛି। ଏଥିସହ ଅଭିନେତା ରାମଚରଣଙ୍କ...

ବିଶ୍ୱର ସବୁଠୁ ବଡ଼ ଜାହାଜ, ଦାମ୍‌ ରହିଛି…

ଟାଇଟନିକ୍‌ ଜାହାଜ ସମ୍ପର୍କରେ ତ ଜାଣିଥିବେ ନିଶ୍ଚିତ। ମାତ୍ର ଆଜିର ସମୟରେ ‘ସିମ୍ଫୋନୀ ଅଫ୍‌ ଦ ସିଜ୍‌’ହେଉଛି ବିଶ୍ୱର ସବୁଠୁ ବଡ଼ ଜାହାଜ। ଏକ ରିପୋର୍ଟ...

ନିଆରା ଘର: ବନ୍ୟା କି ବର୍ଷାରେ ହେବ ନାହିଁ ନଷ୍ଟ

ଦୁନିଆରେ ଏପରି ଅନେକ ଦେଶ ରହିଛି, ଯେଉଁଠାରେ ବନ୍ୟା ପରିସ୍ଥିତି ଏକ ବଡ଼ ସମସ୍ୟା ଅଟେ। ବର୍ଷା ଆସିବା ମାତ୍ରେ ଏହି ଦେଶର ସହରଗୁଡ଼ିକ ପାଣିରେ...

ସବୁ ଏବେ କ୍ୟାଶ୍‌ଲେସ୍‌

ପର୍ସରେ ଟଙ୍କା ରଖି ବାହାରକୁ ଗଲେ କେବେ ଚୋରି ତ କେବେ ଡକାୟତିର ଆଶଙ୍କା, ପୁଣି କେବେ କେଉଁଠି ଦରକାର ବେଳେ ଟଙ୍କା ସରିଗଲେ ଏଟିଏମ୍‌...

ରହସ୍ୟମୟ ସ୍ମାରକ

ଆୟର୍ଲାଣ୍ଡର କାଉଣ୍ଟି ମଥ୍‌ରେ ଅଛି ଏକ ରହସ୍ୟମୟ ସ୍ମାରକ। ଏହା ଏକ ପ୍ରାଗ୍‌ଐତିହାସିକ ସ୍ମାରକ ଅଟେ, ଯାହାକି ବାୟରନ ନଦୀର ଉତ୍ତରରେ ଡ୍ରୋଘେଡାଠାରୁ ୮ କି.ମି....

ମୋବାଇଲ ଫୋନର ବ୍ୟବହାର ଆବଶ୍ୟକତାଠାରୁ ଅଧିକ କରୁଛନ୍ତି ଲୋକେ: ମୋବାଇଲ ଉଦ୍ଭାବକ ମାର୍ଟିନ କୁପର…

ଓ୍ବାଶିଂଟନ,୩୦।୩ : ମୋବାଇଲ ଫୋନ ଏକ ଅତ୍ୟନ୍ତ ଉପଯୋଗୀ ଉପକରଣ, କିନ୍ତୁ ଏହାର ସମସ୍ୟା ହେଉଛି ଲୋକମାନେ ଏହାକୁ ଆବଶ୍ୟକତାଠାରୁ ଅତ୍ୟଧିକ ବ୍ୟବହାର କରୁଛନ୍ତି। ୫୦...

୫୫ ସେକେଣ୍ଡର ଏହି ଭିଡିଓ ୫କୋଟି ଟଙ୍କାରେ ବିକ୍ରି: ଜାଣନ୍ତୁ କ’ଣ ରହିଛି ଏଥିରେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଶେୟାର କରାଯାଏ। ବର୍ତ୍ତମାନ ୟୁଟ୍ୟୁବ ଲୋଙ୍କମାନଙ୍କ ଆୟର ଏକ ଜରିଆ ପାଲଟିଥିବା ବେଳେ ଏହା ଦ୍ୱାରା...

Advertisement
Archives

Model This Week