ଏଥର ସଚିବ ନୁହନ୍ତି, ଭଦ୍ରକ ଜିଲା ଚିକିତ୍ସାଳୟକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଚାନକ ଗସ୍ତ

ଭଦ୍ରକ ଅଫିସ,୧।୧୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଶୁକ୍ରବାର ଭଦ୍ରକ ଜିଲା ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଛନ୍ତି। ତାଙ୍କ ସହ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ସଞ୍ଜୀବ ମାଲିକ, ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ପହଞ୍ଚି ବିଭିନ୍ନ ଓ୍ବାର୍ଡ ବୁଲି ଦେଖିଛନ୍ତି। ତେବେ ପୂର୍ବରୁ ୫-ଟି ସଚିବ ବିଭିନ୍ନ ମେଡିକାଲ ଗସ୍ତ କରି ରୋଗୀଙ୍କଠାରୁ ଚିକିତ୍ସା ବିଷୟରେ ପଚାରି ବୁଝୁଥିଲେ। ଏ ନେଇ ବିରୋଧୀମାନେ ରାଜ୍ୟ ସରକାରଙ୍କୁ କଟାକ୍ଷ କରି ଆସୁୁଥିଲେ। ଏହା ପରେ ସ୍ବାସ୍ଥ୍ୟମନ୍ତ୍ରୀ ନିଜେ ମେଡିକାଲ ଗସ୍ତ କରିଥିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟାପଡ଼ା ନୂଆସାହି କଣ୍ଟେନମେଣ୍ଟ ଜୋନ୍‌

କଣ୍ଟାପଡ଼ା, ୨୭ା୧୨(ଡି.ଏନ୍‌.ଏ.): କିଛିଦିନର ବ୍ୟବଧାନ ପରେ କଟକ ଜିଲା କଣ୍ଟାପଡା ବ୍ଲକର ଝାରପଡା ଓ ପାଟସୁନ୍ଦରପୁର ପଞ୍ଚାୟତରେ ଶୁକ୍ରବାର ୧୭ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ...

ଦୁଇ ଗ୍ରୀନ୍‌ ଜୋନ୍‌ ମଧ୍ୟରେ ରେଡ୍‌ ଜୋନ୍‌: ସରକାରଙ୍କ ଗାଇଡ୍‌ଲାଇନ୍‌ ପରେ ଗଡ଼ିବ ବସ୍‌

ଭୁବନେଶ୍ୱର,୩।୫(ବ୍ୟୁରୋ): ଗ୍ରୀନ୍‌ କିମ୍ବା ଅରେଞ୍ଜ ଜୋନ୍‌ରେ ସୋମବାରଠାରୁ ବସ୍‌ ଗଡ଼ିବ ନାହିଁ। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି।...

ଓଲା ଗାଡ଼ି ଅପହରଣ କରି ୩ ଗିରଫ

କେନ୍ଦ୍ରାପଡା ଅଫିସ/ପଟ୍ଟାମୁଣ୍ଡାଇ (ସ୍ବ.ପ୍ର.),୨୫।୯: ଭୁବନେଶ୍ୱରରୁ ଏକ ଓଲା ଗାଡ଼ିକୁ ଅପହରଣ କରିବା ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜନଗର ଥାନା ଗଳିଦଣ୍ଡା...

ମରାମତି ନ ହେଲେ ଆନ୍ଦୋଳନ

ସାରସକଣା,୨୬ା୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଦେଇ ଯାଇଥିବା ୪୯ନଂ. ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ବର୍ଷେ ହେଲା ଏହି ରାଜପଥର ଝାରପୋଖରିଆ ନିକଟସ୍ଥ ଓଭରବ୍ରିଜ୍‌...

ସିରିଜ୍‌ ଚୋରି, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ବେଗୁନିଆପଡ଼ା,୮ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସିରିଜ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ.ଛଚିନା ଗ୍ରାମର ସୁଦାମ ଆର୍ଟ...

ଯାଞ୍ଚ ସତ୍ତ୍ୱେ ଖାଦ୍ୟ ଅପମିଶ୍ରଣ ବଢୁଛି

ବ୍ରହ୍ମପୁର ଅଫିସ,୧୧ା୧୨: ବ୍ରହ୍ମପୁର ସହରରେ ଫାଷ୍ଟଫୁଡ ଦୋକାନ, ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡିକରେ ଯାଞ୍ଚ ପ୍ରକ୍ରିୟା କୋହଳ ହେବା କାରଣରୁ ଖାଦ୍ୟ ଅପମିଶ୍ରଣ ହେଉଛି। ଏପରକି...

ଡାକ୍ତରୀମାଇନା ପାଇଁ ୧୨ ଘଣ୍ଟା ଅପେକ୍ଷା

କେନ୍ଦୁଝର,୨୨।୧(ସ୍ବ.ପ୍ର.): କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ଡାକ୍ତରୀମାଇନା ପାଇଁ ପୀଡ଼ିତାଙ୍କୁ ୧୨ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଡାକ୍ତରଖାନାର...

ଜନବସତିକୁ ବିପଦ ଜଙ୍ଗଲ ନିଆଁ

ଖମାର,୪ା୩:  ଜଳୁଛି ଏକାଧିକ ଜଙ୍ଗଲ। ପୋଡ଼ି ପାଉଁଶ ହୋଇଯାଉଛି ହଜାର ହଜାର ବୃକ୍ଷଲତା। ଅନେକ ଜୀବଜନ୍ତୁ, ସରୀସୃପଙ୍କ ଜୀବନହାନି ହେଉଥିଲେ ମଧ୍ୟ ବଢ଼ୁଥିବା ନିଆଁକୁ ରୋକିପାରୁନି...

Advertisement
Archives

Model This Week