ଏକାଠି ହେବାକୁ ଯାଉଛନ୍ତି ୩ ଖାଁ

ମୁମ୍ବାଇ: ବଲିଉଡ୍‌ର ୩ ଖାନ୍‌ କହିଲେ ବୁଝାଏ ଆମିର, ସଲମାନ ଓ ଶାହରୁଖ। କେବେ ଏମାନଙ୍କ ମଧ୍ୟରେ ଭଳ ସମ୍ପର୍କ ନ ଥିବା ବେଳେ ଏବେ କିନ୍ତୁ ଏମାନଙ୍କ ସମ୍ପର୍କ କିଛି ଖରାପ ନାହିଁ ବୋଲି ଶୁଣିବାକୁ ମିଳେ। ତେବେ ଏହି ୩ ଖାଁଙ୍କୁ ଏକାଠି ଦେଖିବାକୁ ଦର୍ଶକେ ସବୁବେଳେ ଅପେକ୍ଷା କରିଥାଆନ୍ତି। ଏବେ ଶୁଣିବାକୁ ମିଳିଛି କି ଆମିର ଖାଁଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ରେ ଏମାନଙ୍କୁ ଦେଖିବାକୁ ମିଳିବ। ଏବେ ଆମିରଙ୍କ ସହ ଏହି ଫିଲ୍ମରେ ଶାହାରୁଖଙ୍କ ଏଣ୍ଟ୍ରି ହୋଇ ସାରିଥିବା ବେଳେ ସଲମାନଙ୍କୁ ଆଣିବାକୁ ଯୋଜନା ଚାଲିଛି ବୋଲି କୁହାଯାଉଛି। ଶାହାରୁଖଙ୍କର ଏଥିରେ ଏକ ଭଲ ରୋଲ୍‌ ଅଛି ବୋଲି ଶୁଣାଯାଉଛି। ଏବେ ଆମିର ଆଉ ଏକ କ୍ୟାରେକ୍ଟର ଲେଖୁଥିବା ବେଳେ ଏଥିରେ ସେ ସଲମାନଙ୍କୁ ନେବାପାଇଁ ଚାହୁଁଥିବା ପ୍ରକାଶ କରିଛନ୍ତି। ଏହା ଏକ ହଲିଉଡ୍‌ ଫିଲ୍ମର ରିମେକ୍‌ ହୋଇଥିବା ବେଳେ ଏଥିରେ କରିନା କପୁର ଖାଁ ମଧ୍ୟ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫେରିବେ ଶିବାଙ୍ଗୀ, ଖାଲି ବଦଳିବ ଚରିତ୍ର

ବମ୍ବେ: ଫେରୁଛନ୍ତି ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ। ଭାବୁଥିବେ କେଉଁଠିକୁ। ଧାରାବାହିକ ‘ୟେ ରିସ୍ତା କ୍ୟା କହଲତା’କୁ ଶିବାଙ୍ଗୀ ଛାଡ଼ୁଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏହା...

ଭାବି ସ୍ବାମୀଙ୍କୁ ଲୁଙ୍ଗିରେ ଦେଖିବାକୁ ଚାହାନ୍ତି ବଲିଉଡ୍‌ର ଏହି ଅଭିନେତ୍ରୀ, ବିବାହ ଯୋଜନା ବିଷୟରେ କହିଲେ ଏମିତି

ଆଜି ହେଉଛି ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କର ଜନ୍ମଦିନ। ଚଳିତବର୍ଷ ମାର୍ଚ୍ଚ ୬ରେ ସେ ୨୩ ବର୍ଷରେ ପଦାର୍ପଣ କରିଛନ୍ତି। ଜାହ୍ନବୀ ହେଉଛନ୍ତି ସ୍ବର୍ଗତ ଅଭିନେତ୍ରୀ...

କ୍ୟାନ୍‌ସର୍‌ ଜଣାପଡିବା ପରେ ଘଣ୍ଟା ଘଣ୍ଟା କାନ୍ଦୁଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ନାମ ଅର୍ଜନ କରିଥିଲେ। କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ସଂଘର୍ଷ ଦେଖିବାକୁ ମିଳିଥିଲା।...

କରିନାଙ୍କୁ ଡେଟ୍‌ କରିବା ସମୟରେ ରାଣୀ ଦେଇଥିଲେ କିଛି ଉପଦେଶ: ଶୈଫ

ମୁମ୍ବାଇ: ବଲିଉଡ୍‌ର ଆଇଡିଆଲ୍‌ କପୁଲ ଭାବେ ବେଶ୍‌ ଜଣାଶୁଣା କରିନା କପୁର ଖାଁ ଓ ଶୈଫ ଅଲ୍ଲି ଖାଁ। ଏମାନଙ୍କ ଯୋଡିକୁ ନେଇ ଅନେକ ସମୟରେ...

କରୋନା ସଂକ୍ରମଣ ଶେଷ ହେବା ପରେ ହାତ ମିଳାଅ, ଆଲିଙ୍ଗନ କର: ସଲ୍‌ମାନ

ବମ୍ବେ: ବିଶ୍ୱରେ ଏବେ କରୋନା ଭୟ। ଚାଇନାରୁ ସୃଷ୍ଟ ଏହି ରୋଗ କବଳକୁ ଅଶୀରୁ ଅଧିକ ଦେଶ ଆସି ସାରିଲେଣି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ...

ମୁହଁ ଲୁଚାଇଲେ ଶିଳ୍ପାଙ୍କ ସ୍ବାମୀ, ଲୋକେ କହିଲେ…

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପର୍ନ ଫିଲ୍ମ ନିର୍ମାଣ ଅଭିଯୋଗରେ ଧରାପଡ଼ିବା ପରେ ଗଣମାଧ୍ୟମରୁ ଦୂରେଇ ରହିଛନ୍ତି। ନିକଟରେ ଶିଳ୍ପା ଏବଂ...

କେଜିଏଫ୍‌-୨’ ଦେଖିବେନି ସଞ୍ଜୟଙ୍କ ଝିଅ, କହିଲେ କାରଣ

ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍‌-୨’। କନ୍ନଡ ସୁପରଷ୍ଟାର ୟଶଙ୍କ ଦମ୍‌ଦାର ଅଭିନୟକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ...

ଏପରି ବୁଦ୍ଧି ପ୍ରୟୋଗ କରି ଚକୋଲେଟ ତିଆରି କରୁଛନ୍ତି ତୈମୁର; ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ,୨।୧୨-ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ଭାଇରାଲ ହେଉଛି। ବର୍ତ୍ତମାନ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୁଅ ତୈମୁର ଚକୋଲେଟ ତିଆରି...

Advertisement
Archives

Model This Week