Posted inଜାତୀୟ

ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୨୯।୧୧: ‘ଠାକ୍‌ରେ’ ପରିବାରର ପ୍ରଥମ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ଉଦ୍ଧବ ଠାକ୍‌ରେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଶାଳ ଜନସମୁଦ୍ରର ଉପସ୍ଥିତିରେ ଶିବାଜୀ ପାର୍କଠାରେ ସେ ଶପଥ ନେଇଛନ୍ତି। ଦୀର୍ଘ ୨ ଦଶନ୍ଧି ପରେ ଜଣେ ଶିବସେନା ସଦସ୍ୟ ମୁଖ୍ୟମନ୍ତ୍ରୀ ହୋଇଥିବା ଜଣାପଡିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ ଯୋଗେ ମୋଦି କହିଛନ୍ତି, ମୋର ଉଦ୍ଧବଙ୍କ ଭରସା ଅଛି ସେ ମହାରାଷ୍ଟ୍ରକୁ ଏକ ଉଜ୍ଜଳ ଭବିଷ୍ୟତ ପାଇଁ କଡା ପରିଶ୍ରମ ସହ କାମ କରିବେ। ସୂଚନାଯୋଗ୍ୟ, ଉଦ୍ଧବଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଆସନ୍ତା ଡିସେମ୍ବର ୩ରେ ଏହାର ସମ୍ପ୍ରସାରଣ ହେବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନାଲିଙ୍କ ମୃତ୍ୟୁ ମାମଲାର ହେବ ସିବିଆଇ ଯାଞ୍ଚ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିଶ

ନୂଆଦିଲ୍ଲୀ,୧୨।୯: ଟିକ୍‌ଟକ୍‌ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ପରେ ସିବିଆଇ ତଦନ୍ତ ପାଇଁ ଦାବି ଜୋର ଧରିଛି। ଇତିମଧ୍ୟରେ ସ୍ବରାଷ୍ଟ୍ର...

୨୪ ଘଣ୍ଟା ଷଡଯନ୍ତ୍ର କରୁଛି ଭାଜପା, ଏଏପିର କାହାକୁ ବି ଗିରଫ କରିପାରେ: କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୨୮।୯: ଗୁଜରାଟ ନିର୍ବାଚନରେ ପରାଜୟ ଭୟରେ ଏଏପିକୁ ଦମନ କରିବା ଲାଗି ଭାଜପା ଯଥାସମ୍ଭବ ଚେଷ୍ଟା କରୁଛି। ଏମିତିରେ ମିଥ୍ୟା ଅଭିଯୋଗରେ ଦଳର ଯେକୌଣସି କର୍ମୀଙ୍କୁ...

କର୍ନାଟକ ବନ୍ୟା ପରିସ୍ଥିତିକୁ ଅଣଦେଖା କରୁଛି କେନ୍ଦ୍ର: ସିଦ୍ଧରମେୟା

ବେଙ୍ଗାଲୁରୁ,୧୧।୮: କର୍ନାଟକରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା। ସେ ହକିଛନ୍ତି...

ବଦଳୁ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ନାମିତ ସହର,ରାସ୍ତା, କୋଠାର ନାମ: ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ …

ନୂଆଦିଲ୍ଲୀ,୧୧।୨ : ଦେଶରେ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ସହର, ସଡ଼କ, କୋଠା ଏବଂ ଅନୁଷ୍ଠାନର ନାମ ପରିବର୍ତ୍ତନ କରିବାକୁ ଆୟୋଗ ଗଠନ ଦାବିରେ ସୁପ୍ରିମକୋର୍ଟରେ ଏକ...

ଭଙ୍ଗାରୁଜା ପରେ ଖଟରଙ୍କ କିଷାନ ବୈଠକ ବାତିଲ

ଚଣ୍ଡିଗଡ଼,୧୦।୧- କର୍ନାଲଠାରେ ରବିବାର ହେବାକୁ ଥିବା ‘କିଷାନ ମହାପଞ୍ଚାୟତ’ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। କେନ୍ଦ୍ର ସରକାରଙ୍କ ୩ ନୂଆ...

ଗ୍ୟାସ୍‌ ଲିକ୍‌: ୫୦ ମହିଳା କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି

ବିଶାଖାପାଟଣା,୩ା୮: ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀ ଜିଲା ଅନ୍ତର୍ଗତ ବ୍ରାଣ୍ଡିକ୍ସ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ (ଏସ୍‌ଇଜେଡ୍‌) ମଧ୍ୟରେ ଥିବା ଏକ ପୋଷାକ କାରଖାନାର ଲାବରେଟୋରିରେ ମଙ୍ଗଳବାର ଗ୍ୟାସ୍‌ ଲିକ୍‌...

ଭାଜପା ନିୟନ୍ତ୍ରଣରେ ୬୩୦ ଆସନ

ଲକ୍ଷ୍ନୌ, ୧୧।୭: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଜିଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିବା ପରେ ଶନିବାର ଅନୁଷ୍ଠିତ ବ୍ଲକ...

ଦେଶର ଅଧା ଜନସଂଖ୍ୟା ନୀରବ ହତ୍ୟାକାରୀ କୋଳରେ: ମହିଳାଙ୍କ କ୍ଷେତ୍ରରେ ଅଧିକ

ନୂଆଦିଲ୍ଲୀ,୧୮।୫: ଦେଶର ଅଧାରୁ ଅଧିକ ଜନସଂଖ୍ୟା ନୀରବ ହତ୍ୟାକାରୀ ସାଜିଥିବା ଡାଇବେଟିସ୍‌ ସମସ୍ୟାଗ୍ରସ୍ତ। ୧୯ରୁ ୪୯ ବର୍ଷ ବୟସ୍କଙ୍କଠାରେ ଏପରି ସମସ୍ୟା ଅଧିକ ଦେଖିବାକୁ ମିଳୁଛି।...

Advertisement
Archives

Model This Week