ଇରାନ ମହିଳାଙ୍କ ସପକ୍ଷରେ ବାହାରିଲେ ପ୍ରିୟଙ୍କା

ବଲିଉଡ ପରେ ହଲିଉଡରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗ୍ଲୋବାଲ ୟୁନିସେଫ (ୟୁନିସେଫ) ଗୁଡଓ୍ବିଲ ଆମ୍ବାସାଡାର ଅଛନ୍ତି। ଫିଲ୍ମ ବ୍ୟତୀତ ପ୍ରିୟଙ୍କା ଚୋପ୍ରା ମଧ୍ୟ ସାମାଜିକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରନ୍ତି। ବର୍ତ୍ତମାନ ପ୍ରିୟଙ୍କା ଇରାନ ମହିଳା ସମର୍ଥନରେ ବାହାରିଛନ୍ତି। ହିଜାବ ତଥା ମହିଳାଙ୍କ ପୋଷାକକୁ ବିରୋଧ କରି ଇରାନ ମହିଳାମାନେ ରାଜରାସ୍ତାକୁ ଓହ୍ଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେବେ ସାଗରିକା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା, କରୀନା କପୁରଙ୍କ ସମେତ ଆଉ ଜଣେ ଚର୍ଚ୍ଚିତ ଅଭିନେତ୍ରୀ ମା’ ହେବାକୁ ଯାଉଛନ୍ତି। ସେ ହେଲେ ‘ଚକ୍‌ ଦେ ଇଣ୍ଡିଆ’...

ପ୍ରିୟଙ୍କାଙ୍କ ଏହି ଗୁଣ ଦେଖି ପ୍ରେମରେ ପଡିଯାଇଥିଲେ ନିକ୍‌

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ୍‌ର ପପ୍‌ ଗାୟକ ନିକ ଜୋନସଙ୍କ ଯୋଡିକୁ ନେଇ ସବୁ ସମୟରେ କିଛି ନା କିଛି କଥା...

ମା’ଙ୍କ ମୃତ୍ୟୁରେ ଭାଙ୍ଗି ପଡିଲେ ଅକ୍ଷୟ

ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଛି। ବୁଧବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହି ଦୁଃଖଦ ଖବର ବିଷୟରେ ଅକ୍ଷୟ...

ଫିଲ୍ମ ଲାଇନ୍‌ ଛାଡ଼ି ଚାଷକାର୍ଯ୍ୟରେ ବ୍ୟସ୍ତ ଜୁହି

ସୁନ୍ଦର ଚେହେରା ଏବଂ ହସରେ କୋଟି କୋଟି ଦର୍ଶକଙ୍କ ମନ କିଣି ନେଇଥିବା ଅଭିନେତ୍ରୀ ଜୁହି ଚାଓ୍ବାଲା ଏବେ ଫିଲ୍ମ କରୁନାହାନ୍ତି ସତ ମାତ୍ର ସୋସିଆଲ...

ଅଲଗା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ସେଲିବ୍ରିଟି କପଲ୍‌ ! ଚର୍ଚ୍ଚାକୁ ନେଇ ଏପରି କହିଲେ…

ବମ୍ବେ: ସେଲିବ୍ରିଟିମାନଙ୍କ ଲଭ୍‌ଲାଇଫ୍‌ ହେଉ ଅଥବା ବିବାହ ସବୁକିଛିରେ ପ୍ରଶଂସକ ରୁଚି ରଖିଥାନ୍ତି। ଏପରିସ୍ଥିତିରେ ଗୁଜବ ଉଠିବା ସ୍ବାଭାବିକ। ସେଭଳି କିଛି ଘଟିଛି ଷ୍ଟାର ପ୍ଲସରେ...

ଆସିମ-ହିମାଂଶୀଙ୍କ ନୂଆ ମ୍ୟୁଜିକ୍‌ ଭିଡିଓର ପୋଷ୍ଟର ରିଲିଜ୍‌

ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ବିଗ୍‌ ବସ୍‌-୧୩’ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ ଆସିମ ରିୟାଜ ଏବଂ ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା। ଏହି ଯୋଡିଙ୍କୁ ମ୍ୟୁଜିକ...

ବିବାହ ପରେ ଅଭିନୟ ଛାଡ଼ିବାକୁ ଚାହୁଁଥିଲେ ଅନୁଷ୍କା: ଭାଇରାଲ ହେଉଛି ପୁରୁଣା ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲିଙ୍କ ସହ ତାଙ୍କର ଦାମ୍ପତ୍ୟ ଜୀବନକୁ ବହୁତ ଉପଭୋଗ କରୁଛନ୍ତି। ଏବେ ସେ ମା’ ହୋଇସାରିଛନ୍ତି। ଏହାରି...

୫୫ ହଜାରର ଲେହେଙ୍ଗା ପରେ ୩୭କୋଟି ଟଙ୍କାର ସୁନାର ପୋଷାକକୁ ନେଇ ଚର୍ଚ୍ଚାରେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ବିୟୁଟି ଉର୍ବଶୀ ରୌତେଲା ବେଳେ ବେଳେ ଏମିତି ଅନ୍ଦାଜରେ ଉଭା ହୋଇ ଥାଆନ୍ତି ଯେ ପ୍ରଶଂସକଙ୍କ ହୋସ୍ ଉଡାଇ ଦେଇଥାଆନ୍ତି । ନିକଟରେ...

Advertisement
Archives

Model This Week