ଇମ୍ରାନ୍‌ଙ୍କ ନୂଆ ହିରୋଇନ୍‌, ପ୍ରଥମ ଥର ନଜର ଆସିବେ ହିନ୍ଦୀ ଫିଲ୍ମରେ

ଇମ୍ରାନ ହାସ୍‌ମୀଙ୍କୁ ଫ୍ୟାନ୍‌ମାନେ ବହୁତ ମିସ୍‌ କରୁଛନ୍ତି। କାରଣ ସେ ତାଙ୍କର ଆଗାମୀ ଫିଲ୍ମ ‘ଦ ବଡି’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ ଯିଏ ଅଭିନୟ କରୁଛନ୍ତି, ସେହି ଅଭିନେତ୍ରୀ ୨୦ଟି ସାଉଥ୍‌ ଫିଲ୍ମରେ ଅଭିନୟ କରିସାରିଛନ୍ତି। ସେ ଆଉ କେହି ନୁହନ୍ତି, ବେଦିକା ହେଉଛନ୍ତି ଇମ୍ରାନଙ୍କ ହିରୋଇନ୍‌।

ଫିଲ୍ମ ‘ଦ ବଡି’ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି ବେଦିକା। ଏଥିରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ। ତାଙ୍କର ଏହା ହେଉଛି ପ୍ରଥମ ହିନ୍ଦୀ ଫିଲ୍ମ। ସାଉଥ୍‌ ଫିଲ୍ମରେ ବେଦିକା ଜଣାଶୁଣା ଅଭିନେତ୍ରୀ। ଏହା ପୂର୍ବରୁ ସେ ତାମିଲ୍‌, ମାଲାୟଲମ୍‌, କନ୍ନଡ ଏବଂ ତେଲ୍‌ଗୁ ଫିଲ୍ମରେ ଅଭିନୟ କରିସାରିଛନ୍ତି। ଫିଲ୍ମ ‘ଦ ବଡି’ରେ ଇମ୍ରାନ୍‌, ବେଦିକାଙ୍କ ବ୍ୟତୀତ ଋଷି କପୁର ମଧ୍ୟ ନଜର ଆସିବେ। ଫିଲ୍ମଟି ଡିସେମ୍ବର ୧୩ରେ ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବପ୍ନର କାର୍‌ କିଣିଲେ ଏହି ଅଭିନେତ୍ରୀ, ଦାମ୍‌ ଜାଣିଲେ…

ମୁମ୍ବାଇ: ପ୍ରସିଦ୍ଧ ଟେଲିଭିଜନ ଅଭିନେତ୍ରୀ ଅବନୀତ କୌର୍‌ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ବାସ୍ତବରେ ଏହି ଅଭିନେତ୍ରୀ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ୨୦ ବର୍ଷ...

ସଲ୍‌ମାନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ଜ୍ୟାକ୍‌ଲିନ, କହିଲେ ବିଶ୍ରାମ ନେବାକୁ ସମୟ ବାହାର କରନ୍ତୁ

ବମ୍ବେ: ବଲିଉଡ୍‌ର ବ୍ୟସ୍ତ ତାରକାମାନଙ୍କ ମଧ୍ୟରୁ ଅଭିନେତା ସଲ୍‌ମାନ ଖାଁ ଅନ୍ୟତମ। ଗୋଟିଏ ସମୟରେ ଏକାଧିକ କାମ କରୁଥିବା ଅବସ୍ଥାରେ ତାଙ୍କୁ ଦେଖିବାକୁ ମିଳେ। ସେ...

ହଲିଉଡ୍‌ର ପ୍ରସିଦ୍ଧ ଫିଲ୍ମ ମେକରଙ୍କ ଝିଅ ହେଲେ ପର୍ନ ଷ୍ଟାର!

ଓ୍ବାଶିଂଟନ: ହଲିଉଡ୍‌ର ପପୁଲାର ଫିଲ୍ମ ମେକର ଷ୍ଟିଭେନ ସ୍ପିଲବର୍ଗଙ୍କ ଝିଅ ମିକେଲାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଦ ସନ୍‌ର ରିପୋର୍ଟ ଅନୁଯାୟୀ,...

ରୋଷେଇ ଶିଖୁଛନ୍ତି ସୋନମ

ମୁମ୍ବାଇ: ବଲିଉଡ ନାୟିକା ସୋନମ କପୁର ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଏବେ ସେ ତାଙ୍କ ପ୍ରେଗ୍ନେସି ଟାଇମକୁ ଖୁବ୍ ଏନଜୟ କରୁଛନ୍ତି ।...

ମା’ ହେବାକୁ ଯାଉଥିବା ଖବର ମିଥ୍ୟା

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ କାଜୋଲ ମା’ ହେବାକୁ ଯାଉଛନ୍ତି। ସେ ନିଜର ତୃତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର...

ରିଲିଜ୍‌ ହେଲା ‘ଆର୍‌ଆର୍‌ଆର୍‌’: ୩ ହଜାରରୁ ଅଧିକ ସ୍କ୍ରିନ୍‌ରେ ଦେଖୁଛନ୍ତି ଦର୍ଶକ

ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍‌ଆର୍‌ଆର୍‌’ ଆଜି ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଯାଇଛି।କରୋନା କଟକଣା ଯୋଗୁ ପ୍ରାୟ ଦେଢ ବର୍ଷ ପରେ ରିଲିଜ୍‌ ହୋଇଛି...

ଗର୍ଭବତୀ ପରେ ନୁସରତଙ୍କ ଏପରି ଭିଡିଓ ହେଉଛି ଭାଇରାଲ

ପଶ୍ଚିମବଙ୍ଗରେ ଟିଏମ୍‌ସି ଏମ୍‌ପି ତଥା ଅଭିନେତ୍ରୀ ନୁସରତ ଜାହାଁ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ବର୍ତ୍ତମାନ ସେ ତାଙ୍କ ବିବାହ ଏବଂ ମା’ହେବା ଖବର ପାଇଁ...

ମର୍ଡର ମିଶନ ଅନ୍ତରାଳେ

‘ହଁ.. ହଁ.. ମୁଁ ଅବିନାଶ, ମୋର ଆରମ୍ଭ ନାହିଁ କି ନାହିଁ ଶେଷ। ମୁଁ ଖୁସି ଥିଲେ ବିନ୍‌ଦାସ ବିଗିଡି ଗଲେ ଖଲାସ..।’ ଏପରି ଏକ...

Advertisement
Archives

Model This Week