ଆସିଲା ଅକ୍ଷୟଙ୍କ ପ୍ରଥମ ମ୍ୟୁଜିକ୍‌ ଭିଡିଓ ‘ଫିଲ୍‌ହାଲ୍‌’ର ଝଲକ

ଖିଲାଡି ହିରୋ ଅକ୍ଷୟ କୁମାର ତାଙ୍କ ପ୍ରଥମ ମ୍ୟୁଜିକ୍‌ ଭିଡିଓ ‘ଫିଲ୍‌ହାଲ୍‌’ର ଟିଜର ଶେୟାର କରିଛନ୍ତି। ଏଥିରେ ତାଙ୍କୁ କ୍ରିତି ସେନନ୍‌ଙ୍କ ଭଉଣୀ ନୂପୁରଙ୍କ ସହ ଦେଖିବାକୁ ମିଳୁଛି। ଏହି ଭିଡିଓରେ ଗାୟକ ବି. ପ୍ରାକ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ‘ତେରା ମିଟ୍‌ଟି’ ଏବଂ ‘ଅଲ୍ଲହା ମାଲିକ ତୁ’ ପରେ ଏହା ଅକ୍ଷୟଙ୍କ ସହ ତାଙ୍କର ତୃତୀୟ ଗୀତ। ଏହି ଗୀତ ନଭେମ୍ବର ୯ରେ ରିଲିଜ୍‌ ହେବ। ଅକ୍ଷୟ-ନୂପୁରଙ୍କ ଏହି ରୋମାଣ୍ଟିକ୍‌ ଗୀତଟିକୁ ଲେଖିଛନ୍ତି ଜାନୀ। ଏହାର ଶୁଟିଂ ମୁମ୍ବାଇର ସେଣ୍ଟ ଜାଭିୟର କଲେଜରେ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ ଘରେ ବସି ବୋର୍‌ ହେଲେଣି ସୋନମ

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ସୋସିଆଲ ମିଡିଆ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ସବୁବେଳେ ସକ୍ରିୟ। ପ୍ରତିଦିନ ସେ କିଛି ନା କିଛି ଫଟୋ ଶେୟାର କରିଥାନ୍ତି। ଏବେ କିନ୍ତୁ...

ଏବେ ବି ମନେପଡ଼େ ଆକାଶବାଣୀ କଟକ: ରବି ରାୟ

ଲୋକମାନଙ୍କୁ ପଥପ୍ରାନ୍ତ ନାଟକ ଜରିଆରେ ସଚେତନ କରିବାର ଉଦ୍ଦେଶ୍ୟ ନେଇ ଅଶୀଦଶକରେ ସୃଷ୍ଟି ହୋଇଥିଲା ‘ଲୋକଶକ୍ତି ସଂଗଠନ’। ଏହି ସଂଗଠନର ପରିକଳ୍ପିତ ପିତା ଥିଲେ ରବୀନ୍ଦ୍ର...

ଅନୁଷ୍କାଙ୍କ ପାଇଁ କରଓ୍ବାଚୌଥ ବ୍ରତ ରଖିଲେ ବିରାଟ!

ମୁମ୍ବାଇ: ନିକଟରେ ପାଳନ କରାଯାଇଛି କରଓ୍ବାଚୌଥ ବ୍ରତ। ଏଥିରେ ସବୁ ବିବାହିତାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥିଲେ।...

ଧର୍ମ ନିର୍ବିଶେଷରେ ମାନବିକତାକୁ ସମ୍ମାନ ଦିଅନ୍ତି ଜାଭେଦ ଅଖତର

ଗୀତ ହେଉ କି ଗଜଲ, ଭ୍ରମଣ କାହାଣୀ, ଆଲୋଚନା, ସାକ୍ଷାତକାର ସବୁକ୍ଷେତ୍ରରେ ଜଣେ ପାରଙ୍ଗମ ସ୍ରଷ୍ଟା ହେଉଛନ୍ତି ଜାଭେଦ ଅଖତର। ହିନ୍ଦୀ ସିନେମା ଜଗତର ଆଦ୍ୟ...

ବଲିଉଡ୍‌ରେ ଡେବ୍ୟୁ ପାଇଁ ସଜ ହେଲେଣି ସାଉଥ୍‌ର ଏହି ହିଟ୍‌ ଅଭିନେତ୍ରୀ; ଅମିତାଭ-ସିର୍ଦ୍ଧାର୍ଥଙ୍କ ସହ ଆସିବେ ନଜର

ବମ୍ବେ: ଟଲିଉଡ୍‌ର ହିଟ୍‌ ନାୟିକା ରଶ୍ମିକା ମନ୍ଦାନା ବଲିଉଡ୍‌ରେ କରିବେ ଡେବ୍ୟୁ। ମହାନାୟକ ଅମିତାଭ ବଚ୍ଚନଙ୍କ ସହ ସେ ଫିଲ୍ମ ‘ଗୁଡ ବୟ’ରେ ନଜର ଆସିବେ।...

କୁକୁର ସହିତ ସ୍ନୁକର ଖେଳିଲେ ସୋନାକ୍ଷୀ: ଇନଷ୍ଟାଗ୍ରାମ୍‌ରେ ଭିଡ଼ିଓ ଭାଇରାଲ

ମୁମ୍ବାଇ: ଏବେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୧ ମିନିଟ୍‌ର ଏହି ଭିଡ଼ିଓରେ ସୋନାକ୍ଷୀ...

ହାସ୍ୟ ନାୟିକାରୁ ଯାତ୍ରା ଜଗତର ମୁଖ୍ୟ ନାୟିକା ଟିକିନା

ଜୀବନ ଯଦି ଗୋଟେ ଗତି ହୁଏ ତା’ହେଲେ କେହି ଜାଣେନା ସେ ଗତିର ଗତିପଥ କୁଆଡ଼େ? ଜୀବନ ତା’ ନିଜ ଇଚ୍ଛାରେ ଚାଲେ। ନିଜ ଇଚ୍ଛାରେ...

ହଲିଉଡ୍‌ରେ ଡେବ୍ୟୁ କରିବେ ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ପରେ ଏବେ ଆଲିଆ ଭଟ୍ଟ ମଧ୍ୟ ହଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। ବଲିଉଡ୍‌ରେ...

Seven Jackpot
Advertisement


Archives

Model This Week

Why Dharitri