Advertisement
Posted inଜାତୀୟ

ଆଶ୍ରମରୁ ୬ ଲକ୍ଷ ଟଙ୍କାର ଗହଣା ଚୋରି: ନ୍ୟାୟ ପାଇଁ ଓ୍ବେରଲେସ୍‌ ଟାଓ୍ବାରରେ ଚଢ଼ି ବସିଲେ ସାଧୁ ବାବା

ଜୟପୁର,୨୨।୧୦: ରାଜସ୍ଥାନ ସରଦାରସହର ଅଞ୍ଚଳରେ ଜଣେ ସାଧୁ ବାବା ନ୍ୟାୟ ପାଇଁ ଓ୍ବେରଲେସ୍‌ ଟାଓ୍ବାରରେ ଚଢ଼ି ବସିଥିବା ଘଟଣା ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ ଚୁରୁଠାରେ ଥିବା ସାଧୁ ବାବା ରାମନାଥଙ୍କ ଆଶ୍ରମରୁ ଗତ ଜୁଲାଇ ମାସରେ ୬ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଥିଲା। ଏନେଇ ସାଧୁ ବାବା ପୋଲିସ ଥାନାରେ ଏକ ମାମଲା ଦାଏର କରିଥିଲେ। ତେବେ ପ୍ରଶାସନର ଟାଳଟୁଳ ନୀତି ଯୋଗୁ ଏପର୍ଯ୍ୟନ୍ତ ଚୋର ଧରା ନ ପଡ଼ିବାରୁ ୪୫ ବର୍ଷ ବୟସ୍କ ସାଧୁ ବାବା କ୍ଷୋଭ ପ୍ରକାଶ କରି ଏଭଳି କରିଥିଲେ। ଟାଓ୍ବାର ତଳେ ଗାଁ ଲୋକେ ଜମା ହୋଇ ତଳକୁ ଓହ୍ଲାଇ ଆସିବାକୁ କହିଥିଲେ। ତେବେ ସାଧୁ ବାବା କୌଣସି କଥା ଶୁଣି ନ ଥିଲେ। ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଣ୍ଟାଏ କାଳ ବୁଝାସୁଝା କରିବା ସହିତ ଚୋରକୁ ଧରିବା ପାଇଁ ପ୍ରତିଶ୍ରୁତି ଦେବାପରେ ସାଧୁ ବାବା ଟାଓ୍ବାରରୁ ଓହ୍ଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୧ରେ ଡ୍ୟୁଟିରେ ୧୫୩ ଯବାନ କରିଛନ୍ତି ଆତ୍ମହତ୍ୟା, ୩ ବର୍ଷରେ ୯୫୦ ଶହୀଦ୍‌…

ନୂଆଦିଲ୍ଲୀ, ୧୬।୪ : ଦେଶରେ ଡ୍ୟୁଟିରେ ଯବାନଙ୍କ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ ପାଲଟିଛି। ଏହା ବ୍ୟତୀତ ଆତଙ୍କବାଦ ତଥା...

ଆଜି ଅପରାହ୍ନ ୨ଟାରେ ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଫଳାଫଳ

ନୂଆଦିଲ୍ଲୀ,୩୦।୭: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆଜି ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି। ଅପରାହ୍ନ ୨ ଟାରେ ଛାତ୍ରୀଛାତ୍ରମାନେ ସିବିଏସ୍‌ଇର...

ଟିଏମ୍‌ସିରେ ଆସାମ କଂଗ୍ରେସର ପୂର୍ବତନ ସଭାପତି

କୋଲକାତା,୧୮।୪ : ଆସାମ କଂଗ୍ରେସର ପୂର୍ବତନ ସଭାପତି ରିପୁନ୍‌ ବୋରା ଦଳ ଛାଡ଼ି ରବିବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗ ଦେଇଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷା...

ଜନଜାତି ସାମଗ୍ରୀର ନୂଆ ଠିକଣା ‘ଆଦିଶା’

ମାଣ୍ଡିଆ ଚୂନାରୁ ଆରମ୍ଭ କରି ଶାଳଫୁଲ ଚାଉଳ ପର୍ଯ୍ୟନ୍ତ କଳା ତୁଳସୀ ପାଉଡରରୁ ପାଳୁଅ ଚୂନା ପର୍ଯ୍ୟନ୍ତ ଓଡ଼ିଶାର ଆଦିମ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ...

ଶକ୍ତି ପରୀକ୍ଷା ପୂର୍ବରୁ ସିନ୍ଧେ ସରକାର ଦେବେ ଅଗ୍ନି ପରୀକ୍ଷା

ମୁମ୍ବାଇ,୩ ।୭: ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ପରେ ରବିବାର ହେବ ବିଧାନସଭା ଅଧ୍ୟକ୍ଷ ନିର୍ବାଚନ । ଏଥିପାଇଁ ଶିବସେନା ବିଧାୟକ ରାଜନ ସାଲଭି ଓ ଭାରତୀୟ...

ଜିଲାପାଳଙ୍କ ଗାଈ ଅସୁସ୍ଥ: ଚିକିତ୍ସା ପାଇଁ ୭ ଡାକ୍ତରଙ୍କୁ ନିର୍ଦ୍ଦେଶ

ଫତେହପୁର,୧୨।୬: ଉତ୍ତରପ୍ରେଦଶ ଫତେହପୁର ଜିଲାପାଳ ଅପୂର୍ବ ଦୁବେଙ୍କ ଗାଈ ଅସୁସ୍ଥ ହୋଇପଡିଛି। ଅସୁସ୍ଥ ଗାଈର ଯତ୍ନ ନେବା ପାଇଁ ଜିଲ୍ଲାପାଳ ୭ ଜଣ ସରକାରୀ ଡାକ୍ତରଙ୍କୁ...

ଭାଜପା ଟି-ଶାର୍ଟ ପିନ୍ଧି ଆମହତ୍ୟା କଲେ କୃଷକ

ବୁଲ୍‌ଧାନା,୧୪ା୧୦(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ଆଉ ସପ୍ତାହେ ବାକି ଥିବାବେଳେ ଶାସକ ଭାଜପା ପାଇଁ ଲଜ୍ଜାଜନକ ସ୍ଥିତି ଉପୁଜିଛି। ବୁଲଧାନା ଜିଲାର ଜଣେ ଚାଷୀ ଭାଜପାର...

ସରକାରୀ ନିଯୁକ୍ତିରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ

ଚଣ୍ଡିଗଡ଼, ୧୪।୧୦: ମହିଳା ସଶକ୍ତିକରଣ ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପଞ୍ଜାବର କଗ୍ରେସ ସରକାର। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ସରକାରୀ ଚାକିରିରେ...

Advertisement
Archives

Model This Week