Posted inଫୁରସତ

ଆଳୁ ଆକୃତି ହୋଟେଲ

ଯୁକ୍ତରାଷ୍ଟ୍ର ଆମେରିକାର ଇଡାହୋ ରାଜ୍ୟର ରାଜଧାନୀ ବୋଇସେଠାରେ ରହିଛି ଏଭଳି ଏକ ହୋଟେଲ, ଯାହା ହେଖିବାକୁ ଆଳୁ ଆକୃତିର। ଏହି ହୋଟେଲକୁ ଦେଖିଲେ ଲାଗେ ମାଟି ଉପରେ ଏକ ବଡ ଆଳୁ ରଖାଯାଇଛି । ୬ ଟନ୍‌ ଓଜନ ବିଶିଷ୍ଟ ଏହି ହୋଟେଲରେ ଯାତ୍ରୀମାନଙ୍କ ରହିବା ପାଇଁ ବ୍ୟବସ୍ଥା ରହିଛି । ୨୮ ଫୁଟ ଲମ୍ବ, ୧୨ ଫୁଟ ଓସାର ଏବଂ ୧୧.୫ ଫୁଟ ଉଚ୍ଚ ବିଶିଷ୍ଟ ଏହି ହୋଟେଲ ଷ୍ଟିଲ, ପ୍ଲାଷ୍ଟର ଏବଂ କଙ୍କ୍ରିଟରେ ନିର୍ମିତ ହୋଇଛି । ହୋଟେଲ ଭିତରେ ଏକ ବେଡ୍‌, ଦୁଇଟି ଚେୟାର, ଏକ ଶେଲ୍ଫ, ତା’ସହ ଏକ ଲାଉଞ୍ଜ, ବାଥ ଟବ୍‌, ଶୀତଦିନେ ଶୀତ ଦାଉରୁ ରକ୍ଷାପାଇବା ଲାଗି ଫାୟାର ପ୍ଲେସ୍‌ ମଧ୍ୟ ରହିଛି। ତେବେ ଦୁଇ ଜଣ ଯାତ୍ରୀ ରହିବା ଲାଗି ଉଦ୍ଦିଷ୍ଟ ଥିବା ଏହି ହୋଟେଲରେ ଗୋଟିଏ ରାତ୍ରିଯାପନ କରିବା ଲାଗି ୨୦୦ ଡଲାର ଦେବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରେ ଟାଟୁ କରି ଦୃଷ୍ଟିଶକ୍ତି ହରାଇଲେ ମଡେଲ

ଓ୍ବାର୍ସା,୪।୩: ଶରୀରରେ ଟାଟୁ କରିବା ବର୍ତ୍ତମାନ ଟ୍ରେଣ୍ଡ ପାଲଟିଥିବା ବେଳେ ଏବେ ଏହାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍‌ କାହିଁରେ କେତେ। ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ...

ରାମ କନ୍ଦମୂଳ

ଡ୍ରମ୍‌ ପରି ଦେଖାଯାଉଥିବା ଏହି ଜିନିଷଟି ପ୍ରକୃତରେ ଏକ ଖାଦ୍ୟ, ଯାହାର ନାଁ ରାମ କନ୍ଦମୂଳ। ସାଧାରଣତଃ କର୍ନାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ମହାରାଷ୍ଟ୍ରରେ ଏହା...

ଗୋବରରୁ ଉତ୍ପନ୍ନ ହେବ ବିଜୁଳି

ଗାଈ ଗୋବରର ଉପକାରିତା ବିଷୟରେ ବହୁତ ଶୁଣିଥିବେ। ବାୟୋଗ୍ୟାସ, ଗୋବର ଗ୍ୟାସ, ଖତ ଏବଂ ଗୋବରରୁ ଦୀପ ତିଆରି ହୋଇଥିବା ସମ୍ପର୍କରେ ବି ପୂର୍ବରୁ ଜାଣିଥିବେ।...

୩ ବର୍ଷ ପରେ ସ୍ବାମୀଙ୍କୁ ଭେଟିଲେ ସ୍ତ୍ରୀ, ପରେ ଯାହା ହେଲା ଜାଣିଲେ, ଆଖିରେ ଆସିଯିବ ଲୁହ

ଚାଇନାରୁ ଏମିତି ଏକ ଖବର ଆସିଛି, ଯାହା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ।  ଦୀର୍ଘ ତିନି ବର୍ଷର ଅପେକ୍ଷା ପରେ ଜଣେ ରୁଷିଆ ମହିଳା...

୩ ସ୍ବାମୀଙ୍କ ସହ ଗୋଟିଏ ଛାତ ତଳେ ରହୁଛନ୍ତି ମହିଳା, ଝିଅ ଫଟୋ ଶେୟାର କରି ଲେଖିଲେ…

ଜଣେ ଯୁବତୀ ନିଜ ପରିବାରର ଭିନ୍ନ ଏକ କାହାଣୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ରକିଲ ସୋୟକା ନାମକ ଜଣେ ୟୁଜର ଟିକ୍‌ଟକ୍‌ ଭିଡିଓରେ କହିଛନ୍ତି,...

ଦୁର୍ଘଟଣାରେ ଆହତ ହେଲେ ରିକ୍ସାଚାଳକ, ମୁଣ୍ଡରୁ ପଗଡି କାଢି ସହାୟତା କଲେ ଶିଖ୍‌ ବ୍ୟକ୍ତି

କୁହାଯାଏ ମାନବିକତାର କୌଣସି ଧର୍ମ ନ ଥାଏ। ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଜଣେ ଶିଖ୍‌ ବ୍ୟକ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ରିକ୍ସାଚାଳକଙ୍କ କ୍ଷତ ସ୍ଥାନରେ...

ପାଳଭୂତ…

ପାଳକୁଟାର ଶରୀରରେ ତା’ର ଚିରାଫଟା ପୋଷାକ। ମୁଣ୍ଡ ଭାବେ ଥାଏ ତା’ର ଏକ ମାଟିହାଣ୍ଡି ଅବା କଖାରୁ। ମଣିଷ ତାକୁ ନିଜର ପ୍ରତିରୂପ ଭାବେ ଗଢିଛି।...

୭ ଲକ୍ଷ ଟଙ୍କାରେ ଘର କିଣିଲେ ଏହି ବ୍ୟକ୍ତି, ଭିତରୁ ଯାହା ପାଇଲେ ରାତାରାତି ହେଲେ କୋଟିପତି

କୁହାଯାଏ, ଭଗବାନ ଯାହାକୁ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ଠିକ୍‌ ଏମିତି ଘଟଣା କାନାଡାର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି। ଏହି ବ୍ୟକ୍ତି ଜଣକ ୭...

Advertisement
Archives

Model This Week