Posted inଜାତୀୟ

ଆରମ୍ଭ ହେଲା ବଦ୍ରିନାଥ କବାଟ ବନ୍ଦ ପ୍ରକ୍ରିୟା

ଡେରାଡୁନ,୧୩।୧୧: ପଞ୍ଚ ପୂଜା ସହ ବଦ୍ରିନାଥ ଧାମର କବାଟ ବନ୍ଦ ହେବା ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହୋଇଛି। ଗଣେଶ ପୂଜାର୍ଚ୍ଚନା ସହ ସନ୍ଧ୍ୟାରେ ଗଣେଶ ମନ୍ଦିରର କବାଟ ବନ୍ଦ ହେବ ବୋଲି ଜଣାପଡ଼ିଛି। ଦ୍ୱିତୀୟ ଦିନରେ ଆଦି କେଦାରେଶ୍ୱରଙ୍କ କବାଟ ବନ୍ଦ ହେବ। ନଭେମ୍ବର ୧୫ରେ ଖଡଗ, ପୁସ୍ତକ ପୂଜା ସହ ବେଦ ସ୍ତୁତି ବନ୍ଦ ହେବ। ସେହିପରି ନଭେମ୍ବର ୧୬ରେ ମହାଲକ୍ଷ୍ମୀ ପୂଜା ଓ ୧୭ରେ ଶୀତ ଅବସର ପାଇଁ ବଦ୍ରିବିଶାଳଙ୍କୁ ଘୃତକମ୍ବଳରେ ଘୋଡିବା ସହ ସନ୍ଧ୍ୟା ୫ଟାରେ ବଦ୍ରିନାଥଙ୍କ କବାଟ ବନ୍ଦ କରାଯିବ। ଏନେଇ ବଦ୍ରିନାଥର ଟ୍ରଷ୍ଟର ଅଧିକାରୀ ଭୁବନଚନ୍ଦ୍ର ଉନିଆଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ସ୍କୁଲ ବସ୍‌, ୫ ଛାତ୍ର ଗୁରୁତର

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଶୁକ୍ରବାର ସକାଳୁ ଏକ ଅଭାନୀୟ ଘଟଣା ଘଟିଛି। ୩୫ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ସ୍କୁଲ ବସ୍‌ ଓଲଟି ପଡିଛି। ଫଳରେ ୫...

୧.୩୪ କୋଟି ଅତିକ୍ରମ କଲାଣି କରୋନା ଟିକାକରଣ

ନୂଆଦିଲ୍ଲୀ,୨୬ ।୨: କରୋନା ମହାମାରୀକୁ ଏଡାଇବା ପାଇଁ ଦେଶରେ ଆରମ୍ଭ କରାଯାଇଥିବା ଟିକାକରଣ ସଫଳତାର ସହ ଆଗେଇ ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର...

ବିଜୟ ଶୋଭାଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକ ଉଠିଲା

ନୂଆଦିଲ୍ଲୀ,୧୦।୩: ଦେଶର ୫ ରାଜ୍ୟରେ ବିଧାନସଭା ଲାଗି ଭୋଟଗଣତି ଜାରି ରହିଥିବା ବେଳେ ଭାରତୀୟ ନିର୍ବାଚନ କମିଶନ ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନାକୁ ନେଇ ନିର୍ବାଚନୀ...

ସର୍ଦ୍ଦାର ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ସମ୍ମାନ ଆରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୨୫।୯: ରାଷ୍ଟ୍ରର ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ପାଇଁ କେନ୍ଦ୍ର ସରକାର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ସମ୍ମାନର ଶୁଭାରମ୍ଭ କରିଛନ୍ତି।...

ସୁରକ୍ଷା କର୍ମୀ ମାଓବାଦୀ ମୁହାଁମୁହିଁ: ଲକ୍ଷେ ଟଙ୍କା ପୁରସ୍କାର ଘୋଷିତ ଥିବା ମାଓବାଦୀ ନିହତ

ରାୟପୁର,୨୩।୭: ଛତିଶଗଡ଼ ସୁକମାର ବିରାଭଟ୍ଟି ଜଙ୍ଗଲରୁ ଡିଆରଜି ଯବାନ ଜଣେ ମାଓବାଦୀଙ୍କ ମୃତଦେହ ଜବତ କରିଛନ୍ତି। ସେଠାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

ମହଙ୍ଗା ପଡ଼ିଲା ଅନ୍‌ଲାଇନ୍‌ ପାଠପଢ଼ା: ବାପାଙ୍କ ଆକାଉଣ୍ଟରୁ ୮ଲକ୍ଷ ଟଙ୍କା ଲୁଟ୍‌

ଅଜମଗଢ଼,୨୧।୫: କରୋନା ଲକ୍‌ଡାଉନ ଯୋଗୁ ଦେଶବ୍ୟାପି ସ୍କୁଲ ଓ କଲେଜ ବନ୍ଦ ରହିଛି। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ନିଷ୍ପତ୍ତି...

ଶାହିନ୍‌ବାଗ୍‌ରୁ ଟାଇମ୍‌ ପତ୍ରିକା: ପ୍ରଭାବଶାଳୀ ତାଲିକାରେ ବିଲ୍କିସ୍‌ ଦାଦୀ

ନୂଆଦିଲ୍ଲୀ, ୨୩।୯: ଟାଇମ୍‌ ମାଗାଜିନ୍‌ର ୨୦୨୦ର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ଜଣେ ୮୨ ବର୍ଷ ବୟସ୍କା ବୃଦ୍ଧା ବିଲ୍କିସ୍‌ ଦାଦୀ ରହିଛନ୍ତି। ସେ ନାଗରିକତ୍ୱ...

ବୈବାହିକ ଜୀବନରେ ସ୍ତ୍ରୀଙ୍କୁ ବଳାତ୍କାର ନେଇ ବିଚାରପତିଙ୍କ ମଧ୍ୟରେ ମତଭେଦ…

ନୂଆଦିଲ୍ଲୀ, ୧୧।୫ : ଦିଲ୍ଲୀ ହାଇକୋର୍ଟଙ୍କ ପତ୍ନୀଙ୍କ ସହ ବଳାତ୍କାରର ଅପରାଧୀକରଣ ପାଇଁ ଆବେଦନ ଉପରେ ଦୁଇ ଜଣିଆ ଖଣ୍ଡପୀଠ ପୃଥକ ପୃଥକ ରାୟ ଦେଇଛନ୍ତି।...

Advertisement
Archives

Model This Week