Posted inଜାତୀୟ

ଏଏପି ବିଧାୟକ ଗିରଫ

ନୂଆଦିଲ୍ଲୀ,୧।୧୧: ଆମ୍‌ ଆଦମୀ ପାର୍ଟି(ଏଏପି)ର ବିଧାୟକ ଅଖିଳେଶ ପତି ତ୍ରିପାଠୀଙ୍କୁ ଦିଲ୍ଲୀ ପୋଲିସ ଶୁକ୍ରବାର ଗିରଫ କରିଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଗୁରୁବାର ବିଧାୟକ ହାଜର ହୋଇ ନ ଥିବାରୁ ତାଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରଓ୍ବାନା ଜାରି କରିଥିଲେ। ଏହି ମାମଲାର ପରିବର୍ତ୍ତୀ ଶୁଣାଣି କୋର୍ଟ ଶୁକ୍ରବାର ନିର୍ଦ୍ଧାରିତ କରିଥିଲେ। ଶୁଣାଣି ପାଇଁ ଅଖିଳେଶ କୋର୍ଟରେ ହାଜର ହେବା କ୍ଷଣି ପୋଲିସ ତାଙ୍କୁ ଗିରଫ କରିଥିଲା। ଅପରପକ୍ଷରେ ବିଧାୟକଙ୍କ ଓକିଲ ଜାମିନ ପାଇଁ କୋର୍ଟରେ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ବିଧାୟକ ଅଖିଳେଶ ପତିଙ୍କ ବିରୋଧରେ ୨୦୧୩ରେ ଦଙ୍ଗା ଉସୁକାଇବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୂର୍ବରୁ ୨୦ଜଣଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମଲ ହାସନଙ୍କୁ ଝଟ୍‌କା

ଚେନ୍ନାଇ,୨୫।୧୨: ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନଙ୍କୁ ବଡ ଝଟ୍‌କା ଲାଗିଛି। ତାମିଲନାଡୁର ରାଜଧାନୀ ଚେନ୍ନାଇରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ପ୍ରକାଶ ଜାଭଡେକରଙ୍କ...

ଆଜି ଆସିପାରେ ଜ୍ଞାନବାପି ରାୟ

ବାରାଣସୀ,୨୪।୫:ବାରାଣସୀ ଜିଲା ଜଜ୍‌ ଜ୍ଞାନବାପି ମସ୍‌ଜିଦ ବିବାଦ ମାମଲାର ଶୁଣାଣି ସୋମବାର ଶେଷ କରିବା ସହ ରାୟ ସଂରକ୍ଷିତ ରଖିଛନ୍ତି। ମଙ୍ଗଳବାର ରାୟ ପ୍ରକାଶ ପାଇବା...

ଦିଲ୍ଲୀ ପୋଲିସ୍‌ର ୨ କନେଷ୍ଟବଳ: ରକ୍ତଦାନ କରିବା ତାଙ୍କର ନିଶା

ନୂଆଦିଲ୍ଲୀ,୧।୭: ରକ୍ତଦାନ ହେଉଛି ମହତ୍‌ ଦାନ। ଏନେଇ ଦେଶରେ ସଚେତନତା ଜାରି ରହିଛି। ତେବେ ଦିଲ୍ଲୀ ପୋଲିସ୍‌ର ୨ କନେଷ୍ଟବଳ ଦୀର୍ଘ ବର୍ଷ ଧରି ରକ୍ତଦାନ...

ତେଲେଙ୍ଗାନା ଗଣ ବଳାତ୍କାର ମାମଲା: ହାଇକୋର୍ଟରେ ଏନ୍‌କାଉଣ୍ଟରର ଶୁଣାଣି

ହାଇଦ୍ରାବାଦ,୯।୧୨: ତେଲେଙ୍ଗାନାର ଭେଟରିନାରୀ ମହିଳା ଡାକ୍ତର ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟରକୁ ନେଇ ସୋମବାର ତେଲେଙ୍ଗାନା ହାଇକୋର୍ଟରେ ଶୁଣାଣି...

ପ୍ରଥମ ଡୋଜ୍‌ କୋଭିଶିଲ୍ଡ,, ଦ୍ୱିତୀୟ ଡୋଜ୍‌ କୋଭାକ୍ସିନ୍‌ ନେଲେ ୨୦ ଗ୍ରାମବାସୀ: ହରଡ଼ଘଣାରେ ପ୍ରଶାସନ…

ଲକ୍ଷ୍ନୌ,୨୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଲୋକଙ୍କୁ କୋଭାକ୍ସିନ୍‌ ଅବା କୋଭିଶିଲ୍ଡର ପ୍ରଥମ ଏବଂ...

ଲୋକେ ପିଉଥିବା ମଦ ଉପରେ ଟିକସ ନେଇପାରିବେ ରାଜ୍ୟ ସରକାର

ନୂଆଦିଲ୍ଲୀ,୪।୩: କେବଳ ଲୋକେ ପିଉଥିବା ମଦ ଉପରେ ରାଜ୍ୟ ସରକାର ଅବକାରୀ ଶୁଳ୍କ ଲଗାଇପାରିବେ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଏଥିସହ ଓଡ଼ିଶା...

ସ୍ତ୍ରୀ ରୋଜଗାର କରୁଥିଲେ ବି ସ୍ବାମୀ ଦେବେ ଭରଣପୋଷଣ…

ନୂଆଦିଲ୍ଲୀ, ୨୩।୧୨: ରୋଜଗାର କରୁଥିବା ସ୍ତ୍ରୀଙ୍କୁ ମଧ୍ୟ ସ୍ବାମୀ ଭରଣପୋଷଣ ଦେବାକୁ ବାଧ୍ୟ। ଏହାକୁ ମନା କରିବା ଲାଗି ନ୍ୟାୟିକ ପୃଷ୍ଠଭୂମି ନାହିଁ ବୋଲି ଦିଲ୍ଳୀ...

୨ରୁ ଅଧିକ ସନ୍ତାନ ଥିବା ଦମ୍ପତିଙ୍କୁ ମିଳିବନି ସରକାରୀ ଚାକିରି

ଗୁଆହାଟୀ,୨୨।୧୦: ଏଣିକି ୨ରୁ ଅଧିକ ସନ୍ତାନ ଥିବା ଦମ୍ପତିଙ୍କୁ ସରକାରୀ ଚାକିରି ମିଳିବନି। ଆସାମ ସରକାର ୨୦୨୧ ଜାନୁୟାରୀ ୧ଠାରୁ ଏହି ନିୟମ ଲାଗୁ କରିବାକୁ...

Advertisement
Archives

Model This Week