ଆପଲ୍‌ ଆଣ୍ଡ ମେୟୋନିଜ୍‌ ସାଣ୍ଡ୍‌ଓ୍ବିଚ୍‌

ଆବଶ୍ୟକ ସାମଗ୍ରୀ:ଏକ କପ୍‌ ଗ୍ରୀନ୍‌ ଆପଲ୍‌, ବ୍ରେଡ୍‌ ସ୍ଲାଇସ୍‌ – ୬ ଟି, ୨ ବଡ଼ ଚାମଚ ବଟର, ୧ ଚାମଚ ମେୟୋନିଜ୍‌, ୧ ଚାମଚ ଲେମ୍ବୁରସ, ସ୍ବାଦ ଅନୁସାରେ ଲୁଣ, ଆବଶ୍ୟକତା ଅନୁଯାୟୀ ମଖନ୍‌।
ପ୍ରସ୍ତୁତି : ପ୍ରଥମେ ସେଓକୁ ପତଳା ପତଳା ସ୍ଲାଇସ୍‌ କରି କାଟନ୍ତୁ। ଏକ ବାଉଲରେ ସେଓ, ଲେମ୍ବୁରସ, ବଟର, ମେୟୋନିଜ୍‌ ଓ ଲୁଣର ମିଶ୍ରଣକୁ ଭଲଭାବେ ଗୋଳାନ୍ତୁ। ଗ୍ୟାସ୍‌ ଅନ୍‌ କରି ମିଡିୟମ ଆଞ୍ଚରେ ତାଓ୍ବା ଗରମ କରନ୍ତୁ। ମଖନ୍‌ ଲଗାଇ ବ୍ରେଡ୍‌କୁ ସେକନ୍ତୁ। ବ୍ରେଡ୍‌ ସ୍ଲାଇସ୍‌ ଉପରେ ମେୟୋନିଜ୍‌ ଢାଳନ୍ତୁ। ବ୍ରେଡ୍‌ର ଉପରିଭାଗରେ ସେଓ ଖଣ୍ଡ ରଖନ୍ତୁ। ଏହା ଉପରେ ଅନ୍ୟ ପାର୍ଶ୍ୱକୁ ଏଥିରେ କଭର କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଲ୍‌ ଆଣ୍ଡ ମେୟୋନିଜ୍‌ ସ୍ୟାଣ୍ଡ୍‌ଓ୍ବିଚ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ କି? ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ ଜିନିଷ; ବଢ଼ିଯିବ…

ଶରୀରରେ ଥାଇରକ୍ସିନ ନାମକ ହରମୋନ୍‌ କ୍ଷରଣ ଅନିୟମିତ ହେଲେ ଲୋକମାନେ ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ ହୁଅନ୍ତି। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ କାରଣରୁ ସବୁଠାରୁ ଅଧିକ...

ଶିଶୁଙ୍କୁ ବାହାରେ ଖେଳିବାକୁ ଛାଡନ୍ତୁ

ବର୍ତ୍ତମାନର କମ୍ପ୍ୟୁଟର ଯୁଗରେ ପିଲାଙ୍କ ପାଇଁ ଘରୁ ବାହାରି ପଡୋଶୀ ଶିଶୁଙ୍କ ସହ ଖେଳିବା ବହୁତ ଜରୁରୀ ହୋଇପଡ଼ିଛି। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଯେଉଁ...

ସ୍ବା ସ୍ଥ୍ୟ ସୂ ଚ ନା

ପ୍ରତିଦିନ ବ୍ରେକ୍‌ଫାଷ୍ଟ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରଭୋଜନ ଠିକ୍‌ ସମୟରେ ଖାଆନ୍ତୁ। ସବୁଜ ପନିପରିବାରୁ ପ୍ରସ୍ତୁତ ଖାଦ୍ୟ ଯେତେ ଅଧିକ ଖାଇବେ ସେତେ ଭଲ। କାରଣ...

ସୁସ୍ଥ ଶରୀର ଓ ଦୀର୍ଘାୟୁ ଅନ୍ତରାଳେ…

ପ୍ରତ୍ୟେକ ଦେଶର ନିଜସ୍ବ ପାରମ୍ପରିକ ମୌଳିକ ଚିକିତ୍ସା ବିଜ୍ଞାନ ରହିଛି। ସେହିପରି ଆମ ଦେଶର ପାରମ୍ପରିକ, ମୌଳିକ ତଥା ଶ୍ରେଷ୍ଠ ଚିକିତ୍ସା ବିଜ୍ଞାନ ଭାବେ ଆୟୁର୍ବେଦ...

ଏହି ପାଣିକୁ ସକାଳେ ପିଇଲେ କିଡ୍‌ନୀ ଷ୍ଟୋନ୍‌ରୁ ମିଳିବ ମୁକ୍ତି

ପଇଡ଼ ପାଣି ସ୍ବାସ୍ଥ୍ୟ ଲାଗି ଅନେକ ଉପକାରୀ। କେବଳ ସେତିକି ନୁହେଁ, ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ। ଏହା ରୋଗ ପ୍ରତିରୋଧ ଶକ୍ତିକୁ...

କେଶ କଳା କରିବାର ଘରୋଇ ଉପାୟ

ଆଜିକାଲି କେଶ ପାଚିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅସମୟରେ ବି କେଶ ପାଚି ଯାଉଛି। ତେବେ ଆପଣ ଚାହିଁଲେ ଏହି ସମସ୍ୟାକୁ ଘରୋଇ ଉପଚାର...

ଲେଖିବାବେଳେ ଶିଶୁ ପାଲଟି ଯାଏ

ପ୍ରାୟ ଚାରି ଦଶନ୍ଧି ଧରି ତାଙ୍କର କବିତା,ଗଳ୍ପ, ଭ୍ରମଣ କାହାଣୀ, ଜୀବନୀ, ଉପନ୍ୟାସ, ପ୍ରବନ୍ଧ, ରମ୍ୟ ରଚନା ସହ ଶିଶୁ ସାହିତ୍ୟ କ୍ଷେତ୍ରରେ ସେ ଖୁବ୍‌...

ରାଶି ଅନୁସାରେ ଭାଇଙ୍କୁ ବାନ୍ଧନ୍ତୁ ଏପରି ରଙ୍ଗର ରାଖୀ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ରାଖୀପୂର୍ଣ୍ଣିମା ଦିନ ଯଦି ଭଉଣୀଟିଏ ତା’ ଭାଇର ରାଶିକୁ ସୁହାଇଲା ଭଳି ଠିକ୍‌ ରଙ୍ଗର ରାଖୀ ଚୟନ କରି ହାତରେ ବାନ୍ଧିଦେଇ ଥାଏ,...

Advertisement
Archives

Model This Week