Posted inଜାତୀୟ

ଆଧାର ଭଳି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମିଳିବ ବ୍ୟକ୍ତିଗତ ପରିଚୟ ନମ୍ବର: ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ବ୍ଲୁପ୍ରିଣ୍ଟ୍‌ ଦାଖଲ

ନୂଆଦିଲ୍ଲୀ,୧୬।୫: ଦେଶର ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆଧାର ଭଳି ବ୍ୟକ୍ତିଗତ ପରିଚୟ ନମ୍ବର ପ୍ରଦାନ ପାଇଁ ସରକାର ଯୋଜନା କରିଛନ୍ତି। ଏ ସମ୍ପର୍କିତ ବ୍ଲୁପ୍ରିଣ୍ଟ୍‌ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଦାଖଲ କରାଯାଇଛି। ଏହି ପର୍ସନାଲ ହେଲଥ୍‌ ଆଇଡେଣ୍ଟିଫାୟାର ନମ୍ବର(ପିଏଚଆଇ) ଦ୍ୱାରା ରୋଗୀଙ୍କୁ ସେମାନଙ୍କର ଯାଞ୍ଚ୍‌ ରିପୋର୍ଟ ସାଙ୍ଗରେ ନେଇ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ। ପିଏଚ୍‌ଆଇ ଦ୍ୱାରା ରୋଗୀଙ୍କ ସମସ୍ତ ତଥ୍ୟ ଡାକ୍ତର ସହଜରେ ପାଇପାରିବେ। ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଫ୍‌ ଇଣ୍ଡିଆ(ୟୁଆଇଡିଏଆଇ)ର ପୂର୍ବତନ ଅଧ୍ୟକ୍ଷ ଜେ.ସତ୍ୟ ନାରାୟଣଙ୍କ ନେତୃତ୍ୱରେ ଗଠିତ ୧୪ ଜଣିଆ କମିଟି ଏହି ଯୋଜନାର ବ୍ଲୁପ୍ରିଣ୍ଟ୍‌ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଦାଖଲ କରିଛନ୍ତି। ଏନେଇ ଏକ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତି ଉପରେ ସ୍ବାସ୍ଥ୍ୟ ତଥା ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଶପଥ ନେଲେ ଫଡ୍‌ନବିସ ଏବଂ ଅଜିତ୍‌ ପାଓ୍ବାର

ନୂଆଦିଲ୍ଲୀ,୨୭।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟିବା ପରେ ବୁଧବାର ବିଧାନ ଭବନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଏବଂ ଅଜିତ୍‌ ପାଓ୍ବାର...

ହାଇକୋର୍ଟର ୨୪ ବିଚାରପତିଙ୍କ ବଦଳି ପାଇଁ କଲେଜିୟମ୍‌ର ସୁପାରିସ

ନୂଆଦିଲ୍ଲୀ,୧୩।୮(ପି.ଟି.): ଗୁଜରାଟ ହାଇକୋର୍ଟ ବିଚାରପତି ହେମନ୍ତ ଏମ୍‌. ପ୍ରଚ୍ଛକଙ୍କ ସମେତ ବିଭିନ୍ନ ହାଇକୋର୍ଟର ମୋଟ ୨୪ ଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍‌ କେନ୍ଦ୍ର...

ଚାଇନିଜ୍‌ ମାଞ୍ଜା ପକ୍ଷୀଙ୍କ ସ୍ବାଧୀନତାରେ ସାଜିଛି ବାଧକ, ୧୫ ଦିନରେ ୨୭୭ ଉଦ୍ଧାର, ୪୦୦ରୁ ଅଧିକଙ୍କର କଟିଛି ଡେଣା-ବେକ-ଗୋଡ଼…

ନୂଆଦିଲ୍ଲୀ, ୧୮।୮ : ଦେଶର ରାଜଧାନୀରେ ଚାଇନାର ମାଞ୍ଜ କେବଳ ମଣିଷଙ୍କୁ ନୁହେଁ, ବିଦେଶରୁ ଆସୁଥିବା ପକ୍ଷୀମାନଙ୍କର ମୃତ୍ୟୁର କାରଣ ପାଲଟିଛି। ସ୍ବାଧୀନତା ଦିବସରେ ଦିଲ୍ଲୀରେ...

କମୁନି ଲୋକପ୍ରିୟତା: ୧୩ଟି ଦେଶର ମୁଖ୍ୟଙ୍କୁ ପଛରେ ପକାଇ ବିଶ୍ୱର ସବୁଠୁ ପସନ୍ଦର ନେତା ହେଲେ ମୋଦି

ନୂଆଦିଲ୍ଲୀ,୧୮।୬: କରୋନା କାଳରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁନିଆର ସବୁଠାରୁ ଅଧିକ ଲୋକପ୍ରିୟ ନେତାଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି। ଆମେରିକାର ଡାଟା ଇଣ୍ଟେଲିଜେନ୍ସ...

ପିଏମ୍‌ କେୟାର୍ସ ଫଣ୍ଡ ନେଇ ଏକ ପୃଷ୍ଠାର ସତ୍ୟପାଠ ଦାଖଲ, ତାଗିଦ୍‌ କଲେ ହାଇକୋର୍ଟ…

ନୂଆଦିଲ୍ଲୀ, ୧୨।୭ : ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଭାରତର ସମ୍ବିଧାନର ଧାରା ୧୨ ଅନୁଯାୟୀ ପିଏମ୍‌ କେୟାର୍ସ ଫଣ୍ଡକୁ ଦ ଷ୍ଟେଟ୍‌ ଘୋଷଣା କରିବାକୁ ଏକ...

ପ୍ରବାସୀ ଶ୍ରମିକଙ୍କ ପାଇଁ ୬୮ ହଜାର ଟଙ୍କାର ବିମାନ ଟିକେଟ କଲେ କୃଷକ

ଅନେକ ବ୍ୟକ୍ତି ଅଛନ୍ତି ସେମାନେ ଅନ୍ୟର ସୁଖ ଦୁଃଖରେ ଭାଗୀଦାର ହୋଇଥାନ୍ତି। କୌଣସି ମଣିଷର ଅସୁବିଧା ଦେଖିଲେ ଏହି ବ୍ୟକ୍ତିମାନେ ଆଦୌ ରହିପାରନ୍ତି ନାହିଁ ।...

କ୍ଷମା ମାଗିଲେ କାନିମୋଝି

ଚେନ୍ନାଇ,୨୮ ।୧୦: ଡିଏମକେ ନେତା ସୈଦାଇ ସାଦିକ ତାମିଲନାଡୁ ବିଜେପିର ମହିଳା ନେତାଙ୍କୁ ନେଇ ଅପମାନଜନକ ଟିପ୍ପଣି କରିଥିଲେ । ଏହାପରେ ଗୁରୁବାର ୨୭ ଅକ୍ଟୋବରରେ...

କେନ୍ଦ୍ର, ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ, ୧୯।୮(ପି.ଟି.): ପେଗାସସ୍‌ ଗୁପ୍ତଚରଗିରି ଅଭିଯୋଗର ତଦନ୍ତ ପାଇଁ ପଶ୍ଚିମବଙ୍ଗ ସରକାର ତଦନ୍ତ କମିଶନ ଗଠନ କରିଥିବାରୁ ସୁପ୍ରିମକୋର୍ଟ ବୁଧବାର ଏନେଇ କେନ୍ଦ୍ର ଓ ଉକ୍ତ...

Advertisement
Archives

Model This Week