ଆଥିଆଙ୍କ ସହ ଡିନର୍‌ ଡେଟ୍‌ରେ କେ ଏଲ୍‌ ରାହୁଲ, ଫଟୋ ଭାଇରାଲ

ମୁମ୍ବାଇ: କ୍ରିକେଟର କେ ଏଲ୍‌ ରାହୁଲଙ୍କୁ ଡେଟ୍‌ କରୁଛନ୍ତି ଅଭିନେତ୍ରୀ ଆଥିଆ ସେଟ୍ଟୀ। ଉଭୟ ଏ ନେଇ ସର୍ବସମ୍ମୁଖରେ ସ୍ବିକାର କରୁ ନ ଥିଲେ ହେଁ ଉଭୟଙ୍କୁ ଏକତ୍ର ବୁଲିବାକୁ ନେଇ ଏପରି ଚର୍ଚ୍ଚା ଥମିବାର ନା ନେଉନାହିଁ। ଶୁକ୍ରବାର ରାତିରେ ମଧ୍ୟ ଉଭୟ ଡିନର୍‌ ଡେଟ୍‌ରେ ଯାଇଥିଲେ। ତାଙ୍କ ସହ ସୁରଜ ପଞ୍ଚୋଲିଙ୍କୁ ମଧ୍ୟ ଦେଖାଯାଇଥିଲା। ଏହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଯାହା ଶୁଣିବାକୁ ମିଳେ, ଆଥିଆଙ୍କ ବନ୍ଧୁ ଆକାକ୍ଷା ରଞ୍ଜନ କେ ଏଲ୍‌ ଏବଂ ଆଥିଆଙ୍କୁ ଭେଟାଇଥିଲେ। ଚଳିତ ବର୍ଷ ଫେବୃୟାରୀଠାରୁ ଉଭୟ ଡେଟ୍‌ କରିବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଥିୟାଙ୍କ ସହ ସମ୍ପର୍କକୁ ଅଫିସିଆଲ୍‌ କଲେ ଏହି କ୍ରିକେଟର୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଥିୟା ସେଟ୍ଟୀ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌। ନିକଟରେ ସେ ତାଙ୍କର ୨୯ ତମ ଜନ୍ମଦିନ ପାଳନ କରିଛନ୍ତି । ଦୀର୍ଘଦିନରୁ...

ଏହି ମିଷ୍ଟ୍ରି ଗର୍ଲଙ୍କ ପ୍ରେମରେ ମୁନାଓ୍ବାର ଫାରୁକି

ବମ୍ବେ: ଲକ୍‌ ଅପ୍‌ ଶୋ’ ଜିତିବା ପରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ମୁନାଓ୍ବାର ଫାରୁକି। ପ୍ରଥମେ ଶୋ’ର ସଫଳତାକୁ ନେଇ ଦିଆଯାଇଥିବା ପାର୍ଟିରେ...

ଚେସ୍‌ ପ୍ରିୟ କ୍ୟାଟ୍ରିନା

ଅଭିନେତ୍ରୀ ହେବା ପୂର୍ବରୁ କ୍ୟାଟ୍ରିନା ଚେସ୍‌ ଖେଳିବାକୁ ପସନ୍ଦ କରୁଥିଲେ। ଏପରି କି ଜଣେ ଭଲ ଚେସ୍‌ ଖେଳାଳି ଭାବରେ ସେ ଅନେକ ଥର ପୁରସ୍କୃତ...

ଡାକ୍ତର କହିଲେ ‘ପ୍ରାର୍ଥନା କରନ୍ତୁ’

ବମ୍ବେ: କୋକିଳକଣ୍ଠୀ ତଥା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନାରେ ଆକ୍ରାନ୍ତ ହୋଇ ଏବେ ଡାକ୍ତରଖାନାରେ। ଏବେ ବି ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଆଉ କିଛି...

ରିଲିଜ୍‌ ପୂର୍ବରୁ ଦରଘାରେ ଷ୍ଟାର୍‌କାଷ୍ଟ

ବଲିଉଡ୍‌ ଷ୍ଟାର୍‌ ଟାଇଗର ଶ୍ରଫ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ହେରୋପନ୍ଥି- ୨’ପାଇଁ ଖୁବ୍‌ ଚର୍ଚ୍ଚାରେ। ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ୨୯ରେ ରିଲିଜ୍‌ ହେବାକୁ...

ସୁନ୍ଦରୀ ହେବାକୁ କରିଥିଲେ ସର୍ଜରୀ, ହେଲେ ଜୀବନ ନେଲା…

ବମ୍ବେ: ଅଭିନେତା ତଥା ଅଭିନେତ୍ରୀମାନେ ନିଜର ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ନାନାଦି ଉପାୟ ଆପଣାଇଥାନ୍ତି। ସେଥିରୁ ଗୋଟିଏ ହେଲା ସର୍ଜରୀ। ଅନେକେ ସର୍ଜରି କରି...

ନିକ୍‌ଙ୍କ ପୂର୍ବରୁ ପିସିଙ୍କ ପ୍ରେମରେ ପଡ଼ିଥିଲେ ଏହି ଅଭିନେତା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ପିସି ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ସର୍ବଦା ଆଲୋଚନାରେ ରହିଥାନ୍ତି। ୨୦୧୮ରେ ପ୍ରିୟଙ୍କା...

କରୋନାକୁ ‘ଟିଚର ଅଫ୍‌ ଦ ଇୟର’ କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ୨୦୨୦ ବିଶ୍ୱ ପାଇଁ ଐତିହାସିକ ବର୍ଷ ପାଲଟିଛି। ଏହି ବର୍ଷ କରୋନା ମହାମାରୀ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଇଛି। ମାତ୍ର ବଲିଉଡ୍‌ର ଜଣେ ଆଗଧାଡ଼ିର...

Advertisement
Archives

Model This Week