Posted inଖେଳ

ଆଇପିଏଲ ୧୩: ଘୋଷଣା ହେଲା ଖେଳାଳି ନିଲାମୀ ତାରିଖ

ମୁମ୍ବାଇ,୧।୧୦: ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଖେଳାଳି ନିଲାମୀ ତାରିଖ ଘୋଷଣା କରାଯାଇଛି। ଆସନ୍ତା ଡିସେମ୍ବର ୧୯ରେ ଖେଳାଳି ନିଲାମୀ ପ୍ରକ୍ରିୟା କରାଯିବ। ସବୁଥର ବେଙ୍ଗାଲୁରୁରେ ନିଲାମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ଏଥର କୋଲକାତାରେ ଏହା ଅନୁଷ୍ଠିତ ହେବ। ଗତବର୍ଷ ୮ଟି ଟିମ୍‌ ନିଜର ୫ଜଣ ଖେଳାଳିଙ୍କୁ ପୂର୍ବପରି ଟିମ୍‌ରେ ରଖିବାକୁ ଅନୁମତି ଦିଆଯାଇଥିଲା। ଏଥର ମଧ୍ୟ ତାହା ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୨୦୧୯ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ପରାସ୍ତ କରି ମୁମ୍ବkାଇ ଇଣ୍ଡିଆନ୍ସ ଚାମ୍ପୟନ୍‌ ଆଖ୍ୟା ଅର୍ଜନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାଞ୍ଚେଷ୍ଟର ଟେଷ୍ଟ ଉପରେ କଳା ବାଦଲ

ମୁମ୍ବାଇ,୯।୯: ଜଣଙ୍କ ପରେ ଜଣେ ଭାରତୀୟ ଦଳର ସପୋର୍ଟ ଷ୍ଟାଫଙ୍କ ଆରଟିପିସିଆର୍‌ ରିପୋର୍ଟ ପଜିଟିଭ ଆସିଛି। ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ପରେ ଟିମ୍‌ ଇଣ୍ଡିଆର...

ବିଶ୍ୱ ଫୁଟଭଲି ଚାମ୍ପିୟନଶିପ୍‌: ରେଫରି ଦାୟିତ୍ୱ ତୁଲାଇବେ ଓଡ଼ିଶାର ସୁଜିତ

କଟକ ଅଫିସ,୧୪ା୯- ଚଳିତମାସ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ହେବାକୁ ଥିବା ବିଶ୍ୱ ଫୁଟଭଲି ଚାମ୍ପିୟନଶିପରେ ଓଡ଼ିଶାର ସୁଜିତ କୁମାର ପାତ୍ର ମ୍ୟାଚ୍‌...

ଅନ୍‌ଅଫିସିଆଲ ୩ୟ ଟେଷ୍ଟ ଡ୍ର’

ତରୌବା,୧୦।୮- ବାମହାତୀ ସ୍ପିନର ଶାହାବାଜ ନଦିମ ୫ ଉଇକେଟ ଅକ୍ତିଆର କରିିବା ସତ୍ତ୍ୱେ ଭାରତ ଏ’ ବିପକ୍ଷ ତୃତୀୟ ତଥା ଅନ୍ତିମ ଅନ୍‌ଅଫିସିଆଲ ଟେଷ୍ଟକୁ ଓ୍ବେଷ୍ଟଇଣ୍ଡିଜ...

ଗମ୍ଭିରଙ୍କ ସହ ବିବାଦ ଉପରେ ମୁହଁ ଖୋଲିଲେ ଅକ୍‌ମଲ

ନୂଆଦିଲ୍ଲୀ,୩୦।୧: ୨୦୧୦ ଏସିୟା କପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଗୌତମ ଗମ୍ଭିରଙ୍କ ସହ ମୁହଁା ମୁହଁା ହୋଇଥିଲେ ଉଇକେଟକିପର ବ୍ୟାଟର କମରାନ...

ଲକ୍ଷ୍ନୌର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ,୧୭ା୫: ଆଇପିଏଲ୍‌ର ୬୩ ତମ ମ୍ୟାଚରେ କୃନାଲ ପାଣ୍ଡ୍ୟା(୪୯) ଓ ମାର୍କସ୍‌ ଷ୍ଟୋଇନିସଙ୍କ ୮୯ ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୭୭ ରନ୍‌ ସ୍କୋର...

ଭାରତୀୟ ଖେଳାଳି ଦେଖିଲେ ଚନ୍ଦ୍ରୟାନ-୩ ଲ୍ୟାଣ୍ଡିଂ, ଭିଡିଓ ଶେୟାର କଲା ବିସିସିଆଇ

ଡବଲିନ,୨୩।୮: ଭାରତ-ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ତୃତୀୟ ମୁକାବିଲା ବୁଧବାର ଖେଳାଯିବ। ଜସପ୍ରିତ ବୁମ୍‌ରାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ସିରିଜରେ କ୍ଲିନ୍‌...

କାହିଁକି ରାଇନାଙ୍କ ଅବସରକୁ ଆନୁଷ୍ଠାନିକ ଭାବେ ଘୋଷଣା କରିନି ବିସିସିଆଇ

ନୂଆଦିଲ୍ଲୀ, ୧୬।୮: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ସୀମିତ ଓଭର କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ସୁରେଶ ରାଇନା ଭାରତର...

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌: ମାସ୍କ ପିନ୍ଧିଲେ ରେସଲର

ନୂଆଦିଲ୍ଲୀ, ୧୮ା୨ (ପି.ଟି.)-ଭାରତରେ କରୋନା ଭାଇରସର ବିପଦ ନାହିଁ। ଏହା ସତ୍ତ୍ୱେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ କେତେଜଣ ରେସଲର...

Advertisement
Archives

Model This Week