Posted inଜାତୀୟ

ଅରୁଣ ଜେଟଲୀ ଅସୁସ୍ଥ

ନୂଆଦିଲ୍ଲୀ,୯।୮: ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଦେଖିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏମ୍ସ ପହଞ୍ଚିଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ଏମ୍ସ ପହଞ୍ଚିଛନ୍ତି। ଦିନ ୧୨ଟାରୁ ସେ ଏମ୍ସରେ ଭର୍ତ୍ତି ହୋଇଥିବା ଜଣାପଡିଛି। ହୃଦଘାତ ସମସ୍ୟା ପାଇଁ ଏବେ ସେ ଅବଜରଭେଶନରେ ରହିଛନ୍ତି। ଏକ ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି। ସୂଚନାଯୋଗ୍ୟ, ଗତ ପ୍ରାୟ ୨ ବର୍ଷ ହେବ ଜେଟଲୀ ଅସୁସ୍ଥ ଥିବା ବେଳେ ତାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ସବୁକିଛି ଠିକ୍‌ ଅଛି ବୋଲି କହିପାରିବି ନାହିଁ’

ଚଣ୍ଡିଗଡ଼,୨।୯: ପଞ୍ଜାବ କଂଗ୍ରେସରେ ଏବେ ବି ସବୁ ଠିକ ଚାଲିନାହିଁ। ଦଳର ପଞ୍ଜାବର ଦାୟିତ୍ୱରେ ଥିବା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଏହା...

୧୯ ଦିନ ଧରି ନିଜାମୁଦ୍ଦିନ୍‌ ପାଲଟିଥିଲା କରୋନା ସଂକ୍ରମଣର କେନ୍ଦ୍ର !

ନୂଆଦିଲ୍ଲୀ,୧।୪: ନିଜାମୁଦ୍ଦିନ୍‌ର ତବଲିଗ୍‌ ଜମାତ୍‌ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ଜମାତ୍‌ ମାର୍ଚ୍ଚ ୧୬ରୁ ୨୪ ପର୍ଯ୍ୟନ୍ତ ହେବାର ଯୋଜନା ଥିଲା।...

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ: ଆକ୍ଟିଭ ହେଲା ଜି-୨୩ ଗ୍ରୁପ, ମନିଷ ତିୱାରୀ କରିପାରନ୍ତି ପ୍ରାର୍ଥିପତ୍ର ଦାଖଲ

ନୂଆଦିଲ୍ଲୀ,୩୦ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପୂର୍ବରୁ ଦଳ ମଧ୍ୟରେ ବହୁତ କିଛି ଘଟଣା ଘଟିବାରେ ଲାଗିଛି । ଗୋଟିଏ ପଟେ ରାଜସ୍ଥାନରେ ସଙ୍କଟ...

‘ଅଗ୍ନିପଥ’ ଯୋଜନା: ବୟସସୀମା ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରିବା ସହ କିଛି ସ୍ଥାନରେ ଆନ୍ଦୋଳନ ଏହାକୁ ନେଇ ଆନ୍ଦୋଳନ କରାଯାଉଛି। ତେବେ ବିରୋଧ ପରେ କେନ୍ଦ୍ର...

ଦେବେଗୌଡ଼ା, ଖାର୍ଗେ ରାଜ୍ୟ ସଭାକୁ ନିର୍ବାଚିତ

ବେଙ୍ଗାଲୁରୁ,୧୩ା୬(ଆଇଏଏନ୍‌ଏସ୍‌): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ସୁପ୍ରିମୋ ଏଚ୍‌.ଡି. ଦେବେଗୌଡ଼ା ଏବଂ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ନିର୍ଦ୍ୱନ୍ଦ୍ୱରେ ରାଜ୍ୟ...

ବୋମା ଗୁଜବରୁ ବିମାନ ଉଡ଼ାଣରେ ବିଳମ୍ବ

ନୂଆଦିଲ୍ଲୀ,୩୦।୯: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ଦୁଇଜଣ ଯାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ବିମାନରେ ବୋମା ଥିବା ଖବର ପ୍ରଚାରିତ ହୋଇଥିଲା। ଫଳରେ...

ପୋଲିସକୁ ଝଟକା, ଓକିଲଙ୍କ ଉପରେ ନିଆଯିବନି କାର୍ଯ୍ୟାନୁଷ୍ଠାନ: ହାଇକୋର୍ଟ

ନୂଆଦିଲ୍ଲୀ,୬।୧୧: ଦିଲ୍ଲୀରେ ପୋଲିସ ଓ ଓକିଲଙ୍କ ବିବାଦ ଥମିବାର ନାଁ ନେଉନି। ତିସ୍‌ ହଜାରୀ ହିଂସା ମାମଲାରେ ବୁଧବାର ହାଇକୋର୍ଟରୁ ପୋଲିସକୁ ଆଉ ଏକ ଝଟକା...

ପ୍ରଶାନ୍ତଙ୍କ ରାୟର ପୁନର୍ବିଚାର ହେଉ

ନୂଆଦିଲ୍ଲୀ, ୩୧।୮: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ପ୍ରତି ହୋଇଥିବା ରାୟର ପୁନର୍ବିଚାର ଲାଗି ଅନୁରୋଧ କରି ୧୨୨ ଜଣ ଆଇନ...

Advertisement
Archives

Model This Week