ଅମ୍ବାନୀଙ୍କ ପାର୍ଟିରେ ଐଶ୍ୱର୍ଯ୍ୟାଙ୍କୁ ଦେଖି ଏମିତି କହିଲେ ୟୁଜର

ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କୁ ମୁକେଶ ଅମ୍ବାନୀଙ୍କ ଘରେ ଏକ ପାର୍ଟିରେ ଦେଖିବାକୁ ମିଳିଛି। ତାଙ୍କ ସହିତ ଅଭିଷେକ ମଧ୍ୟ ଦେଖିବାକୁ ମିଳିଛି। ଐଶ୍ୱର୍ଯ୍ୟା ଏକ ଲାଲ୍‌ ରଙ୍ଗର ଅନାରକଲି ଡ୍ରେସ୍‌ ପିନ୍ଧି ଖୁବ୍‌ ସୁନ୍ଦର ଦିଶୁଥିଲେ। ତାଙ୍କ ଚେହେରା ଦେଖି ଲାଗୁଥିଲା ଯେମିତି ସେ ମାଆ ହେବାକୁ ଯାଉଛନ୍ତି। ଏହି ଫଟୋ ଦେଖି ୟୁଜରମାନେ ସୋସିଆଲ ମିଡିଆରେ କମେଣ୍ଟ କରିବାରେ ଲାଗିଛନ୍ତି। ଐଶ୍ୱର୍ଯ୍ୟା ଦ୍ୱିତୀୟ ଥର ମାଆ ହେବେ କି? ଆଉ ଜଣେ ୟୁଜର ଲେଖିଛନ୍ତି ଓଢ଼ଣୀ ଦ୍ୱାରା ସେ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏଥିରେ ଐଶ୍ୱର୍ଯ୍ୟାଙ୍କ ପରିବାର ପକ୍ଷରୁ କେହି କିଛି କହିନାହାନ୍ତି।

କିଛିଦିନ ତଳେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ଐଶ୍ୱର୍ଯ୍ୟାଙ୍କୁ ଗୋଆ ବିଚ୍‌ରେ ଛୁଟି ମନାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ଦେଖି ୟୁଜରମାନେ ମଧ୍ୟ କହିଥିଲେ ଯେ, ଐଶ୍ୱର୍ଯ୍ୟା ପୁଣି ଥରେ ମାଆ ହେବାକୁ ଯାଉଛନ୍ତି। କିନ୍ତୁ ଏନେଇ ଐଶ୍ୱର୍ଯ୍ୟାଙ୍କ ପରିବାର ପକ୍ଷରୁ କୌଣସି ସ୍ପଷ୍ଟ କଥା ଶୁଣିବାକୁ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତା ସାଇ ସୁରଜ

ସାଇ ସୁରଜ! ଏଇ ନଁାଟି ବେଶ୍‌ ଜଣାଶୁଣା ଓଡ଼ିଆ ଯାତ୍ରା ଦର୍ଶକଙ୍କ ପାଇଁ। ସମ୍ପ୍ରତି ଅପେରା ‘ସୂର୍ଯ୍ୟମନ୍ଦିର’ରେ ଅଭିନୟ ଜାରି ରଖିଥିବା ସୁରଜଙ୍କର ପିଲା ବେଳୁ...

୫୬ ବର୍ଷରେ ଗୋବିନ୍ଦା: ମାଙ୍କ ଜିଦ୍‌ ଯୋଗୁ ନୀଲମ୍‌ଙ୍କୁ ଛାଡ଼ି ସୁନୀତାଙ୍କୁ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଗୋବିନ୍ଦା ଶନିବାର ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୩ ଡିସେମ୍ବର ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୋବିନ୍ଦା...

ନାଗିନ୍‌ଙ୍କ ବ୍ରାଇଡ୍‌ ଲୁକ୍‌:ଫଟୋ ଶେୟାର କରି ଜିତିଲେ ପ୍ରଶଂସକଙ୍କ ହୃଦୟ

ଟିଭି ସିରିଏଲ ନାଗିନ୍‌-୪ରେ ନାଗିନ୍‌ ଭୂମିକାରେ ଅଭିନୟ କରୁଥିବା ନିଆ ଶର୍ମା ପ୍ରାୟତଃ ପ୍ରଶଂସକ ପାଇଁ ଫଟୋ ଶେୟାର କରିଥାନ୍ତି। ନିଆ ପୁଣି ଇନ୍‌ଷ୍ଟାଗ୍ରାମରେ ବ୍ରାଇଡ୍‌...

ଚରିତ ଦେଶାଇଙ୍କୁ ନେଇ କ’ଣ କହିଲେ ପରିଣିତି

ମୁମ୍ବାଇ: ବଲିଉଡ୍‌ ନାୟିକା ପରିଣିତି ଚୋପ୍ରା ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ପାଇଁ ଖୁବ୍‌ ବିଜି। ସାଇନା ନେହଓ୍ବୋଲଙ୍କ ବାୟୋପିକ୍‌ରେ କାମ କରୁଥିବାରୁ ସେ ଏହାକୁ...

ମାତ୍ର ୧୬ ବର୍ଷ ବୟସରେ ବଲିଉଡରେ ବୋଲ୍ଡ୍‌ ସିନ୍‌ ଦେଇଥିଲେ ଏହି ନାୟିକା

ମୁମ୍ବାଇ: ୮୦ ଦଶକରେ ବଲିଉଡ୍‌ ପରଦାରେ ବୋଲ୍ଡ ସିନ୍‌ କଥା କହିଲେ ବା ଶୁଣିଲେ ଟିକେ ଅଡୁଆ ଲାଗୁଥିଲା। ତଥାପି ସେ ସମୟରେ ମାତ୍ର ୧୬...

ୟାମିଙ୍କୁ ପସନ୍ଦ ଏମିତି ଜୀବନସାଥି

ମୁମ୍ବାଇ: ବଲିଉଡ୍‌ ବିୟୁଟି ୟାମି ଗୌତମ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ କଥା ହେଉଥିବା ବେଳେ ଏମିତି କିଛି କଥା କହିଛନ୍ତି ଯାହା ଏବେ...

ସୈଫ୍‌ଙ୍କ ଦ୍ୱିତୀୟ ବିବାହ ଦିନ ଝିଅ ସାରାଙ୍କୁ ଅମୃତା କ’ଣ ଗିଫ୍ଟ କରିଥିଲେ ଜାଣନ୍ତୁ

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ପିତା ସୈଫ୍‌ଙ୍କ ବିବାହ ଦିନ ମାଆ ଅମୃତା ତାଙ୍କୁ ଗିଫ୍ଟ କରିଥିଲେ ସବୁଠୁ ସୁନ୍ଦର ଲେହେଙ୍ଗା। ଏକଥା ସାରା ନିଜେ...

ଶାହରୁଖ୍‌ଙ୍କ ସ୍କେଚ୍‌ କଲେ ଅବରାମ: ଟୁଇଟରରେ ପ୍ରଶଂସା କଲେ କିଙ୍ଗ ଖାଁ

ମୁମ୍ବାଇ: ଶାହରୁଖ୍‌ ଖାଁଙ୍କ ପୁଅ ଅବରାମ ପିତାଙ୍କ ସ୍କେଚ୍‌ ଆଙ୍କିଛନ୍ତି। ଏହାକୁ ଦେଖି ଶାହରୁଖ୍‌ ଇମ୍ପ୍ରେସ୍‌ ହୋଇଯାଇଛନ୍ତି। ପୁଅର ସ୍କେଚ୍‌କୁ ଟୁଇଟରରେ ଶେୟାର କରିବା ସହିତ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *