ଅମିତାଭ୍‌ଙ୍କ ଦୀପାବଳି ପାର୍ଟିରେ ଐଶ୍ଚର୍ଯ୍ୟାଙ୍କ ମ୍ୟାନେଜରଙ୍କ ଲେହେଙ୍ଗାରେ ଲାଗିଲା ନିଆଁ : ବଞ୍ଚାଇଲେ ଶାହରୁଖ୍‌

ମୁମ୍ବାଇ,୩୦।୧୦: ଦୀପାବଳି ଅବସରରେ ବିଗ୍‌ ବି ଅମିତାଭ୍‌ ବଚ୍ଚନ ଏକ ବଡ଼ ଧରଣର ପାର୍ଟି ଦେଇଥିଲେ। ଏହି ପାର୍ଟିରେ ଏକ ଅଘଟଣ ଘଟିଥିଲା। ସମସ୍ତେ ବାଣଫୁଟାଇବାରେ ମସଗୁଲ୍‌ ଥିବାବେଳେ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ମ୍ୟାନେଜର ଅର୍ଚ୍ଚନା ସଦାନନ୍ଦଙ୍କ ଲେହେଙ୍ଗାରେ ନିଆଁ ଲାଗିଯାଇଥିଲା। ତେବେ ଏହା ଉପରେ କିଙ୍ଗ୍‌ ଖାଁ ଶାହରୁଖ୍‌ ଖାଁଙ୍କ ନଜର ପଡ଼ିଥିଲା। ସେ ଲେହେଙ୍ଗାରୁ ନିଆଁ ଲିଭାଇଥିଲେ। ଏବେ ଅର୍ଚ୍ଚନାଙ୍କୁ ଚିକିତ୍ସା ପାଇଁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୨ ବର୍ଷ ଧରି ବିଗ୍‌ ବିଙ୍କ ଘରେ ଦୀପାବଳି ଉତ୍ସବ ପାଳିତ ହେଉ ନ ଥିଲା। ତେବେ ଚଳିତ ବର୍ଷ ଏହି ପାର୍ଟିରେ ବହୁ ବଲିଉଡ୍‌ ସେଲିବ୍ରିଟି ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଲଗା ହେବେ ଆମିର-ସଞ୍ଜିଦା !

ବମ୍ବେ: ସୋସିଆଲ ମିଡିଆରେ ଅଭିନେତା ତଥା ଅଭିନେତ୍ରୀମାନଙ୍କର ଜୀବନ ଯେତିକି ରଙ୍ଗିନ ନଜର ଆସିଥାଏ, ବାସ୍ତବ ଜୀବନରେ କିନ୍ତୁ ତାହାର ଓଲଟା ଦେଖିବାକୁ ମିଳେ। ସେଭଳି...

ଛୋଟ ବିରାଟ-ଅନୁଷ୍କାଙ୍କ ଫଟୋ ସୋସିଆଲ ମିଡିଆରେ ହେଉଛି ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ନିଜର ପ୍ରେଗ୍‌ନେନ୍ସି ପିରିୟଡକୁ ଉପଭୋଗ କରୁଛନ୍ତି। ଏଥିସହ ସ୍ବାମୀ ବିରାଟ କୋହଲିଙ୍କ ସହ ଦୁବାଇରେ ସମୟ ବିତାଉଛନ୍ତି। ଏବେ...

କଙ୍ଗନାଙ୍କ ଉପରେ ରାଗିଗଲେ ସନ୍ନି ଲିଓନି! କହିଲେ ଏଭଳି କଥା

ବମ୍ବେ: ବଲିଉଡ୍‌ ବିରୋଧୀ ନିଜର ବକ୍ତବ୍ୟକୁ ନେଇ ଅଡ଼ୁଆରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ଏକ ସାକ୍ଷାତକାରରେ ଉର୍ମିଳା ମାତୋଣ୍ଡକରଙ୍କୁ ସେ ସପୋର୍ଟ ପର୍ନଷ୍ଟାର ବୋଲି କହିଥିଲେ।...

ବିକିନି ଶୁଟିଂ ଲାଗି ଚର୍ଚ୍ଚାକୁ ଆସିଥିଲେ ଏହି ଅଭିନେତ୍ରୀ, ଫଟୋଗ୍ରାଫର କହିଥିଲେ ଢାଙ୍କି ଦିଅ ଶରୀର

୬୦ ଦଶକରେ ହିନ୍ଦୀ ଅଭିନେତ୍ରୀମାନେ ପାରମ୍ପରିକ ପୋଷାକରେ ନଜରକୁ ଆସୁଥିଲେ। ମାତ୍ର ‘କଶ୍ମୀର କି କାଲୀ’ ଫିଲ୍ମରେ ବଲିଉଡ୍‌ରେ ଡେବ୍ୟୁ କରିଥିବା ଶର୍ମିଲା ଟାଗୋର ସେହି...

ଟାଇଗର ଶ୍ରଫ୍‌ଙ୍କ ନାମ କିପରି ଦିଆଗଲା କହିଲେ ଜ୍ୟାକି

ମୁମ୍ବାଇ: ବାଗି-୩ରେ ପିତା ଜ୍ୟାକି ଶ୍ରଫ୍‌ଙ୍କ ସହିତ ଟାଇଗର ଶ୍ରଫ୍‌ ଅଭିନୟ କରିଛନ୍ତି। ଏକ ସାକ୍ଷାତ୍‌କାରରେ ଟାଇଗରଙ୍କ ନାମ ଏଭଳି କିପରି ଦିଆଯାଇଥିଲା ସେ ନେଇ...

ଆଇଶାଙ୍କ ବିରୋଧରେ ଦେଶଦ୍ରୋହ

କୋଚି, ୧୨।୬: ଅଭିନେତ୍ରୀ ତଥା ମଡେଲ୍‌ ଆଇଶା ସୁଲତାନା ଏକ ଟିଭି ବିତର୍କରେ ଭାଗନେଇ ଲାକ୍ଷାଦ୍ୱୀପରେ କୋଭିଡ୍‌-୧୯ ସଂକ୍ରମଣ ନେଇ ମିଛ ଖବର ପ୍ରସାର କରିଥିବା...

ବିବାଦରେ ଫିଲ୍ମ ‘ଆର୍ଟିକଲ ୧୫’

ମୁମ୍ବାଇ: ଫିଲ୍ମ ‘ଆର୍ଟିକଲ ୧୫’ ବିବାଦ ଘେରକୁ ଚାଲିଆସିଛି। ଏହି ଫିଲ୍ମରେ ଜାତିଆଣ ଅଧାରରେ ସମାଜକୁ ବଣ୍ଟନ କରିବା ସହ ବ୍ରାହ୍ମଣମାନଙ୍କୁ ଅପମାନ କରାଯାଇଛି ବୋଲି...

ବିଗ୍‌ବସ୍‌ ପରେ ଏବେ ପରଦାରେ ‘ପାହିରା’ ଯୋଡ଼ି

ବମ୍ବେ: ଚର୍ଚ୍ଚାରେ ବିଗ୍‌ବସ୍‌ର ଆଉ ଏକ ଯୋଡ଼ି ‘ପାହିରା’। ଅଭିନେତା ପାରସ ଛାବଡା-ମାହିରା ଶର୍ମାଙ୍କ ଯୋଡ଼ି ଏବେ ପରଦାରେ ନଜରକୁ ଆସିବ। ଉଭୟଙ୍କ କିଛି ଫଟୋ...

Advertisement
Seven Jackpot


Archives

Model This Week