Posted inଜାତୀୟ

ଅପରେଶନ୍‌ ଅଲ୍‌ଆଉଟ୍‌: ହିଟ୍‌ ଲିଷ୍ଟ୍‌ରେ ୧୦ ଆତଙ୍କବାଦୀ

ଶ୍ରୀନଗର,୪।୬: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରାଇବା ପାଇଁ ନୂଆ ସରକାର ଆରମ୍ଭ କରିଛନ୍ତି ଯୋଜନା। ଏହି ମର୍ମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମଧ୍ୟ ହୋଇଛି। ଅପରେଶନ୍‌ ଅଲ୍‌ଆଉଟ୍‌ ଅନ୍ତର୍ଗତ ୧୦ ଆତଙ୍କବାଦୀଙ୍କ ହିଟ୍‌ ଲିଷ୍ଟ ପ୍ରସ୍ତୁତ କରାଯାଇଛି। ଲିଷ୍ଟ୍‌ରେ ବନ୍ଦିପୋରା ବାସିନ୍ଦା ରିୟାଜ ନାଇକୁ ଓରଫ ମହମ୍ମଦ ବିନ୍‌ କାସିମ୍‌ଙ୍କ ନାମ ରହିଛି। ସେ ୨୦୧୦ଠାରୁ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛନ୍ତି। ସେହିପରି ଏଥିରେ ଲଶ୍କର-ଇ-ତୋଏବାର ଶୋପିଆନ୍‌ ଜିଲା କମାଣ୍ଡର ବସିମ୍‌ ଅହମ୍ମଦ ଓରଫ ଓସାମାଙ୍କ ନାମ ରହିଛି। ସେହିପରି ଅନନ୍ତନାଗ ବାସିନ୍ଦା ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ମହମ୍ମଦ ଅଶରଫ ଖାଁ ଓରଫ ଅଶରଫ ମୌଲବୀଙ୍କ ନାମ ରହିଛି। ହିଟ୍‌ ଲିଷ୍ଟରେ ହିଜବୁଲ୍‌ ମୁଜାହିଦ୍ଦିନ୍‌ ବାରମୁଳା ଜିଲା କମାଣ୍ଡର ମେହରାଜୁଦ୍ଦିନ୍‌ଙ୍କ ନାମ ରହିଛି। ସେହିପରି ଏଥିରେ ଶ୍ରୀନରଗର ବାସିନ୍ଦ ହିଜ୍‌ବୁଲ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଡ. ଶୈଫୁଲା, ପୁଲଓ୍ବାମାର ଅଶରଦ୍‌ ଉଲ୍‌ ହକ୍‌ଙ୍କ ନାମ ରହିଛି। ସେହିପରି ପାକିସ୍ତାନର ବାଲାକୋଟରେ ତାଲିମ୍‌ ନେଇ ଭାରତ ଆସିଥିବା ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ଜାହିଦ୍‌ ଶେଖଙ୍କ ନାମ ଅଛି। ଏଥିରେ ଉତ୍ତର କଶ୍ମୀର ଅଲ୍‌ ବଦର ସଂଗଠନ ଭିଭିଜିନାଲ କମାଣ୍ଡର ଜାଭେଦ ମଟ୍ଟୁ ଏବଂ କୁପଓ୍ବାରାର ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଏଜାଜ୍‌ ମହମ୍ମଦ ମାଲିକ୍‌ଙ୍କ ନାମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ପରିବାରର ଜମ୍ମୁ-କଶ୍ମୀର ସହ ପୁରୁଣା ସମ୍ପର୍କ ରହିଛି, ଏଠାକୁ ଆସି ମୋତେ ଲାଗୁଛି ମୁଁ ଘରକୁ ଆସିଛି: ରାହୁଲ

ଜମ୍ମୁ,୧୦ ।୯: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇ ଦିବସୀୟ ଜମ୍ମୁ-କଶ୍ମୀର ଗସ୍ତରେ ଶୁକ୍ରବାର ଜମ୍ମୁରେ ପହଞ୍ଚିଛନ୍ତି । ସେଠାରେ ସେ ଦଳୀୟ ବୈଠକରେ...

କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁରୁ, ୪ା୧: କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା ଅସୁସ୍ଥ ହୋଇପଡିବାରୁ ତାଙ୍କୁ କର୍ନାଟକର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବିବାର ଚିତ୍ରାଦୁର୍ଗା ସହରରେ ସେ କାର୍‌ରେ ବସୁଥିବାବେଳେ...

ମୋଦିଙ୍କୁ ଭେଟିଲେ କେଜରିଓ୍ବାଲ

ନୂଆଦିଲ୍ଲୀ, ୨୧।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦ ଭବନରେ ଭେଟିଛନ୍ତି। ଏହି ଅବସରରେ ସେ ଗତ ଲୋକ ସଭା...

ଏଲ୍‌ଏସିରେ ଉତ୍ତେଜନା: ଟି-୯୦, ଟି-୭୨ ଟ୍ୟାଙ୍କ ମୁତୟନ

ଲେହ, ୨୭।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତ ପକ୍ଷରୁ ଚାଇନାକୁ କଡ଼ା ଜବାବ ଦେବାକୁ ଏଠାରେ ଟି-୯୦ ଏବଂ ଟି-୭୨...

ଲକ୍‌ଡାଉନ ଯୋଗୁ କ୍ଷତି ସହିଲେଣି ଘୋଡ଼ା ମାଲିକ

ଭୋପାଳ,୨୫।୫: ମଧ୍ୟପ୍ରଦେଶରେ ଅଧିକାଂଶ ସ୍ଥାନରେ ବିବାହ ପାଇଁ ଘୋଡ଼ାର ବ୍ୟବହାର କରାଯାଇଥାଏ। ଆଉ ଘୋଡ଼ାକୁ ଭଡାରେ ଲଗାଇ ଦି ପଇସା ରୋଜଗାର କରୁଥିବା ଘୋଡ଼ା ମାଲିକମାନେ...

୨୪ ଘଣ୍ଟାରେ ଗଲା ୮ ଜୀବନ: ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୩୦ା୩(ପି.ଟି.): ଲକ୍‌ଡାଉନ ସତ୍ତ୍ୱେ ଦିନକୁ ଦିନ ଅଧିକ ଭୟଙ୍କର ହେଉଛି କରୋନା। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କ ଜୀବନ ନେଲାଣି ଏହି...

ତ୍ରିରଙ୍ଗାକୁ ଘୋଡ଼ାଇ ଦେଲା ଭାଜପା ଦଳୀୟ ପତାକା

ନୂଆଦିଲ୍ଲୀ,୨୩।୮: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଶେଷ ଦର୍ଶନ ବେଳର ଏକ ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି। ଭେଟେରାନ ଭାଜପା...

ଘରୁ ୩୭ ଲକ୍ଷ ଟଙ୍କାର ସୁନା ଚୋରି କରି ଏହି କାମ କଲେ ୧୦ମ ଶ୍ରେଣୀ ଛାତ୍ରୀ

ଥିରୁଭାନନ୍ତପୁରମ୍‌,୮ା୯: କେରଳର ଥିରୁଭାନନ୍ତପୁରମରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଯେଉଁଠାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ନିଜ ଘରୁ ୩୭ ଲକ୍ଷ ଟଙ୍କାର ସୁନା ଚୋରି...

Advertisement
Archives

Model This Week