ଅନୁଗୋଳ ଆସିଥିଲେ ନିଜାମୁଦ୍ଦିନ ଫେରନ୍ତା : ଚିହ୍ନଟ ପରେ କ୍ୱାରାଣ୍ଟାଇନରେ ୧୨ ଜଣ

ଅନୁଗୋଳ ଅଫିସ୍, ୨ା୪- ଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ଯୋଗ ଦେଇଥିବା ମୁସଲିମ ସମ୍ପ୍ରଦାୟର ପ୍ରାୟ ୩ ଜଣ ଧର୍ମଗୁରୁ ଅନୁଗୋଳ ଆସିଥିବା ଜଣାପଡିଛି । ସେମାନେ ଶିମିଳିପଡାର ଜଣଙ୍କ ଘରେ ରହିବା ସହ ସ୍ଥାନୀୟ ମସଜିଦକୁ ମଧ୍ୟ ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହା ଜଣାପଡିବା ପରେ ସମ୍ପୃକ୍ତ ପରିବାରର ୫ ଜଣ ସଦସ୍ୟ ଏବଂ ମସଜିଦରେ ରହୁଥିବା ଶିଶୁଙ୍କ ସମେତ ୭ ଜଣଙ୍କୁ ଚିହ୍ନଟ କରାଯାଇଛି । ସମସ୍ତ ୧୨ ଜଣଙ୍କୁ ପ୍ରଶାସନ ପକ୍ଷରୁ ପୌରପାଳିକାର ବାଳିକା ଉଚ୍ଚ ବିଦ୍ୟାଳୟରେ ହୋଇଥିବା କ୍ୱାରାଣ୍ଟାଇନ ହୋମରେ ରଖଯାଇଛି । ଏପରିକି ଗତ ସପ୍ତାହରେ ସମ୍ପୃକ୍ତ ଧର୍ମଗୁରୁମାନେ ଅନୁଗୋଳରେ ରହିବା ପରେ ପଶ୍ଚିମବଙ୍ଗ ଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ଜଣଙ୍କୁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ପୁରସ୍କାର

ଭୁବନେଶ୍ୱର, ୧୪ା୧୨(ବ୍ୟୁରୋ): ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ (ୟାଟ୍‌ସ) ୨୦୧୯-୨୦ର ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ପଠାଣି ସାମନ୍ତ ପ୍ଲାନେଟାରିୟମରେ ଅନୁଷ୍ଠିତ ହୋଇଯାଇଛି।...

୨୨ରୁ ୨୬ ମଦ ବିକ୍ରି ବନ୍ଦ

ଭୁବନେଶ୍ୱର,୧୬ା୩(ବ୍ୟୁରୋ): ରାଜ୍ୟରେ ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୪ରେ ଭୋଟ ଗ୍ରହଣ ହେବ। ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ୫ ଦିନ ମଦ ବିକ୍ରି ବନ୍ଦ...

ବାରଙ୍ଗର ୪ ସରକାରୀ ଅଫିସକୁ ନାହିଁ ରାସ୍ତା

ନରାଜ,୨୫।୭(ଡି.ଏନ୍‌.ଏ.): ବାରଙ୍ଗ ବ୍ଲକ ଅନ୍ତର୍ଗତ ନରଣପୁରର ଇଟାଖାଲ ଭିତରେ ରହିଛି ରାଜ୍ୟ ସରକାରଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ଚାରୋଟି କାର୍ଯ୍ୟାଳୟ। ସେଗୁଡ଼ିିକ ହେଲା ଅଗ୍ନିଶମ କେନ୍ଦ୍ର, କୃଷି...

୧୫ ଯାଏ ହାଲୁକା ବର୍ଷା

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ମୌସୁମୀ ବାୟୁ ଦୁର୍ବଳ ରହିଛି। କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଆଦୌ ବର୍ଷା...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୨୦୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା...

ପୁଣି ନବୀନ ମ୍ୟାଜିକ୍‌

ଭୁବନେଶ୍ୱର,୯।୧୨(ବ୍ୟୁରୋ): ଗତ କିଛିଦିନ ଧରି ପଦ୍ମପୁର ଉପନିର୍ବାଚନକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ...

ଗ୍ରାମବାସୀଙ୍କ ଥାନା ଘେରାଓ, ଉତ୍ତେଜନା

ଲେଫ୍ରିପଡ଼ା,୧୦ା୮(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସୁଆରୀଯୋର ଗ୍ରାମରୁ ଜଣେ ଯୁବକଙ୍କୁ ସ୍ଥାନୀୟ ମଦବ୍ୟବସାୟୀ ଦମ୍ପତି ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଅପହୃତ...

ଭାଗ୍ୟକୁ ଆଦରି ରହିଛନ୍ତିି ୧୫ କିଡ଼ନୀ ରୋଗୀ

ରାୟଗଡ଼ା ଅଫିସ ,୧୪।୩ ରାୟଗଡ଼ା ସହରରେ ରହିଛି ଜିଲା ମୁଖ୍ୟ ଚିକିତ୍ସାଳୟ ା ରାୟଗଡ଼ା ଜିଲାରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ରୋଗୀ ଏଠାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା...

Advertisement
Archives

Model This Week