ଅନିଲଙ୍କୁ କାହିଁକି ୧୭ଥର ଚାପୁଡା ମାରିଥିଲେ ଜ୍ୟାକି

ମୁମ୍ବାଇ: ବଲିଉଡ୍‌ ନାୟକ ଅନିଲ କପୁରଙ୍କୁ ଜ୍ୟାକି ଶ୍ରଫ ୧୯୮୯ରେ ୧୭ ଥର ଚାପୁଡା ମାରିଥିଲେ। ହେଲେ କାହିଁକି ଏବେ ତା’ର ରାଜ୍‌ ଖୋଲିଛନ୍ତି ବଲିଉଡ୍‌ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା। ସେ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ବ୍ୟତୀତ ଅନୁରାଗ କଶ୍ୟପ, ଅନିଲ କପୁର ଓ ଜ୍ୟାକି ଶ୍ରଫ ନଜର ଆସିଛନ୍ତି। ଏଥିରେ ଅନିଲ-ଜ୍ୟାକି ବଲିଉଡ୍‌ ମୁଭି ‘ପରିନ୍ଦା’ ବିଷୟରେ କଥା ହେଉଛନ୍ତି। ଏହି ଭିଡିଓ ସହ ନିର୍ଦ୍ଦେଶକ ଚୋପ୍ରା ଲେଖିଛନ୍ତି କାହିଁକି ଅନିଲ ଜ୍ୟାକିଙ୍କଠାରୁ ୧୭ ଥର ଚାପୁଡା ଖାଇଥିଲେ। ତାଙ୍କ ମତ ଅନୁଯାୟୀ, ଅନିଲ ଏମିତି ଜଣେ କଳାକାର ସେ ସବୁବେଳେ ପରଫେକ୍ଟ ସିନ୍‌ ଦେବାକୁ ପସନ୍ଦ କରନ୍ତି। ୧୯୮୯ରେ ପରଦାକୁ ଆସିଥିବା ମୁଭି ‘ପରିନ୍ଦା’ରେ ଏକ ସିନ୍‌ ଥିଲା ଯେଉଁଥିରେ ଜ୍ୟାକି ନାୟକ ଅନିଲଙ୍କୁ ଚାପୁଡା ମାରିବାର ଥିଲା। ଯଦିଓ ଏହା ପ୍ରଥମ ଟେକ୍‌ରେ ଓକେ ହୋଇଥିଲା ହେଲେ ଏଥିରେ ଅନିଲ ସନ୍ତୁଷ୍ଟ ନ ଥିଲେ। ସେଥିପାଇଁ ସେ ପରଫେକ୍ଟ ରିଆକସନ୍‌ ପାଇଁ ଏହାକୁ ୧୭ ଥର ଟେକ୍‌ ନେଇଥିଲେ। ଫଳରେ ଜ୍ୟାକି ତାଙ୍କୁ ୧୭ ଥର ଚାପୁଡା ମରିଥିଲେ ବୋଲି ବିଧୁ ବିନୋଦ ଚୋପ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ତେଲଗୁ ନିର୍ଦ୍ଦେଶକଙ୍କ ସହ ଧମାଲ କରିବେ ସଲମାନ

ମୁମ୍ବାଇ: ଏବେ ବଲିଉଡର ଅଧିକାଂଶ ଫିଲ୍ମରେ ସାଉଥ୍ ଫିଲ୍ମର ରିମେକ ଦେଖିବାକୁ ପଡୁଛି । ଆଉ ବଲିଉଡ୍ ସେଲିବ୍ରିଟିମାନେ ଏବେ ସାଉଥ ଫିଲ୍ମରେ ଅଭିନୟ କରିବା...

ପୁଣିଥରେ ଚର୍ଚ୍ଚାରେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରାନାଓ୍ବତ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସହ ଶିଳତ ଯୁଦ୍ଧରେ ମାତିଛନ୍ତି...

ଅଟୋରୁ ଓହ୍ଲାଇ ମଲ୍‌ ଯିବା ଏହି ଅଭିନେତାଙ୍କ ପାଇଁ ଥିଲା କଷ୍ଟକର, ମହିଳା ପ୍ରଶଂସକମାନେ କରୁଥିଲେ ଏମିତି

ବଲିଉଡ୍‌ ଅଭିନେତା ତଥା ‘ତୁମ୍‌ ବିନ୍‌’ ଫିଲ୍ମ ହିରୋ ପ୍ରିୟାଂଶୁ ଚାଟାର୍ଜୀଙ୍କ ଆଜି ଜନ୍ମଦିନ। ଏହି ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି କଥା ।...

ରେକର୍ଡ ଭାଙ୍ଗିଲା ‘ପୋନ୍ନିୟନ ସେଲଭନ’: ୩ ଦିନରେ ୨୦୦ କୋଟିରୁ ଅଧିକ ଆୟ

ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ ଲାଗିରହିଛି। ଫିଲ୍ମଟି ରିଲିଜ୍‌...

ଅଷ୍ଟ୍ରେଲିଆରେ ଧୁମ୍‌ ମଚାଇଲା ‘କବିର ସିଂ’

ମୁମ୍ବାଇ: ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘କବିର ସିଂ’ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଏହାର ଜଲଓ୍ବା ଦେଖାଇଛି। ଅଷ୍ଟ୍ରେଲିଆରେ ଭାରତୀୟ ଫିଲ୍ମ ଭାବେ...

ବାପାଙ୍କୁ ନେଇ ଚିନ୍ତାରେ ଶାହିର

ବମ୍ବେ: ବାପାଙ୍କୁ ନେଇ ଚିନ୍ତାରେ ଅଛନ୍ତି ଟେଲି ଅଭିନେତା ଶାହିର ଶେଖ। କାରଣ ସେ କରୋନା ସଂକ୍ରମିତ ହୋଇ ଏବେ ଭେଣ୍ଟିଲେଟରରେ। ସ୍ବାସ୍ଥ୍ୟରେ ଅବନତି ହେତୁ...

ଟେନସନ୍‌ରେ ସାରା

ସୈଫ ତନୟା ସାରା ଅଲ୍ଲୀ ଖାଁ କୁଆଡେ ତାଙ୍କର ପାରିଶ୍ରମିକ ବଢ଼ାଇ ଦେଇଛନ୍ତି। ଏ ନେଇ ବଲିଉଡ୍‌ରେ ଜୋରସୋର ଆଲୋଚନା ଚାଲିଛି। ଯେତେବେଳେ ଏ ବିଷୟରେ...

ଲୁଚିଛପି ଗର୍ଲଫ୍ରେଣ୍ଡଙ୍କୁ ବାହାହେଲେ ବରୁଣ!

ମୁମ୍ବାଇ: ବଲିଉଡ୍‌ ନାୟକ ବରୁଣ ଧାୱନ ଲୁଚିଛପି ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଥିବା ଆଲୋଚନା ହେଉଛି। କିଛିଦିନ ହେବ ଏମାନଙ୍କ ବିବାହକୁ ନେଇ...

Advertisement
Archives

Model This Week