Posted inଜାତୀୟ

ଅଣ୍ଡା ଖାଇଲେ ଶିଶୁ ବଡ଼ ହୋଇ ହେବେ ନରଭକ୍ଷୀ: ବିବାଦୀୟ ମନ୍ତବ୍ୟ ଦେଲେ ଭାଜପା ନେତା

ଭୋପାଳ,୩୧।୧୦: ମଧ୍ୟପ୍ରଦେଶ ଭାଜପା ନେତା ଗୋପାଳ ଭାର୍ଗବଙ୍କ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ ଅଧିକ ସଂଖ୍ୟକ ଶିଶୁ କୁପୋଷଣର ଶିକାର ହେଉଥିବାରୁ ମୁଖ୍ୟମନ୍ତ୍ରୀ କମଳନାଥ ସରକାର ପ୍ରତି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଅଣ୍ଡା ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଏଭଳି ପ୍ରସ୍ତାବିତ ଯୋଜନାକୁ ବିରୋଧ କରି ଭାଜପା ନେତା ଗୋପାଳ ଭାର୍ଗବ କହିଛନ୍ତି ଯେ, ଶିଶୁ ଅଣ୍ଡା ଖାଇଲେ ବଡ଼ ହୋଇ ନରଭକ୍ଷୀ ପାଲଟି ଯିବେ। ଗୋପାଳଙ୍କ ଏହି ମନ୍ତବ୍ୟ ନେଇ ବିଭିନ୍ନ ବର୍ଗରୁ ଭିନ୍ନ ଭିନ୍ନ ମତପ୍ରକାଶ ପାଇଛି। ଅପରପକ୍ଷରେ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଅଣ୍ଡା ବଣ୍ଟନ ଦ୍ୱାରା ଶିଶୁଙ୍କୁ ଆବଶ୍ୟକ ପରିମାଣର ପ୍ରୋଟିନ୍‌ ମିଳିପାରିବ ବୋଲି ସରକାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ବିରୋଧରେ ଲାଗିବ ଏନ୍‌ଏସ୍‌ଏ, ମାତ୍ର ଦିଆଯିବନି ଏମ୍‌ଏସ୍‌ପି, ପ୍ରିୟଙ୍କାଙ୍କ କଟାକ୍ଷ…

ଲକ୍ଷ୍ନୌ,୧୯।୧୦: କଂଗ୍ରେସ ପକ୍ଷରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଏହି ମର୍ମରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟ୍‌...

ପ୍ରାଣଘାତି ହେଲା ଏଚ୩ଏନ୨ ଭାଇରସ: ଦେଶରେ ୨ ମୃତ, କେନ୍ଦ୍ର ସରକାର ଜାରି କଲେ ଆଡଭାଇଜରୀ

ନୂଆଦିଲ୍ଲୀ,୧୧ ।୩: ଦେଶରେ ଏଚ୩ଏନ୨ ଇନପ୍ଲୁଏଞ୍ଜା ସଂକ୍ରମଣ ପ୍ରାଣଘାତି ହୋଇଛି । ହରିୟାଣା ଓ କର୍ନାଟକରେ ଜଣେ ଜଣେ ରୋଗିଙ୍କ ମୃତ୍ୟୁ ହେଲାଣି । ଏବେ...

ପୁଲଓ୍ବାମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ଜଣେ ଆତଙ୍କବାଦୀ

ପୁଲଓ୍ବାମା,୬।୧୧: ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲାର ପାମ୍ପପୋରେରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ବେଳେ ଏହି ଏନ୍‌କାଉଣ୍ଟରେ ଜଣେ...

ନାବାଳିକା ବଳାତ୍କାର ମାମଲାକୁ ନେଇ ଗୋଆ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ

ପଣଜି,୨୯ ।୭: ଗୋଆରେ ନିକଟରେ ୨ ନାବାଳିକାଙ୍କ ବଳାତ୍କାର ଘଟଣା ଚର୍ଚ୍ଚାକୁ ଆସିଥିଲା । ଏହି ଘଟଣାର ନିନ୍ଦା ମଧ୍ୟ କରାଯାଇଥିଲା । ଏବେ ଏହାକୁ...

ଦିନ ମଜୁରିଆଙ୍କୁ ୧୪ କୋଟିର ଆୟକର ନୋଟିସ

ପାଟନା,୨୨।୧୨: ଦିନକୁ ୪୦୦ ଟଙ୍କା ଆୟ କରୁଥିବା ଜଣେ ଶ୍ରମିକଙ୍କୁ କମ୍ପାନୀ ଚଳାଉଥିବା ଦର୍ଶାଇ ୧୪ କୋଟି ଟଙ୍କାର ଆୟକର ନୋଟିସ ଆସିଛି। ବିହାରର ରୋହତସ...

ମହାରାଷ୍ଟ୍ରରେ ଭୂକମ୍ପ ଝଟକା

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ରର ନାସିକ ଅଞ୍ଚଳରେ ବୁଧବାର ସକାଳ ୪.୪ ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ଭୂକମ୍ପର...

ଭାରତୀୟ ଶାସ୍ତ୍ରୀୟ କଳାର ପ୍ରଶଂସା କଲା ବ୍ରିଟେନ! ଭାରତୀୟ ମୂଳ ବାସିନ୍ଦାଙ୍କୁ ସମ୍ମାନୀତ କଲେ କିଙ୍ଗ ଚାର୍ଲସ

ଲଣ୍ଡନ,୨୮।୪: ବ୍ରିଟେନର ରାଜା କିଙ୍ଗସ ଚାର୍ଲସ ଭାରତୀୟ ମୂଳ ବାସିନ୍ଦା ଡା. ଏମ.ଏନ. ନନ୍ଦକୁମାରଙ୍କୁ ଅର୍ଡର ଅଫ ଦ ବ୍ରିଟିଶ ଏମ୍ପାୟାର(ଏମବିଇ)ର ଆଓ୍ବାର୍ଡରେ ସମ୍ମାନୀତ କରିଛନ୍ତି। ...

ଏହା ପ୍ରତିଶୋଧର ରାଜନୀତି ନୁହେଁ, ଆମେ କେବଳ ନ୍ୟାୟ ଚାହୁଁଛୁ: ଶିବକୁମାର

ବେଙ୍ଗାଲୁରୁ,୨୮।୮: କରୋନା ସମୟରେ ଭାଜପା ସରକାର ସମୟରେ ଡାକ୍ତରଖାନାରେ ହୋଇଥିବା ଅନିୟମିତତା ଘଟଣାର ଯାଞ୍ଚ କରିବେ କର୍ନାଟକ ସରକାର। କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି...

Advertisement
Archives

Model This Week