କୁଅାଲାଲମ୍ପୁର, ୧ା୮ (ପି.ଟି.)-ଓଡ଼ିଶାର ପ୍ୟାରି ଖାଖାଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ଫୁଟବଲ ଦଳ ଏଠାରେ ସୋମବାର ଅନୁଷ୍ଠିତ  ମାଲେସିଅା ବିପକ୍ଷ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ୨-୦ ଗୋଲ୍ରେ ବିଜୟୀ ହୋଇଛି ସ୍ଥାନୀୟ ଏମପି ସେଲାୟାଙ୍ଗ ଷ୍ଟାଡିୟମରେ ଖେଳାଯାଇଥତ୍ବା ଏହି ମ୍ୟାଚର ପ୍ରଥମାର୍ଦ୍ଧ ଖେଳ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥତ୍ଲା  ବଦଳ ଖେଳାଳି ଭାବେ ଅାସି ପ୍ୟାରୀ ୭୯ତମ ଓ ୮୬ତମ ମିନିଟ୍ରେ  ଗୋଲ ସ୍କୋର କରି ଭାରତକୁ ମ୍ୟାଚରେ ବିଜୟୀ କରାଇଥତ୍ଲେ ଦ୍ୱିତୀୟାର୍ଦ୍ଧର କିଛିକ୍ଷଣକୁ ବାଦ୍ ଦେଲେ ଭାରତ ମ୍ୟାଚରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିଥତ୍ଲା ମାଲେସିଅା ଦଳ ରକ୍ଷଣାତ୍ମକ ଖେଳିବାକୁ ବାଧ୍ୟ ହୋଇଥତ୍ଲା ଖେଳର ୨୪ତମ ମିନିଟ୍ରେ କମଳା ଦେବୀ ଏବଂ୨୭ତମ ମିନିଟ୍ରେ ପ୍ରମେଶ୍ୱରୀ ଦେବୀ ଭାରତ ପାଇଁ ଗୋଲ ଦେବାର ସୁଯୋଗ ସୃଷ୍ଟି  କରିଥତ୍ଲେ  ୮୩ତମ ମିନିଟ୍ରେ ଅଧତ୍ନାୟିକା ବାଲାଦେବୀଙ୍କ ଏକ କିକ୍ ଗୋଲପୋଷ୍ଟରେ ରିବାଉଣ୍ଡ ହୋଇ ଫେରିଯାଇଥତ୍ଲା

"/>

ପ୍ୟାରୀ ଖାଖାଙ୍କ ଡବଲ ଗୋଲ,ଭାରତ ବିଜୟୀ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri