ସମାଜ ଲାଗି ଉଦାହରନ୍‌ ପାଲଟିଛନ୍‌ ଅଜିତ

ଭବାନୀପାଟଣା,୧୫।୧୦(ଡି.ଏନ୍‌.ଏ.)-
କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଶିବ ମନ୍ଦିର ପଡ଼ାର ଅଜିତ କଟ୍ଟା। ସେ ନିହାତି ଗରିବ୍‌, ପେସାରେ ଝନେ ସାଇକେଲ ମେକାନିକ୍‌। ହେଲେ ହୁରୁଦ୍‌ ତାକର ବିଶାଲ୍‌। ସେ ଅନେକ ଗରିବ୍‌ଦୁଖିକୁ ସାହାଯ୍‌ କରି ନିଜେ ମାନ୍‌ସିକ ଶିଅଁାତି ପାଏବାର ସଂଗେ ସମାଜ ଲାଗି ଗୁଟେ ଉଦାହରନ୍‌ ସୁରୁଷ୍‌ଟି କରିଛନ୍‌।
ସୂଚନା ଅନ୍‌ସାରେ ଭବାନୀପାଟଣା ସଦର ଶିବ ମନ୍ଦିର ପଡ଼ାର ଅଜିତ କଟ୍ଟାକଁର ପରିବାର କହେଲେ ମାଏକିନା ଭୂମିସୂତା ଆର ଦୁଇ ପୁଓଝି’କେ ନେଇ ତାକର ସୁଖର ସଁସାର। ପରିବାରଟା ନିହାତି ଗରିବ୍‌, ଗୁଟେ ଝୁପ୍‌ଡ଼ି ଘରେ ରହୁଛନ୍‌। ସେନ୍‌ତା ଅଜିତ ଭବାନୀପାଟଣା ଜଗନ୍ନାଥ ମନ୍ଦିର ରୋଡ଼ରେ ଗୁଟେ ଛୁଟିଆ ସାଇକେଲ ମରାମତି ଦୁକାନ ଦେଇଛନ୍‌। ଦୁକାନରୁ ସେ ଯାହା ରୁଜଗାର କରୁଛନ୍‌ ସେଥ୍‌ରେ ତାକର ପରିବାର ଚଲବାର ସଂଗେ ଫିଦିନ କିଛି ଟଁକା ସଁଚୁଛନ୍‌। ସଁଚ୍‌ଲା ଟଁକାକେ ଅଜିତ ହପ୍‌ତାକ ଥରେ ଗରିବ୍‌ ଦୁଖିକର ସେବା କାଯ୍‌ରେ ଲଗଉଛନ୍‌। ଇ ସେବା କାଯ୍‌ ସେ ମାସେ କି ଦୁଇମାସ ନୁହେ ଗଲା ୨ ବଛର ହେଲା କରିଆସୁଛନ୍‌। ହପ୍‌ତାକ ଥରେ ସେ ଭିକାରିମାନକୁ ଖାଏବାକେ ଦେଇ ମାନ୍‌ସିକ ଶିଅଁାତି ପାଉଥିବାର କହିଛନ୍‌। ଫିଦିନ ସଖାଲୁ ଦୁକାନ ଖୁଲି ସାଇକେଲ ମରାମତି କରୁଛନ୍‌। ମରାମତିକେ ନେଇ କାହାରି ସଂଗେ ମୁଲ୍‌ଚାଲ କି ରେଁଝେଁ ନାଇଁକରନ୍‌, ଯେ ଯାହା ଦେଲା ଖୁସିରେ ରଖୁଛନ୍‌। ଅଲପ୍‌ ଆଏରେ ବି ତାକର ପରିବାର ହସ୍‌ଖୁସିରେ ଚଲୁଛେ। ଇ ସେବା କାଯ୍‌ ବାବ୍‌ଦେ ଅଜିତକୁଁ ପଚରାଲାରୁ ଆଗିଅଁା ମୁଇଁ ଝନେ ନିହାତି ଗରିବ୍‌ ପରିବାରର ପିଲା। ଛୁଆଦିନୁ ଅଭାବ୍‌ ଅନାଟନ ଭିତରେ ବଢ଼ିଛେଁ। ଗରିବୀକେ ବହୁତ୍‌ ପାସୁ ଦେଖିଛେଁ। ଭୁଖ୍‌ କାଣା ଯେ ନିଜେ ଅନୁଭବ କରିଛେଁ। ସେଥିରଲାଗି ମୁଇଁ ଯେତେ ଦୂର ସମ୍‌ଭବ ଇ ଗରିବ୍‌ଦୁଖି ଭିଖାରିମାନକୁ ହପ୍‌ତାକ ଥରେ ଖାଏବାକେ ଦେଉଛେଁ। ସେମାନକୁ ଖୁସିରେ ଖାଏବାର ଦେଖି ମୋର ହୁରୁଦ୍‌ ଶିତଲ ପଡ଼ିଯାଏସି। ଇ କାଯ୍‌ରେ ମୋତେ ମାନ୍‌ସିକ ଶିଅଁାତି ମିଲୁଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri