Posted inଜାତୀୟ

ମେଣ୍ଟ ସରକାରର ସିଏମ୍‌ପି:କୃଷି ଋଣଛାଡ଼କୁ ଗୁରୁତ୍ୱ

ମୁମ୍ବାଇ, ୨୯।୧୧:ମହାରାଷ୍ଟ୍ରରେ ନବଗଠିତ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ରାଜ୍ୟରେ କୃଷକ ସମସ୍ୟାର ସମାଧାନ ଓ ସେମାନଙ୍କ ଋଣଛାଡ଼ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିସହ ସ୍ଥାନୀୟ ଯୁବତୀଯୁବକଙ୍କ ଲାଗି ୮୦ ପ୍ରତିଶତ କର୍ମନିଯୁକ୍ତି ସୁବିଧା ଯୋଗାଇ ଦେବାକୁ ମହାରାଷ୍ଟ୍ର ବିକାଶ ଅଘାଡ଼ି ପକ୍ଷରୁ ଘୋଷଣା କରାଯାଇଛି। ଏନ୍‌ସିପି ନେତା ଜୟନ୍ତ ପାଟିଲ ଓ ନଓ୍ବାବ ମଲିକଙ୍କ ସହ ଶିବସେନା ନେତା ଏକ୍‌ନାଥ ସିନ୍ଦେ ଗୁରୁବାର ମିଳିତ ଭାବେ ମେଣ୍ଟ ସରକାରର ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ(ସିଏମ୍‌ପି) ସମ୍ପର୍କରେ ଘୋଷଣା କରିଥିଲେ। ରାଜ୍ୟରେ କୃଷକଙ୍କ ସମ୍ପୂର୍ଣ୍ଣ ଋଣଛାଡ଼, ସ୍ଥାନୀୟ ଲୋକଙ୍କୁ ୮୦% କାମ ସହ ୧୦ ଟଙ୍କାରେ ଲୋକଙ୍କୁ ଖାଇବାକୁ ଦେବା ଆଦି ସିଏମ୍‌ପିରେ ସ୍ଥାନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଦୁର୍ନୀତି ଅଭିଯୋଗ ଆଣିବା ପୂର୍ବରୁ ଆତ୍ମସମୀକ୍ଷା କରନ୍ତୁ’: ଅଜିତ ପାୱାରଙ୍କୁ ପାଲଟା ଆକ୍ରମଣ କଲା ଭାଜପା

ମୁମ୍ବାଇ,୩।୧: ମହାରାଷ୍ଟ୍ରରେ ରାଜନୈତିକ ବୟାନବାଜି ପୁଣି ଥରେ ତୀବ୍ର ହୋଇଛି। ପିମ୍ପରି-ଚିଞ୍ଚୱାଡ ନଗର ନିଗମରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦୁର୍ନୀତି ଏବଂ ଋଣ ଅଭିଯୋଗର କଡ଼ା...

କ’ଣ ଏହି ଭଜନ କ୍ଲବିଂ? Gen Z ଙ୍କ ମଧ୍ୟରେ ବଢୁଛି ଟ୍ରେଣ୍ଡ

ଆଜିର ଆଧୁନିକ ଦୁନିଆରେ, ଭଜନ କ୍ଲବିଂ ଏକ ନୂତନ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଧାରା ଭାବରେ ଉଭା ହୋଇଛି, ବିଶେଷକରି ଜେନ୍‌ ଜେଡ ଏବଂ ଯୁବ...

ଠିକ୍‌ ହୋଇଥିଲା ବିବାହ, ବଣ୍ଟା ସରିଥିଲା କାର୍ଡ, ଘଟିଲା ଏମିତି କିଛି…

ବଲାଙ୍ଗୀର,୩ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ତେଲ ନଦୀ ବ୍ରିଜ ତଳୁ ଶନିବାର ଏକ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ବ୍ରିଜ ତଳୁ...

ମନ୍ଦିରରୁ ପୂଜା ସାରି ଫେରିବାବେଳେ ପୂଜକଙ୍କୁ ପେଚ୍‌କସ୍‌ରେ ଆକ୍ରମଣ, କିଛି ସମୟ ଭିତରେ ଘଟିଲା…

ତାଳଚେର,୩ା୧(ମନୋଜ ନନ୍ଦ): ତାଳଚେର ଥାନା ସମ୍ମୁଖରେ ଥିବା ମଙ୍ଗଳା ମନ୍ଦିରରେ ଦୀର୍ଘବର୍ଷ ହେଲା ପୂଜା କରି ଆସୁଥିଲେ ବଡ଼ଦାଣ୍ଡ ସାହିର ସନ୍ତୋଷ କୁମାର ମହାପାତ୍ର(୫୦)। ଶନିବାର...

ଶେଷରେ IPLରୁ ବିଦା ହେଲେ ମୁସ୍ତାଫିଜୁର ରେହମାନ: KKRର ନୁହେଁ, BCCI ନେଲା ଆକ୍ସନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) IPL ଫ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସ (KKR)କୁ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ବିଦା କରିବାକୁ...

ଅଫିସ ଜବ୍‌ ଠାରୁ ବି ମୋଟାଅଙ୍କର ଟଙ୍କା କମାନ୍ତି ଡେଲିଭରି ପାର୍ଟନର, ଘଣ୍ଟାକୁ ଏତେ ଟଙ୍କା..

ନୂଆଦିଲ୍ଲୀ,୩।୧: ଆଜିକାଲି, ଦେଶର ପ୍ରତ୍ୟେକ ସହରର ରାସ୍ତାରେ ଡେଲିଭରି ପାର୍ଟନରମାନେ ଲାଲ, ହଳଦିଆ ଏବଂ ସବୁଜ ରଙ୍ଗର ଟି-ସାର୍ଟ ପିନ୍ଧି କାମ କରୁଥିବା ଦେଖଇବାକୁ ପାଉଥିବେ।...

ନୂତନ ବର୍ଷ ଠାରୁ ଉଦ୍ୟାନ ବିଭାଗରେ ଝୁଲୁଛି ତାଲା: କାହା କଥାରେ ରହୁନି ତାଳ ମେଳ

ପରଜଙ୍ଗ,୩।୧(ନିଗନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମୁଖ୍ୟାଳୟ ଠାରୁ ୨ କିମି ଦୂର ୫୩ ନଂ ଜାତୀୟ ରାଜପଥ ପାର୍ଶ୍ୱ ହାତିଲୁଚାଣି ଛକ ନିକଟରେ ଦୀର୍ଘବର୍ଷ...

ଭେନେଜୁଏଲାରେ ବଡ଼ଧରଣର ବିସ୍ଫୋରଣ: ଖେଳିଗଲା ଆତଙ୍କ

କାରାକାସ,୩।୧: ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ହଠାତ୍‌ ଜୋରଦାର ବିସ୍ଫୋରଣ। ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ରିପୋର୍ଟ ଅନୁଯାୟୀ, ରାଜଧାନୀ କାରାକାସ ସମେତ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri