ଫ୍ରିଜ୍‌ରେ ଆଳୁ ରଖୁଥିଲେ ସାବଧାନ, ହୋଇପାରେ କ୍ୟାନସର

ଆଳୁର ସେବନ ସଭିଙ୍କୁ ପସନ୍ଦ। ଅଧିକାଂଶ ବ୍ୟଞ୍ଜନରେ ଏହାର ବ୍ୟବହାର କରାଯାଇଥାଏ। କିନ୍ତୁ କିଛି ଲୋକ ଏହାକୁ ଫ୍ରିଜ୍‌ରେ ରଖିଦିଅନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। କାରଣ ଆଳୁ ଫ୍ରିଜ୍‌ରେ ରହିବା ପରେ କମ୍‌ ତାପମାତ୍ରା ଯୋଗୁ ଏଥିରେ ମହଜୁଦ୍‌ ଷ୍ଟାର୍ଚ ସୁଗାର୍‌ରେ ପରିର୍ବିତ ହୋଇଥାଏ। ପରେ ଯେତେବେଳେ ଏହାକୁ ରୋଷେଇରେ ବ୍ୟବହାର କରାଯାଏ, ସେତେବେଳେ ସୁଗାର୍‌ ଆମିନୋ ଏସିଡ୍‌ରେ ମିଶି ଏକ୍ରିଲାମାଇଡ୍‌ ନାମକ ରସାୟନର ଉତ୍ପାଦନ କରିଥାଏ। ଏହି କାରଣରୁ ଅନେକ ପ୍ରକାରର କ୍ୟାନସର୍‌ ହୋଇଥାଏ। ଏକ୍ରିଲାମାଇଡ୍‌ ଏଭଳି ଏକ ରାସାୟନିକ ଉତ୍ପାଦ, ଯାହାର ବ୍ୟବହାର କାଗଜ, ଟାଏ ଏବଂ ପ୍ଲାଷ୍ଟିକ୍‌ ତିଆରିରେ କରାଯାଏ। ଏହାସହ ପାଣିକୁ ପରିଷ୍କାର କରିବାରେ ମଧ୍ୟ ଏହି ଏସିଡ୍‌କୁ ବ୍ୟବହାର କରାଯାଏ। ଆଳୁକୁ ଏହି ବିଷାକ୍ତ ରସାୟନଠୁ ଦୂରରେ ରଖିବାକୁ ଚାହୁଁଥିଲେ, ତାକୁ ସବୁବେଳେ ଶୁଷ୍କ ସ୍ଥାନରେ ରଖିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: କିଛି କଥା, କିଛି ବ୍ୟଥା

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବରଗଡ଼ ସହର ମଥୁରାନଗରୀ ପାଲଟିଥାଏ। ଏଠାରେ କଂସ ରାଜୁତି ଚାଲିଥାଏ ଏବଂ ଅନ୍ୟାୟ, ଅତ୍ୟାଚାର ବଢ଼ି ଚାଲିଥାଏ। ଏହା ପୌରାଣିକ...

ମାନବିକତାର ନିଦର୍ଶନ ଦେଖାଇଲେ ଖବରଦାତା: ଅଙ୍ଗଦାନ ପାଇଁ ନେଲେ ଶପଥ

ଭବାନୀପାଟଣା/ଥୁଆମୂଳ ରାମପୁର,୩ା୧ (ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି):ମୃତ୍ୟୁ ପରେ ପରାର୍ଥେ ନିଜକୁ ଉତ୍ସର୍ଗ କରିବା ଭଳି ମାନବିକତାର ନିଦର୍ଶନ ଦେଖାଇଛନ୍ତି କଳାହାଣ୍ଡି ଜିଲା ଥୁଆମୂଳ ରାମପୁରର...

ଖରିଫ ଧାନ କିଣା: ଓଡ଼ିଶାରେ କଷ୍ଟ, ଛତିଶଗଡ଼ରେ ସହଜ

ଭବାନୀପାଟଣା,୩ା୧(ଉତ୍ତମ କୁମାର ଦାଶ):ପୂର୍ବରୁ ଜାନୁୟାରୀ ମାସରେ ରାଜ୍ୟରେ ଖରିଫ ଧାନ କିଣା ଶେଷ ହେଉଥିବାବେଳେ ଏଥର କିନ୍ତୁ ଅଧ ପ୍ରତିଶତ ସରିନାହିଁ। ଯାହାକୁ ନେଇ ସମଗ୍ର...

୧.୫ କୋଟି କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ବଡ଼ ଖବର, ୮ମ ବେତନ କମିଶନ ପୂର୍ବରୁ ବଦଳିଲା ନିୟମ

ନୂଆଦିଲ୍ଲୀ,୩।୧: ୭ମ କେନ୍ଦ୍ରୀୟ ବେତନ କମିଶନର ୧୦ ବର୍ଷର କାର୍ଯ୍ୟକାଳ ଆନୁଷ୍ଠାନିକ ଭାବରେ ଡିସେମ୍ବର ୩୧, ୨୦୨୫ ରେ ଶେଷ ହୋଇଥିଲା, ଯାହା ପରେ ୮ମ...

ଧନୁଯାତ୍ରାରେ ଅଘଟଣ: ରାମଦୋଳିରୁ ଖସି ପଡ଼ିଲେ ଯୁବକ, ଆଉ ତା’ପରେ ଘଟିଲା…

ଲୋଇସିଂହା,୩ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡା ଆଞ୍ଚଳିକ ଧନୁଯାତ୍ରାର ଉଦ୍‌ଯାପାନୀ ସନ୍ଧ୍ୟାରେ ରାମଦୋଳିରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

‘ବଞ୍ଚାନ୍ତୁ…’, ଭାରତର ଶ୍ରେଷ୍ଠ ଖେଳାଳିମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କଲେ…

ନୂଆଦିଲ୍ଲୀ,୩।୧: ଭାରତୀୟ ଫୁଟବଲ ସଙ୍କଟରେ ଅଛି। ଇଣ୍ଡିଆନ ସୁପର ଲିଗ (ISL) ହେବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନାହିଁ। ISL...

ଇନ୍ଦୋର ପାଣିରେ ବ୍ୟାକ୍ଟେରିଆ

ନୂଆଦିଲ୍ଲୀ,୩ା୧: ମଧ୍ୟପ୍ରଦେଶର ଇନ୍ଦୋର ଅନ୍ତର୍ଗତ ଭଗୀରଥପୁରା ଅଞ୍ଚଳରେ ଦୂଷିତ ପାଣିରୁ ଡାଇରିଆ ବ୍ୟାପି ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୧,୪୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ...

ଚିତାଳୋ କଲେଜର ପୂର୍ବତନ ଅଧ୍ୟକ୍ଷ, ସଭାପତି ଗିରଫ, ଏହି ମାମଲାରେ…

ଯାଜପୁର/ ଯାଜପୁର ଟାଉନ୍‌ ୩ା୧(ହର୍ଷବର୍ଦ୍ଧନ ବେହେରା/ ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଜିଲା ଦଶରଥପୁର ବ୍ଲକ ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଦ୍ୱୈତ ପ୍ରସାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri