ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଜନ୍ମଦିବସ ଖୁବ୍ ଧୁମ୍ଧାମ୍ରେ ପାଳନ କରାଯାଉଛି। ଏହି ଦିନଟିକୁ ସାରା ଦେଶରେ ଶିଶୁ ଦିବସ ଭାବେ ପାଳନ କରାଯାଏ। ସାଧାରଣତଃ ପିଲାଦିନ ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ରହିଥାଏ। ସବୁ ଶିଶୁଙ୍କ ଭଳି ଭାରତୀୟ କ୍ରିକେଟର୍ସମାନେ ମଧ୍ୟ ପିଲାଦିନେ ବେଶ୍ ସୁନ୍ଦର ଦେଖାଯାଉଥିଲେ। ଦେଖନ୍ତୁ ଖେଳାଳିଙ୍କ ପିଲାଦିନର କିଛି ଫଟୋ…
ବିରାଟ କୋହଲି

ଶିଖର ଧାଓ୍ବନ

ଅଜିଙ୍କେ ରାହାଣେ

ଯୁବରାଜ ସିଂ

ରୋହିତ ଶର୍ମା

ସଚିନ ତେନ୍ଦୁଲକର

ରାହୁଲ ଦ୍ରାଭିଡ

ବିରେନ୍ଦ୍ର ସେହ୍ବାଗ



