ଜାତିସଂଘ ଅର୍ଥନୀତି ବିଶେଷଜ୍ଞଙ୍କ ପ୍ରଶଂସା

ଜାତିସଂଘ,୧୫।୫(ପି.ଟି.): କରୋନା ମହାମାରୀ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିକୁ ସଜାଡିବା ଲାଗି ଭାରତ ସରକାର ଆଣିଥିବା ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜକୁ ଜାତିସଂଘର ଅର୍ଥନୀତି ବିଶେଷଜ୍ଞମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଏହା ସର୍ବବୃହତ ପ୍ୟାକେଜ୍‌। ଭାରତ ସରକାରଙ୍କ ଘୋଷଣା ସ୍ବାଗତଯୋଗ୍ୟ ବୋଲି ଗ୍ଲୋବାଲ ଇକୋନୋମିକ୍‌ ମନିଟରାଇଜିଂ ବ୍ରାଞ୍ଚ୍‌ ମୁଖ୍ୟ ହମିଦ ରଶିଦ୍‌ କହିଛନ୍ତି। ଭାରତର ଜିଡିପିର ୧୦ ପ୍ରତିଶତ ଆର୍ଥତ୍କ ପ୍ୟାକେଜ ଘୋଷଣା କରିଥିବାବେଳେ ଅଧିକାଂଶ ବିକାଶଶୀଳ ରାଷ୍ଟ୍ର ୦.୫ରୁ ୧ ପ୍ରତିଶତ ପ୍ୟାକେଜ୍‌ ଆଣିଛନ୍ତି। ଆମେରିକା ଜିଡିପିର ୧୩ ପ୍ରତିଶତ ଏବଂ ଜାପାନ ୨୧ ପ୍ରତିଶତ ଆର୍ଥତ୍କ ପ୍ୟାକେଜ ଘୋଷଣା କରିଥିବାବେଳେ ଭାରତ ତୃତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ଏହି ମୁସଲିମ ଦେଶଗୁଡ଼ିକଠାରୁ କ୍ଷତିପୂରଣ ମାଗିଲା ଇରାନ, ବିଶ୍ୱରେ ପଡିଗଲା ଚହଳ

ଓ୍ବାଶିଂଟନ୍‌,୧୪।୪: ଇସଲାମାବାଦରେ ଆମେରିକା-ଇରାନ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ, ଆମେରିକୀୟ ସେନା ଇରାନ ବନ୍ଦର ଏବଂ…

ଆମେରିକାର ବଡ଼ ଚେତାବନୀ: ଇରାନ୍‌ ସହ ତୈଳ କାରବାର କଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଓ୍ୱାଶିଂଟନ୍‌,୧୪ା୪: କୌଣସି ଦେଶ ଇରାନୀୟ ତୈଳ କିଣାବିକା କଲେ ସମ୍ପୃକ୍ତ ରାଷ୍ଟ୍ର ଉପରେ ଆମେରିକା କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚେତାବନୀ ଦେଇଛି। ରାଷ୍ଟ୍ରପତି ଡୋନାଲ୍ଡ…

‘ପାରସ୍ୟ ଉପସାଗରର ଦୟନୀୟ ଜଳଦସ୍ୟୁ’: ମିମ୍ସ ଆଉ ଭିଡିଓ ମାଧ୍ୟମରେ ଟ୍ରମ୍ପଙ୍କୁ ଉପହାସ କଲା ଇରାନ

ତେହରାନ,୧୪।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପ୍ରତି ଅନିଶ୍ଚିତ ଶାନ୍ତି ଆଲୋଚନା ମଧ୍ୟରେ, ଇରାନ ଏକ ନୂତନ ପ୍ରକାରର କୂଟନୈତିକ ଆକ୍ରମଣ…

‘ସଂଘର୍ଷର ସମାଧାନ ସାମରିକ ବ୍ୟବସ୍ଥା ନୁହେଁ’, ଆମେରିକା-ଇରାନ ଯୁଦ୍ଧବିରତି ଉପରେ ଗୁଟେରେସଙ୍କ ବଡ଼ ବୟାନ

ଜେନେଭା,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତିର ଶେଷ ତାରିଖ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ସମୟରେ, ଜାତିସଂଘର…

ହର୍ମୁଜରେ ଚାଇନା ଖେଳିଲା ବଡ଼ ଗେମ୍‌, ଅତି ଚତୁରତାର ସହ ସମୁଦ୍ର ପାର୍‌ କରି ନେଇଆସିଲା ଜାହାଜ, ଦେଖିକି ଟ୍ରମ୍ପ ସ୍ତବ୍ଧ

ଓ୍ବାଶିଂଟନ୍‌,୧୪।୪: ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଇରାନ ବନ୍ଦର ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ଡୋନାଲ୍ଡ ଟ୍ରମ୍ପ ନଜର ରଖିଛନ୍ତି। ଆମେରିକା ବିପଦପୂର୍ଣ୍ଣ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ୧୫ଟି…

US Iran War: ପରମାଣୁ ଅସ୍ତ୍ରକୁ ନେଇ ଇରାନକୁ ନୂଆ ଧମକ ଦେଲେଣି ଟ୍ରମ୍ପ

ତେହରାନ,୧୪।୪: ଆମେରିକା ଏବଂ ଇରାନ ଉପରେ ଯୁଦ୍ଧର କଳା ବାଦଲ ଘୋଡ଼ାଇ ଚାଲିଛି। ପାକିସ୍ତାନରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ଆମେରିକା ହର୍ମୁଜ ପ୍ରଣାଳୀର ଅବରୋଧ…

ହର୍ମୁଜକୁ ନେଇ ଟ୍ରମ୍ପ-ଜିନପିଙ୍ଗ ମୁହାଁମୁହିଁ; ଆମେରିକାକୁ ଚେତାବନୀ ଦେଲା ଚାଇନା, ଆମ ବ୍ୟାପାରରେ ହସ୍ତକ୍ଷେପ କଲେ

ନୂଆଦିଲ୍ଲୀ,୧୪।୪: ଇରାନ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଜବତ କରିବା ପରେ, ଆମେରିକା ରାଷ୍ଟ୍ରପତି ଏବେ ସେହି ପ୍ରଣାଳୀରୁ ବାହାରୁଥିବା ଜାହାଜଗୁଡ଼ିକୁ ଅବରୋଧ କରିବାକୁ ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri