ଗ୍ରାହକଙ୍କ ଲାଗି ତନିସ୍କର ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଅନୁଗୋଳ ଅଫିସ,୧୯।୧ – ପ୍ରମୁଖ ଗହଣା ବ୍ରାଣ୍ଡ ତନିସ୍କ ପକ୍ଷରୁ ଅନୁଗୋଳ ଶୋ’ରୁମରେ ଏହାର ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ ପକ୍ଷରୁ ହାତକୁ ନିଆଯାଇଥିବା ହୀରା ଉତ୍ସବ ‘ଦି ଗ୍ରେଟ୍‌ ଡାଇମଣ୍ଡ ସେଲ୍‌’ରେ ଗ୍ରାହକ ସବୁବର୍ଗର ହୀରା ଗହଣା ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇପାରୁଛନ୍ତି। କମ୍ପାନୀ ଏହି ଉତ୍ସବକୁ ଅନୁଗୋଳ ଶୋ’ରୁମରେ ଗ୍ରାହକଙ୍କ ସହ ପାଳନ କରିଛି। ଏହି ଅବସରରେ ବିଭିନ୍ନ ଗ୍ରାହକ କୈନ୍ଦ୍ରିକ କାର୍ଯ୍ୟକ୍ରମ ଯଥା- ଫ୍ୟାଶନ ଶୋ, ସଙ୍ଗୀତ, କୌତୁକ କ୍ରୀଡ଼ା ଆୟୋଜନ ହୋଇଥିଲା। ତନିସ୍କର ନୂଆ କଲେକ୍ସନ ‘ଅହଲ୍ୟା’ ଓ ‘ରିଭା’ର ବଜାର ପ୍ରବେଶ ପରେ ଚାହିଦା ବଢ଼ିଛି। ଏହା ଆକର୍ଷଣୀୟ ତାରକସି ଡିଜାଇନରେ ପ୍ରସ୍ତୁତ କରାଯାଉଥିବା ତନିସ୍କର ଫ୍ରାଞ୍ଚାଇଜି ଓନର ମାନିକ ହଂସ କହିଛନ୍ତି। ତନିସ୍କ ଓଡ଼ିଶାର ଆଞ୍ଚଳିକ ବ୍ୟବସାୟିକ ପ୍ରବନ୍ଧକ ସିଦ୍ଧାର୍ଥ ଅଗ୍ରୱାଲ କହିଥିଲେ, ଗ୍ରାହକଙ୍କ ସହ ଆମର ସମ୍ପର୍କ ହୃଦୟରୁ ରହିଛି। ସଦ୍ୟତମ ରିଭାହ କଲେକ୍ସନ ଓଡ଼ିଆ ଘରର ବଧୂଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ତନିସ୍କ ପ୍ରମିସ ଦ୍ୱାରା ଶୁଦ୍ଧତା ଗ୍ୟାରେଣ୍ଟି ୮% ଗଢା ଚାର୍ଜରୁ ଡିଜାଇନ ଆରମ୍ଭ, ସୁନାଦାମରେ ଷ୍ଟୋନ ପାଇଁ ଟଙ୍କା ଗଣିବାରୁ ରିହାତି, ପୁରୁଣା ସୁନାର ସର୍ବୋତ୍ତମ ମୂଲ୍ୟ, ହୀରା, ପୋଲକି, ରୁବି, ପନା ପାଇଁ ଶତପ୍ରତିଶତ ଏକ୍ସଚେଞ୍ଜ ଭାଲ୍ୟୁ, ପ୍ରତିଟି ଗହଣା ସମ୍ପୂର୍ଣ୍ଣ ନୂଆ ଭଳି ସୁବିଧା ଗ୍ରାହକଙ୍କୁ ପ୍ରଦାନ କରୁଛି। ଏହାସହ ବିଲିଂ କ୍ୟାରେଟ ମିଟର, ସୁରକ୍ଷିତ ଗହଣା ସ୍କିମ, ଟାଟାର ବିଶ୍ୱାସ, ତନିସ୍କ ନେଷ୍ଟ ଡୋର ଷ୍ଟୋର ଭଳି ବୈଶିଷ୍ଟ୍ୟ ଗ୍ରାହକ ଲାଭ କରିପାରିବେ ବୋଲି ତନିସ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri