ଆଜି ପ୍ରେସ କ୍ଲବରେ ଅନୁଷ୍ଠିତ ହୋଇଯାଇଛି ଧରିତ୍ରୀ ୟୁଥ୍ କନକ୍ଲେଭର ପଞ୍ଚମ ସଂସ୍କରଣ । ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ କରିବା ପାଇଁ ଦୈନିକ ଓଡ଼ିଆ ଖବରକାଗଜର ଏ ନିଆରା ପ୍ରୟାସ ।