ଭୁବନେଶ୍ୱର,୧୬।୯: ରାଜଧାନୀରେ ଚାଞ୍ଚଲ୍ୟ। ଗ୍ୟାରେଜ ଛକ ନିକଟରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଅଟୋ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ପ୍ରତିବାଦ କରିବାରୁ ଯୁବତୀଙ୍କୁ ରାସ୍ତାରେ ଆକ୍ରମଣ କରାଯାଇଛି। ତଳେ ପକାଇ ଗୋଇଠା ବିଧା ମାରିଲେ ଯୁବକ।