ଉଲେନ୍‌ ଫ୍ୟାଶନ୍‌

ଶୀତଦିନେ ଅନେକେ ଭଳିକି ଭଳି ଜ୍ୟାକେଟ୍‌ ଏବଂ
ସ୍ବେଟର ପିନ୍ଧିଥାନ୍ତି। ହେଲେ ଶାଢ଼ି, ଡ୍ରେସ ଏବଂ ଜିନ୍ସ ଆଦି ଡିଫରେଣ୍ଟ ଆଉଟ୍‌ଫିଟ୍‌ ସହିତ କେଉଁ ସବୁ ଉଲେନ୍‌ ଓ୍ବିଣ୍ଟରଡ୍ରେସ୍‌ ବ୍ୟବହାର କଲେ ଟ୍ରେଣ୍ଡି ଓ ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ ଜାଣିରଖନ୍ତୁ ଟିପ୍ସ…

ଉଲେନ୍‌ କୁର୍ତ୍ତା ଏବେ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି। ଏହାକୁ ଜିନ୍ସ ପ୍ୟାଣ୍ଟ, ଲେଗିଙ୍ଗ୍ସ, ପ୍ଲାଜୋ ଆଦି ସହ ପିନ୍ଧିପାରିବେ। ଏହା ଏଥିନିକ ଲୁକ୍‌ ଦେବା ସହ ଷ୍ଟାଇଲିଶ୍‌ ମଧ୍ୟ ଲାଗିବ। କେବଳ ଲଙ୍ଗ୍‌ ନୁହେଁ ଉଲେନ୍‌ ଶର୍ଟ କୁର୍ତ୍ତି ମଧ୍ୟ ବଜାରରେ ଉପଲବ୍ଧ, ଯାହାକୁ ଟ୍ରାଏ କରି ଟ୍ରେଣ୍ଡି ଲୁକ୍‌ ପାଇପାରିବେ।
ଯଦି ଆପଣ ଟପ୍‌ ପିନ୍ଧୁଛନ୍ତି ତେବେ ସେଥିରେ ଉଲେନ୍‌ ଜ୍ୟାକେଟ୍‌ ଟିମ୍‌ଅପ୍‌ କରନ୍ତୁ। ଏବେ ଲାଇଟ୍‌, ଡାର୍କ, ଡେନିମ୍‌ ଏବଂ ଭାଇବ୍ରାଣ୍ଟ କଲର୍‌ ସହିତ ଭଳିକି ଭଳି ଆଟ୍ରାକ୍ଟିଭ୍‌ ଡିଜାଇନ୍‌ର ଉଲେନ୍‌ ଜ୍ୟାକେଟ୍‌ ମାର୍କେଟ୍‌ରେ ଉପଲବ୍ଧ। ଟପ୍‌ ଛଡ଼ା ଯେକୌଣସି କୁର୍ତ୍ତିରେ କିମ୍ବା ସ୍ଲିଭଲେସ୍‌ କୁର୍ତ୍ତିରେ ଏହାକୁ କ୍ୟାରି କଲେ ଫ୍ୟାଶନେବଲ୍‌ ଲାଗିବେ।
ଉଲେନ୍‌ର ବ୍ଲେଜର୍‌ ଓ ପ୍ୟାଣ୍ଟ ପିନ୍ଧିପାରିବେ। ଶୀତଦିନେ ଏହା ଅଫିସିଆଲ୍‌ ଆଉଟ୍‌ଫିଟ୍‌ ସହ ପିନ୍ଧିଲେ କ୍ଲାସି ଦେଖାଯିବେ। ପ୍ୟାଣ୍ଟ ଓ ବ୍ଲେଜର ମ୍ୟାଚିଙ୍ଗ କଲର୍‌ର ମଧ୍ୟ ପାଇପାରିବେ। ଷ୍ଟାଇଲିଶ୍‌ କୋର୍ଟ କିମ୍ବା ବ୍ଲେଜର୍‌ ସହ ଉଲେନ୍‌ ପ୍ୟାଣ୍ଟ ଓ ଡେନିମ ପିନ୍ଧିପାରିବେ।
ବର୍ତ୍ତମାନ ମାର୍କେଟ୍‌ରେ ବିଭିନ୍ନ ପ୍ରକାରର ଉଲେନ୍‌ ଓଭର କୋଟ୍‌ ମିଳୁଛି। ଶାଢ଼ି ସହିତ ଏହି ଓଭର କୋଟ୍‌ ବେଶ୍‌ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ।
ସ୍ଲିଭ୍‌ଲେସ୍‌ ଉଲେନ୍‌ ସ୍ବେଟର୍‌ କିମ୍ବା ଜ୍ୟାକେଟ୍‌କୁ ମଧ୍ୟ ନିଜ ଓ୍ବିଣ୍ଟର କଲେକ୍ସନ୍‌ରେ ସାମିଲ କରନ୍ତୁ। କାରଣ ଯେକୌଣସି ଆଉଟ୍‌ଫିଟ୍‌ ସହିତ ଟିମ୍‌ ଅପ୍‌ କଲେ ଫ୍ୟାଶନେବଲ୍‌ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri