ରୋଷେଇ କରୁଥିଲେ ମହିଳା: ହଠାତ୍‌ ଲାଗିଲେ ନିଆଁ

ମୋହନା,୪।୧(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତରବା ପଞ୍ଚାୟତର ହାଚିପଙ୍କା ଗାଁରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି l ମହିଳା ଜଣକ ହେଲେ ଗାଁର ସୁନାମ ମଲ୍ଲୀକଙ୍କ ସ୍ତ୍ରୀ ଚନ୍ଦ୍ରକଳା ମାଝୀ (୨୬)ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ।
ସୂଚନା ପ୍ରକାରେ, ଚନ୍ଦ୍ରକଳା ଘରେ ରୋଷେଇ କରିବା ବେଳେ ହଟାତ ଲୁଗାରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିଯିବା ପରେ ଚିତ୍କାର କରିଥିଲେ ଚନ୍ଦ୍ରକଳା ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ବାସୁଦେବ ମହନ୍ତ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ଚନ୍ଦ୍ରକଳାଙ୍କ ପେଟ, ମୁହଁ, ଛାତି, ହାତରେ ନିଆଁଲାଗି  ଶରୀରର ପ୍ରାୟ ୩୦ ପ୍ରତିଶ୍ୱତ ପୋଡି ଯାଇଥିବା ମେଡିକାଲ ଅଧିକାରୀ ଡାକ୍ତର ଜୟ ପ୍ରକାଶ ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଶା ପାଇଁ ପୁଅ ସାଜିଲା ରାକ୍ଷସ: ବାପାଙ୍କ ମୁଣ୍ଡରେ ପିଟିଲା ବିୟର ବୋତଲ

ଭୁବନେଶ୍ୱର,୫।୧: ରାଜଧାନୀରେ ପୁଣି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ନିଶା ପାଇଁ ଟଙ୍କା ନପାଇ ଜଣେ ପୁଅ ନିଜ ଜନ୍ମକଲା ବାପାଙ୍କୁ ବିୟର ବୋତଲରେ...

ମଦ କାରବାରକୁ ବିରୋଧ କରିବାରୁ ଶୋଇଥିବାବେଳେ ଘରେ ଲଗାଇଦେଲେ ନିଆଁ, ଆଉ ତା’ପରେ…

ଦାରିଙ୍ଗବାଡି, ୫।୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତରେ ପୂର୍ବ ଶତ୍ରୁତାରୁ ଘରେ ନିଆଁ ଲଗାଇ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି। ଏଥିରେ...

ବଢିଲା ଶାମିଙ୍କ ଅଡ଼ୁଆ: ନୋଟିସ ପଠାଇଲେ ନିର୍ବାଚନ କମିଶନ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୫।୧: ମହମ୍ମଦ ଶାମି ନିକଟରେ ଭାରତୀୟ ଦଳରୁ ଡ୍ରପ୍‌ ହେବା କାରଣରୁ ଖବରରେ ରହିଆସୁଛନ୍ତି। ଏବେ, ରିପୋର୍ଟ ଅନୁସାରେ ନିର୍ବାଚନ କମିଶନ ଶାମି ଏବଂ ତାଙ୍କ...

କନ୍ୟାକୁମାରୀ ବୁଲିବାକୁ ଯାଇଥିଲେ, ଧକ୍କା ଦେଲା କାର୍‌, ଯୁବକ ମୃତ

ମୋହନା, ଗଜପତି ୫।୧( ମନ୍ମଥ ମିଶ୍ର/ଗିରିଧାରୀ ପରିଛା ): କନ୍ୟାକୁମାରୀରେ ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଧକ୍କା ଦେଲା କାର୍‌। ଫଳରେ ଜଣେ ଯୁବକଙ୍କ ମୃତ୍ୟୁ...

ମହାବିଦ୍ୟାଳୟରେ ସ୍ବର୍ଗତ ରାଜାସାହେବଙ୍କ ନିମନ୍ତେ ଶୋକ ସଭା

ଖଡ଼ିଆଳ,୫।୧(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ତତ୍ତ୍ୱାବାଧାନରେ ଖଡ଼ିଆଳର ଗଡ଼ଜାତ ରାଜାସାହେବ ସ୍ବର୍ଗତ...

ନୂଆ ଦଳ ଗଠନ ଉପରେ ବଡ଼ ସୂଚନା ଦେଲେ ମୋକିମ୍‌: ଆସନ୍ତା ୧୨ ତାରିଖରେ…

ଭୁବନେଶ୍ୱର,୫।୧: ଆସନ୍ତା ୧୨ ତାରିଖରେ ମୋକିମ୍‌ଙ୍କ ନୂଆ ଦଳ ପାଇଁ ପଡ଼ିବ ମୂଳଦୁଆ। ଏନେଇ ଏକ ଗଣମାଧ୍ୟମକୁ ମହମ୍ମଦ ମୋକିମ୍‌ ପ୍ରତିକ୍ରିୟା ଦେଇ ଏହି ସୂଚନା...

ବାଂଲାଦେଶରେ କାନ୍ଦୁଛନ୍ତି ହିନ୍ଦୁ: ଆଉ ଜଣଙ୍କୁ ଗୁଳି କରି ହତ୍ୟା, ନୀରବ ଦ୍ରଷ୍ଟା ସାଜିଛନ୍ତି ୟୁନୁସ ସରକାର

ଢାକା,୫।୧: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋମବାର ଅପରାହ୍ନରେ (ଜାନୁଆରୀ ୫, ୨୦୨୬) ଜେସୋର ଜିଲାର ମୋନିରାମପୁରରେ ଏହି...

ଲକ୍ଷ୍ୟଠୁ ବହୁ ଦୂରରେ ପାଣି ପଞ୍ଚାୟତ, ଜଳସମ୍ପଦ ବିଭାଗ ପକ୍ଷରୁ ଆସନ୍ତାକାଲିଠୁ ଆରମ୍ଭ ହେବ…

ଭଞ୍ଜନଗର,୫।୧(ବାବୁଲା ପ୍ରଧାନ): ରାଜ୍ୟ ସରକାର ୨୦୦୨ରେ ପାଣି ପଞ୍ଚାୟତ ଗଠନ କରିଥିଲେ। ୨୦୦୩ରେ ଏହା କାର୍ଯ୍ୟକାରୀ ହୋଇଥିଲା। ପାଣି ପଞ୍ଚାୟତ ଗଠନର ମୂଳ ଲକ୍ଷ୍ୟ ଥିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri