ପିପିଲି,୧୮ା୮: ଆତ୍ମାହୁତି ଉଦ୍ୟମ କରିଥିବା ଜଣେ ମହିଳାଙ୍କର ଏମ୍ସରେ ମୃତ୍ୟୁ ଘଟିଛି। ୬ ଦିନ ଧରି ଚିକିତ୍ସିତ ହେବା ପରେ ମହିଳାଙ୍କର ମୃତ୍ୟୁ ଘଟିଛି। ଗତ ୧୩ ତାରିଖରେ ପିପିଲି ଜୟପୁର ଛକରେ ନିଆଁରେ ପୋଡ଼ି ହୋଇ ଗୁରୁତର ହେଇଥିଲେ।