Categories: Video

Will the real Natia please stand up । ନଟିଆ ମାନୁନି ଡିରେକ୍ଟରଙ୍କ କଥା

Natia Comedy has become a sensation across the state from rural areas to the metros. But who is Natia? Dharitri live brings you an exclusive interview with the director of Natia Comedy and wait..Natia himself. Don’t miss this.

ଗାଁଠୁ ଆରମ୍ଭ କରି ସହର ଏବେ ସବୁଠି ନଟିଆ କମେଡି ସେନସେସନ ପାଲଟିଯାଇଛି । ତେବେ ଅସଲି ନଟିଆ କିଏ ? ଏଭଳି ଏକ ସୁନ୍ଦର କନସେପ୍ଟ କେଉଁଠୁ ଆସିଲା ଏବଂ କିଏ ଆଣିଲେ, ସେ ସବୁକିଛି ଆପଣ ଜାଣିପାରିବେ ଆମର ଏହି ଏକ୍ସକ୍ଲୁସିଭ୍ ଆଲୋଚନାରେ ।