Categories: Video

କାହିଁକି ରାମରୁ ରାମଚନ୍ଦ୍ର

ଥରେ ଦୁଷ୍ଟ ଦାନବ ମାନଙ୍କ ଅତ୍ୟାଚାରରେ ଅତିଷ୍ଟ ହୋଇ ପଡିଲେ ଦେବତା ଓ ଋଷି ଗଣ । ଏହାର ସମାଧାନ ପାଇଁ ସେମାନେ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କଲେ । ଏହି ସମୟରେ ଭଗବାନ ବିଷ୍ଣୁ ଦେବତା ଓ ଋଷି ଗଣଙ୍କୁ ଆଶ୍ୱାସନା ଦେଇ କହିଥିଲେ ରାବଣ ଓ ରାକ୍ଷଶ ମାନଙ୍କୁ ବଦ୍ଧ କରିବା ପାଇଁ ମୁଁ ମର୍ତ୍ତ୍ୟରେ ମାନବ ରୂପରେ ଜନ୍ମ ନେବି ।