Posted inଫୁରସତ

ମହିଳାଙ୍କୁ କାହିଁକି କେବେ ବୟସ ପଚରାଯାଏନି? କାରଣ ଜାଣି ନ ଥିବେ…

Why shouldn’t ask girls age: ସାଧାରଣତଃ ଦେଖିଥିବେ ଝିଅ ବା ମହିଳାଙ୍କୁ କେବେ ବି ସେମାନଙ୍କ ବୟସ ପଚରା ଯାଏ ନାହିଁ । ଅନେକ ସମୟରେ ପୁରୁଷମାନେ ଭୁଲବଶତଃ ମହିଳାମାନଙ୍କ ବୟସ ପଚାରି ରାଗର ଶିକାର ହୋଇ ଥାଆନ୍ତି । ତେବେ ଜାଣନ୍ତି ଝିଅମାନଙ୍କ ବୟସ କାହିଁକି ପଚରା ଯାଏନି? ଏହାର କାରଣ ଜାଣିଲେ ଆପଣ ବି ତାଜୁବ ହୋଇଯିବେ।

ମହିଳାମାନଙ୍କ ବୟସ ପଚାରିବାକୁ ଅଶିଷ୍ଟତା ବୋଲି ବିବେଚନା କରାଯାଇଥାଏ । କାରଣ ପ୍ରତିଟି କ୍ଷେତ୍ରରେ ସେ ଖେଳ ହେଉ କି ରାଜନୀତି, ବ୍ୟବସାୟ ହେଉ କି ପାଠପଢା,ସବୁଠି ସେମାନଙ୍କ ମୂଲ୍ୟାଙ୍କନ ପୁରୁଷଙ୍କ ନଜରରେ ଆକର୍ଷକ ଅଛି ନା ନୁହେଁ ତାହାକୁ ଦେଖି କରାଯାଏ ବୋଲି କ୍ରିଷ୍ଟଲ ମୈକଡଫି କହିଛନ୍ତି ।

Why shouldn’t ask girls age: ସମାଜରେ ଜଣେ ମହିଳାର ମହତ୍ତ୍ୱ ବା ଗୁରୁତ୍ୱ, ବିଶେଷକରି ତାଙ୍କର ବୟସ ଉପରେ ର୍ନିଭର କରେ । ସେଥିପାଇଁ ସେମାନଙ୍କ ବୟସ ଏକ ସମେୱଦନଶୀଳ ବିଷୟ । ଫଳରେ କୌଣସି ମହିଳାର ବୟସ ପଚାରିବା ଅସଭ୍ୟ ବୋଲି ବିବେଚନା କରାଯାଏ । ସେହିଭଳି ସମାଜର ରୀତି ଅନୁସାରେ, ଜଣେ ମହିଳାଙ୍କ ଆକର୍ଷଣ ବୟସ ଅନୁସାରେ କମିଯାଏ; ମାତ୍ର ଜଣେ ପୁରୁଷ ବୟସ ଅନୁସାରେ ବଢିଚାଲେ ।

Why shouldn’t ask girls age: ଯଦି ବିନା କାରଣରେ ଆପଣ ଜଣେ ମହିଳାଙ୍କ ବୟସ ପଚାରୁଛନ୍ତି,ତେବେ ତାହା ଅସଭ୍ୟ ବୋଲି ଧରାଯିବ । ସେହିଭଳି ଅନେକ ମହିଳାଙ୍କ ପାଇଁ ବୟସ ଏକ ବ୍ୟକ୍ତିଗତ ତଥ୍ୟ । ସେମାନଙ୍କୁ ଲାଗେ ଯେ, ଆପଣ ବୟସ ପଚାରି ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ କରିବା ପାଇଁ ଚେଷ୍ଟା କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri