ଶରୀରର କେଉଁ ଅଙ୍ଗରେ Blood ନାହିଁ? ନାଁ ଜାଣିଲେ ତାଜୁବ ହେବେ…

ବିଜ୍ଞାନର ନୂଆ ନୂଆ ଆବିଷ୍କାର ଆମକୁ ବାରମ୍ବାର ତାଜୁବ କରିଥାଏ। ସାଧାରଣ ଜ୍ଞାନ ପ୍ରାୟତଃ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପଡ଼ିଥାଏ । କିନ୍ତୁ ବିଜ୍ଞାନର ଜଟିଳତାକୁ କେହି କେବେ ଭେଦି ପାରିନାହାନ୍ତି । ଆଜି ଏହି ରିପୋର୍ଟରେ ଆମେ ଆପଣଙ୍କୁ ଏପରି ଏକ ଜିନିଷ କହିବୁ ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ମଣିଷ ହେଉ କିମ୍ବା ପଶୁ ପକ୍ଷୀ ସମସ୍ତଙ୍କ ଶରୀରରେ Blood Circulation ହୋଇଥାଏ । ବିନା ରକ୍ତରେ ମଣିଷ ବଞ୍ଚିବା ଅସମ୍ଭବ । ଶରୀରରେ ରକ୍ତ ସଞ୍ଚାଳନ ନ ହେଲେ ଜୀବନ ବି ରହିବନି । କିନ୍ତୁ ଆପଣ ଜାଣିଛନ୍ତି କି ଶରୀର ଏମିତି କିଛି ଅଂଶ ରହିଛି ଯେଉଁଠିକୁ Blood Circulation ହୁଏ ନାହିଁ । କେଶ ଓ ନଖ ପରି ‘ମୃତ’ କୋଷ ବ୍ୟତୀତ, ଜୀବକୋଷର ଆଉ ଏକ କ୍ଷେତ୍ର ମଧ୍ୟ ଅଛି ଯେଉଁଠିକୁ ରକ୍ତ ପ୍ରବାହିତ ହୁଏ ନାହିଁ ? ଜାଣନ୍ତୁ ଏହା କେଉଁ ଅଙ୍ଗ ।

ବିଜ୍ଞାନ ଦ୍ବାରା ଜଣାପଡ଼ିଛି ଯେ ଶରୀରରେ ଥିବା ଏକମାତ୍ର ଜୀବନ୍ତ କୋଷ, ଯେଉଁଠିକୁ ରକ୍ତ ପ୍ରବାହିତ ହୁଏ ନାହିଁ ତାହା ହେଉଛି ଆଖିର କର୍ଣ୍ଣିଆ ବା ଆଖିର cornea । ଶରୀରର ଏହି ଗୋଟିଏ ଅଂଶକୁ ରକ୍ତ ସଞ୍ଚାଳନ ହୋଇନଥାଏ । କିନ୍ତୁ ଏହି ଅଙ୍ଗ ଶରୀରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଅନ୍ୟତମ ।

କଣ୍ଟାକ୍ଟ ଲେନ୍ସ ସହିତ ଗୋଟିଏ ସମସ୍ୟା ହେଉଛି ସେମାନେ ବାହ୍ୟରୁ ଅମ୍ଳଜାନ ଯୋଗାଣକୁ ହ୍ରାସ କରନ୍ତି । ଗ୍ୟାସ-ପ୍ରେମେବଲ cornea ସହିତ ମଧ୍ୟ ଏହା ଲେନ୍ସ ନ୍ୟୋଭାସ୍କୁଲାରାଇଜେସନ ହୋଇପାରେ, ଯେଉଁଠାରେ ରକ୍ତବାହୀଗୁଡ଼ିକ corneaରେ ବଢିଥାଏ । ନୂଆ ସିଲିକନ ହାଇଡ୍ରୋଜେଲ ଲେନ୍ସ ଦ୍ୱାରା ଏହି ସମସ୍ୟା ହ୍ରାସ ହୁଏ କିମ୍ବା ଦୂର ହୁଏ ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri